Bible Languages

Indian Language Bible Word Collections

Bible Versions

Books

Judges Chapters

Judges 1 Verses

Bible Versions

Books

Judges Chapters

Judges 1 Verses

1 ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, " ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?"
2 ସଦାପ୍ରଭୁ ଇଶ୍ରାୟେଲୀୟଙ୍କୁ କହିଲେ, "ସର୍ବପ୍ରଥମେ ୟିହକ୍ସ୍ଟଦାର ପରିବାରବର୍ଗ ୟିବ। ମୁ ସମାନଙ୍କେୁ ସହେି ଭୂମି ଦବୋକକ୍ସ୍ଟ ଅନକ୍ସ୍ଟମତି ଦବେି।"
3 ୟିହକ୍ସ୍ଟଦାର ପରିବାରବର୍ଗ ସମାନଙ୍କେର ଭାଇମାନେଶିମିଯୋନର ପରିବାରବର୍ଗରକ୍ସ୍ଟ ସାହାୟ୍ଯ ମାଗିଲେ। ୟିହକ୍ସ୍ଟଦା ଲୋକମାନେ କହିଲେ, "ଭାଇମାନେ, ସଦାପ୍ରଭୁ ଆମ୍ଭକକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ପାଇଁ ଆଗଇେ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାୟ୍ଯ କରିବକ୍ସ୍ଟ।"ଶିମିଯୋନର ଲୋକମାନେ ସୋମାନଙ୍କର ଭୂମି ପାଇଁ ସମାନଙ୍କେୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବାକୁ ରାଜି ହେଲେ।
4 ତା'ପରେ ୟିହକ୍ସ୍ଟଦାର ଲୋକ ଆକ୍ରମଣ କରିବାକୁ ଗଲେ। କିଣାନୀଯ ଓ ପରିଷୀଯମାନଙ୍କୁ ସଦାପ୍ରଭୁ ୟିହକ୍ସ୍ଟଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ୟିହକ୍ସ୍ଟଦାର ଲୋକମାନେ 10 ,000 ଲୋକଙ୍କକ୍ସ୍ଟ ବଷେକରେ ହତ୍ଯା କଲେ।
5 ୟିହକ୍ସ୍ଟଦାର ଲୋକମାନେ ବଷେକର ଶାସକଙ୍କକ୍ସ୍ଟ ବଷେକ ସହର ରେ ପାଇଲେ ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମାନେେ କିଣାନୀଯ ଏବଂ ପରିଷୀଯଙ୍କକ୍ସ୍ଟ ପରାସ୍ତ କଲେ।
6 ବଷେକର ଶାସକ ଖସି ପଳାଇବାକକ୍ସ୍ଟ ଚେଷ୍ଟା କରିଥିଲେ, କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତାଙ୍କୁ ଗୋଡଇେଲେ ଏବଂ ତାଙ୍କୁ ଧରି ଥିଲେ। ଯେତବେେଳେ ସମାନେେ ତାଙ୍କୁ ଧରିଲେ, ସମାନେେ ତାଙ୍କର ବକ୍ସ୍ଟଢା ଅଙ୍ଗକ୍ସ୍ଟଳିକକ୍ସ୍ଟ ଏବଂ ପାଦର ବକ୍ସ୍ଟଢା ଅଙ୍ଗକ୍ସ୍ଟଠିକକ୍ସ୍ଟ କାଟି ନଇେଥିଲେ।
7 ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, "ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ।" ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।
8 ୟିହକ୍ସ୍ଟଦାର ଲୋକମାନେ ୟିରକ୍ସ୍ଟଶାଲମର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେୁ ଖଣ୍ତା ଦ୍ବାରା ହତ୍ଯା କଲେ ଓ ସହରକକ୍ସ୍ଟ ପୋଡି଼ ଦେଲେ ।
9 ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
10 ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।
11 ୟିହକ୍ସ୍ଟଦାର ଲୋକମାନେ ସେ ସ୍ଥାନକକ୍ସ୍ଟ ପରିତ୍ଯାଗ କଲେ। ସମାନେେ ଦବୀର ସହର ଅଭିମକ୍ସ୍ଟଖେ ସମାନଙ୍କେର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଅତୀତ କାଳ ରେ ଦବୀର ନାମ ଥିଲା କିରିଯଥ ସଫରେ।
12 ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, "ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।"
13 କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନସର। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ। ଅତ୍ନୀଯଲେ କରିଯଥ- ସଫରେର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକକ୍ସ୍ଟ ବିବାହ ଦେଲେ।
14 ତାଙ୍କର ସ୍ବାମୀ ଅତ୍ନୀଯେଲ୍ଙ୍କ ସଙ୍ଗ ରେ ୟିବା ସମୟରେ, ଅକଷାର ତାଙ୍କ ପିତାକକ୍ସ୍ଟ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକକ୍ସ୍ଟ, ତାଙ୍କୁ ଉପଦେଶ ଦେଲେ। ଯେତବେେଳେ ସେ ଘୋଡାରକ୍ସ୍ଟ ଓହ୍ଲାଇ ପଡିଲେ, କାଲେବ୍ ତାଙ୍କୁ ପଚାରିଲେ, "ଭୂଲ୍ କ'ଣ?"
15 ଅକ୍ଷାର କାଲେବ୍ଙ୍କକ୍ସ୍ଟ କହିଲେ, " ମାେତେ ଆର୍ଶିବାଦ କର। ଆପଣା ମାେତେ ଦକ୍ଷିଣ ରେ ଭୂମି ଦଇେଛନ୍ତି, ଯାହାକି ଶକ୍ସ୍ଟଷ୍କ, ମାେତେ କିଛି ଜଳ ନିର୍ଝର ଭୂମି ଦିଅନ୍ତକ୍ସ୍ଟ।" ଏହାପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସହେି ଭୂମି ତାଙ୍କୁ ଦେଲେ।
16 କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।
17 ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।
18 ୟିହକ୍ସ୍ଟଦାର ଲୋକମାନେ ଘାସା ସହର ଏବଂ ଏହାର ପାଶର୍‌ବବର୍ତ୍ତୀ ସହର ଅଧିକାର କଲେ। ସମାନେେ ଅସ୍କିଲୋନ୍ ସହରଗକ୍ସ୍ଟଡିକ ଓ ଇକୋର୍ଣ ଓ ତା'ର ପାଶର୍‌ବବର୍ତ୍ତୀ ଅଞ୍ଚଳକକ୍ସ୍ଟ ଅଧିକାର କଲେ।
19 ୟିହକ୍ସ୍ଟଦାର ଲୋକମାନେ ଯେତବେେଳେ ୟକ୍ସ୍ଟଦ୍ଧ କରୁଥିଲେ, ସେତବେେଳେ ସଦାପ୍ରଭୁ ସମାନଙ୍କେର ପକ୍ଷ ରେ ଥିଲେ। ସଦାପ୍ରଭୁ ପର୍ବତମଯ ଦେଶକକ୍ସ୍ଟ ସମାନଙ୍କେର ଅଧିକାରକକ୍ସ୍ଟ ଆଣିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତଳଭୂମିଗୁଡିକୁ ସମାନଙ୍କେର ଅଧିନକକ୍ସ୍ଟ ଆଣିପାରି ନ ଥିଲେ। କାରଣ ସଠାେରେ ଯେଉଁ ଲୋକମାନେ ବାସ କରୁଥିଲେ, ଲୌହ ନିର୍ମିତ ରଥ ବ୍ଯବହାର କରୁଥିଲେ।
20 କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
21 ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
22 ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ। ଯୋଷଫେର ପରିବାରବର୍ଗ କିଛି ଅନକ୍ସ୍ଟଚରଗଣ ବୈଥଲକେକ୍ସ୍ଟ ପଠାଇଲେ।
24 ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, "ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।"
25 ସହେି ବ୍ଯକ୍ତିଜଣକ ଅନକ୍ସ୍ଟଚରମାନଙ୍କୁ ସହରକକ୍ସ୍ଟ ଗକ୍ସ୍ଟଲ୍ଗପଥ ଦଖାଇେ ଥିଲେ। ଯୋଷଫେର ପରିବାରବର୍ଗ ଖଣ୍ତା ରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସହେି ଲୋକଙ୍କକ୍ସ୍ଟ ମାରି ନଥିଲେ ୟିଏ ସମାନଙ୍କେୁ ଗକ୍ସ୍ଟଲ୍ଗପଥ ଦଖାଇେଥିଲେ। ସମାନେେ ତାକକ୍ସ୍ଟ ଓ ତାହାର ପରିବାରବର୍ଗକକ୍ସ୍ଟ ସ୍ବାଧିନ ଭାବରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ।
26 ସହେି ଲୋକ, ହିତ୍ତୀଯମାନେ ବାସ କରୁଥିବା ସ୍ଥାନକକ୍ସ୍ଟ ଗଲେ। ଏବଂ ଏମିତିକି ଆଜି ସହେି ସହର ଲୂସ୍ ନାମ ରେ ପରିଚିତ।
27 କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍‌ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।
28 ଏହାପରେ ଇଶ୍ରାୟେଲର ଲୋକମାନେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ସମାନଙ୍କେର କ୍ରିତଦାସ କରିବା ପାଇଁ ସମାନେେ କିଣାନୀଯମାନଙ୍କୁ ବାଧ୍ଯ କଲେ। କିନ୍ତୁ କିଣାନୀଯମାନଙ୍କୁ ତଡିଦବୋକକ୍ସ୍ଟ ସମାନେେ ସକ୍ଷମ ହାଇେ ନଥିଲେ।
29 ଇଫ୍ରଯିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗଷେର ରେ କିଣାନୀଯ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରଯିମ କିଣାନୀଯ ଲୋକମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଇଫ୍ରଯିମ କିଣାନୀଯମାନଙ୍କ ସହିତ ମିଶି ରହିବାକକ୍ସ୍ଟ ଲାଗିଲେ।
30 ଠିକ୍ ସହେିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତକେ କିଣାନୀଯ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସମାନଙ୍କେୁ ତଡିଦଇେ ନ ଥିଲେ। ସହେି କିଣାନୀଯ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସମାନଙ୍କେୁ କ୍ରିତଦାସ ଭାବରେ ଖଟାଇଲେ।
31 ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
32 ଆଶରେୀଯ ଲୋକମାନେ କିଣାନୀଯକକ୍ସ୍ଟ ସମାନଙ୍କେର ଦେଶରକ୍ସ୍ଟ ତଡି ଦଇେ ନ ଥିଲେ। ତେଣୁ କିଣାନୀଯ ଲୋକମାନେ ଆଶରେୀଯମାନଙ୍କ ସହିତ ନ୍ତିରନ୍ତର ମିଶି ରହକ୍ସ୍ଟଥିଲେ।
33 ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।
34 ଇ ମାରେୀଯମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କକ୍ସ୍ଟ ପର୍ବତମଯ ଦେଶ ରେ ରହିବାକକ୍ସ୍ଟ ବାଧ୍ଯ କଲେ। ସମାନଙ୍କେୁ ତଳଭୂମିକକ୍ସ୍ଟ ଆସିବାକକ୍ସ୍ଟ ଦେଲେ ନାହିଁ।
35 ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।
36 ଇ ମାରେୀଯ ଲୋକମାନଙ୍କର ଭୂମିର ସୀମା ଅକ୍ରଦ୍ଦୀମ ଘାଟି ଶୈଳଠାରକ୍ସ୍ଟ ଏବଂ ପର୍ବତ ଦେଶ ଶିଳା ସୀମା ମଧିଅରେ ଥିଲା। 36
×

Alert

×