Bible Languages

Indian Language Bible Word Collections

Bible Versions

Books

Psalms Chapters

Psalms 26 Verses

Bible Versions

Books

Psalms Chapters

Psalms 26 Verses

1 ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସହେି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସହେି ଦୁଷ୍ଟମାନଙ୍କ ସଙ୍ଗରେ କବେେ ହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମାରେ ନିର୍ଦ୍ ଦୋଷତା ପ୍ରମାଣ ପାଇଁ ମାରେ ହାତ ପ୍ରକ୍ଷାଳନ କରେ, ତଣେୁ ତୁମ୍ଭର ୟଜ୍ଞବଦେୀ ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ।
10 ସହେି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସମାନେେ ଲାଞ୍ଚ ନଇେ ଖରାପ କାର୍ୟ୍ଯ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ ଦୋଷ ଅଟେ। ତଣେୁ ହେ ପରମେଶ୍ବର ମାେ ପ୍ରତି ସଦଯ ହାଇେ ମାେତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।

Psalms 26:1 Oriya Language Bible Words basic statistical display

COMING SOON ...

×

Alert

×