1
|
ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ। |
2
|
ୟମେନ୍ତ ୟିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସହେିପରି ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା'ନ୍ତି। ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ। |
3
|
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ। |
4
|
ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦଯ ସହିତ ଲୋକମାନଙ୍କର ମଙ୍ଗଳ କର। |
5
|
ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍। |
Psalms 125:1 Oriya Language Bible Words basic statistical display
COMING SOON ...