Bible Languages

Indian Language Bible Word Collections

Bible Versions

Books

Psalms Chapters

Psalms 31 Verses

Bible Versions

Books

Psalms Chapters

Psalms 31 Verses

1 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମାେତେ ତୁମ୍ଭେ ନିରାଶ କର ନାହିଁ। ମାେ ପ୍ରତି ଦୟା କର ଓ ମାେତେ ଉଦ୍ଧାର କର।
2 ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।
3 ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ଦୃଢ଼ ଶୈଳ। ତଣେୁ ମାେତେ ତୁମ୍ଭର ପଥ ଦଖାେଅ ଓ ଦିଗଦର୍ଶନ ଦିଅ।
4 ମାରେ ଶତ୍ରୁମାନେ ମାେ ସମ୍ମୁଖରେ ଏକ ୟନ୍ତା ବସାଇଛନ୍ତି। ସମାନଙ୍କେ ସହେି ୟନ୍ତାରୁ ମାେତେ ଉଦ୍ଧାର କର। ତୁମ୍ଭେ ମାରେ ନିରାପଦ ସ୍ଥଳ।
5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ବର ୟାହାଙ୍କୁ ଆମ୍ଭେ ବିଶ୍ବାସ କରିପାରିବୁ। ମୁଁ ମାରେ ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମାେତେ ରକ୍ଷା କର।
6 ଯେଉଁମାନେ ମିଥ୍ଯା ଦବଦୋଙ୍କୁ ପୂଜା କରନ୍ତି ମୁଁ ସମାନଙ୍କେୁ ଘୃଣା କରେ। ମୁଁ କବଳେ ସଦାପ୍ରଭୁଙ୍କୁ ନିର୍ଭର କରେ।
7 ପରମେଶ୍ବର ଦୟାର ସାଗର। ତଣେୁ ମାେତେ ସୁଖରେ ରଖନ୍ତି। ତୁମ୍ଭେ ମାରେ ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମାେ ଉପରେ ଯେଉଁ ବିପଦ ପଡ଼ିଥିଲା।
8 ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।
9 ହେ ସଦାପ୍ରଭୁ, ମାେ ଉପରେ ଅନକେ ବିପଦ ପଡ଼ିଛି, ତଣେୁ ମାେ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହାଇେ ପଡ଼ିଛି ୟେ ମାରେ ଚକ୍ଷୁ ୟନ୍ତ୍ରଣା କରୁଛି। ମାରେ ଗଳା ଶୁଖି ଯାଉଛି, ମାେ ପାକସ୍ଥଳୀ ୟନ୍ତ୍ରଣା ଦେଉଛି।
10 ମାରେ ଜୀବନ ଦୁଃଖରେ ଶଷେ ହବୋକୁ ଯାଉଛି। ମାରେ ଜୀବନ ଦୁଃଖରେ ସରିୟିବ। ମାରେ ଅସ୍ଥିସବୁ କ୍ଷୀଣ ହାଇେ ଯାଉଛି ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହାଇଯୋଉଛି।
11 ମାରେ ଶତ୍ରୁମାନେ ମାେତେ ଘୃଣା କରନ୍ତି, ମାରେ ପଡ଼ୋଶୀମାନେ ମଧ୍ଯ ମାେତେ ଘୃଣା କରନ୍ତି। ମାରେ ବନ୍ଧୁବାନ୍ଧବମାନେ ରାସ୍ତାରେ ଦଖାେ ହେଲେ ଭୟ କରି ମାଠାରୁେ ଦୂରଇେ ୟାଆନ୍ତି।
12 ଲୋକମାନେ ମାେତେ ସମ୍ପୂର୍ଣ୍ଣ ଭୁଲି ଗଲଣେି ୟମେିତି କୌଣସି ପୁରୁଣା ଭଙ୍ଗା ପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ। ତୁମ୍ଭେ ହିଁ ମାରେ ପରମେଶ୍ବର।
15 ମାରେ ଜୀବନ ତୁମ୍ଭ ହାତରେ, ମାେତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର। କେତକେ ଲୋକ ମାେ ପଛରେ ଗୋଡ଼ାଇଛନ୍ତି। ସମାନଙ୍କେଠାରୁ ମାେତେ ରକ୍ଷା କର।
16 ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ତୁମ୍ଭେ ମାେତେ ନିରାଶ କରିବ ନାହିଁ। ଦୁଷ୍ଟ ଲୋକମାନେ ନିରାଶ ହବେେ। ସମାନେେ ନୀରବରେ କବରକୁ ଯିବେ।
18 ସହେି ଦୁଷ୍ଟ ଲୋକମାନେ ମିଥ୍ଯାବାଦୀ। ସମାନେେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ଯାକଥା କୁହନ୍ତି। ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାରୀ। ସମାନଙ୍କେର ସହେି ମିଥ୍ଯା କହୁଥିବା ଓଷ୍ଠ ନୀରବ ହାଇଯେିବ।
19 ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
20 ଦୁଷ୍ଟ ଲୋକମାନେ ଏକତ୍ରୀତ ହାଇେ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଚାହାଁନ୍ତି। ସହେି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସହେି ଉତ୍ତମ ଲୋକଙ୍କୁ ଲୁଚାଇ ରଖି ସମାନଙ୍କେୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସମାନଙ୍କେୁ ଆପଣା ଆଶ୍ରଯ ସ୍ଥଳରେ ରକ୍ଷାକର।
21 ସଦାପ୍ରଭୁ ମାେତେ ଆଶୀର୍ବାଦ କରନ୍ତୁ। ମୁଁ ଯେତବେେଳେ ଶତ୍ରୁମାନଙ୍କ ଦ୍ବାରା ବେଷ୍ଟିତ ନଗରରେ କବଳିତ ହଲିେ, ସେତବେେଳେ ସେ ମାେତେ ଅନୁଗ୍ରହ ପ୍ରଦର୍ଶନ କଲେ।
22 ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, "ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ।" କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ "ପରମେଶ୍ବର" ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।
23 ହେ ପରମେଶ୍ବରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ। ସଦାପ୍ରଭୁ ସହେିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି, କିନ୍ତୁ ସଦାପ୍ରଭୁ ସହେି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ଯବହାର କରନ୍ତି। ସେ ସହେିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି ଯେଉଁମାନେ ଦଣ୍ଡର ଅଧିକାରୀ।
24 ସାହସୀ ହୁଅ, ତା ହେଲେ ପରମେଶ୍ବର ତୁମ୍ଭକୁ ଶକ୍ତିଶାଳୀ କରିବେ। ହେ ଲୋକମାନେ ଯେଉଁମାନେ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିଛ।

Psalms 31:1 Oriya Language Bible Words basic statistical display

COMING SOON ...

×

Alert

×