1
|
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମହାନ୍। ତୁମ୍ଭେ ସମ୍ଭ୍ରମ ଓ ଐଶ୍ଚର୍ୟ୍ଯରେ ବିଭୂଷିତ। |
2
|
ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ। |
3
|
ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ। |
4
|
ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର। |
5
|
ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ। |
6
|
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ଯ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା। |
7
|
କିନ୍ତୁ ତୁମ୍ଭେ ଆଜ୍ଞା ଦଲେ ଓ ଜଳରାଶି ସଠାରୁେ ଛାଡ଼ି ପଳାଇଲା। ହେ ପରମେଶ୍ବର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା। |
8
|
ସହେି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା ଏବଂ ତା'ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା। |
9
|
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ। |
10
|
ପରମେଶ୍ବର ତୁମ୍ଭେ ହିଁ ଝରଣାରୁ ଜଳର ଷୋର୍ତ ବୁହାଇଲ। ଏହା ପର୍ବତଗଣର ଷୋର୍ତରେ ମିଶି ବହି ୟାଏ। |
11
|
ଏହି ଜଳ ବନ୍ଯ ପଶୁଗଣକୁ ଜଳ ୟୋଗାଏ। ବନ୍ଯ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି। |
12
|
ବନ୍ଯ ପକ୍ଷୀଗଣ ଜଳାଶଯ ନିକଟରେ ବାସ କରିବା ପାଇଁ ଆସନ୍ତି। ସହେି ପକ୍ଷୀଗୁଡ଼ିକ ଜଳାଶଯ ପାଖରେ ଥିବା ବୃକ୍ଷର ଡ଼ାଳମାନଙ୍କରେ ଥାଇ ଗୀତ ଗାଆନ୍ତି। |
13
|
ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ୟାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି। |
14
|
ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି। |
15
|
ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ। |
16
|
ଲବୋନନର ମହାନ୍ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସହେି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସମାନଙ୍କେର ଆବଶ୍ଯକତାନୁୟାଯୀ ପାଣି ଦେଉଥିଲେ। |
17
|
ସହେି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନବରେ ବୃକ୍ଷରେ ବାସ କରନ୍ତି। |
18
|
ଉଚ୍ଚ ପର୍ବତଶ୍ରଣେୀ ବନ୍ଯ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରଯ। |
19
|
ପରମେଶ୍ବର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ୟ୍ଯ ଆପଣା ଅସ୍ତଗମନ ଜାଣେ। |
20
|
ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ। ତହିଁରେ ସକଳ ବନ୍ଯପଶୁ ବାହାରି ଭ୍ରମଣ କରନ୍ତି। |
21
|
ୟୁବା ସିଂହଗଣ ମୃଗଯା ଚେଷ୍ଟାରେ ଗର୍ଜ୍ଜନ କରନ୍ତି। ସତେ ୟପରେି ସମାନେେ ପରମେଶ୍ବରଙ୍କଠାରୁ ଆହାର ଲୋଡ଼ନ୍ତି। |
22
|
ସୂର୍ୟେ୍ଯାଦଯ ହେଲେ ସମାନେେ ନିଜ ନିଜ ବସାକୁ ଚାଲିୟାନ୍ତି। ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି। |
23
|
ଏହାପରେ ମନୁଷ୍ଯ ତା'ର କାମକୁ ବାହାରେ ଏବଂ ସେ ସନ୍ଧ୍ଯା ପର୍ୟ୍ଯନ୍ତ କାମ କରେ। |
24
|
ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ। |
25
|
ମହାସାଗରକୁ ଦେଖ, ଏହା କେତେ ମହାନ୍! ବହୁତ େଛାଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି। ସଗେୁଡ଼ିକୁ ଗଣନା କରି ହବେ ନାହିଁ। |
26
|
ତହିଁରେ ଜାହାଜ ୟାତାଯତ କରେ। ତହିଁରେ ଖଳେିବା ପାଇଁ ତୁମ୍ଭର ସୃଷ୍ଟି ଲିବିଯାଥନ୍ ଥାଏ। |
27
|
ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ, |
28
|
ତୁମ୍ଭେ ସମାନଙ୍କେୁ ଖାଦ୍ୟ ଦିଅ, ୟାହା ସମାନେେ ସଂଗ୍ରହ କରନ୍ତି। ତୁମ୍ଭେ ତୁମ୍ଭର ହସ୍ତ ଖାଲିେ ଦିଅ, ସମାନେେ ପରିତୃପ୍ତ ହବୋ ପର୍ୟ୍ଯନ୍ତ ଏଥିରୁ ଭୋଜନ କରିବେ। |
29
|
ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ। |
30
|
ହେ ସଦାପ୍ରଭୁ, ତୁମ୍ଭେ ଯେତବେେଳେ ଆପଣା ଆତ୍ମା ପଠାଅ, ସେତବେେଳେ ନୂତନ ସୃଷ୍ଟି ହବେ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର। |
31
|
ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ !ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ। |
32
|
ସଦାପ୍ରଭୁ ପୃଥିବୀକୁ ଚାହିଁଲେ ପୃଥିବୀ କମ୍ପିତ ହୁଏ। ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ। |
33
|
ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କରିବି। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି। |
34
|
ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି। |
35
|
ପାପୀମାନେ ପୃଥିବୀରୁ ଉଭଇେ ୟାଆନ୍ତୁ। ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶଷେ ହୁଅନ୍ତୁ। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ପ୍ରଶଂସା କର। |
Psalms 104:1 Oriya Language Bible Words basic statistical display
COMING SOON ...