1
|
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ। |
2
|
ତୁମ୍ଭେ ହେଉଛ ସାରା ପୃଥିବୀର ବିଚାରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ୟାହା ସମାନେେ ଚାହାଁନ୍ତି। |
3
|
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ? |
4
|
ସହେି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ ? ସହେି ଅଧର୍ମାଚାରୀମାନେ କେତେ କାଳ ଦର୍ପ କରିବେ ? |
5
|
ହେ ସଦାପ୍ରଭୁ, ସମାନେେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି। ସମାନେେ ତୁମ୍ଭର ଲୋକମାନଙ୍କୁ ୟନ୍ତ୍ରଣା ଦିଅନ୍ତି। |
6
|
ସହେି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ଯ କରନ୍ତି। ସମାନେେ ଅନାଥ ପିଲାମାନଙ୍କୁ ମଧ୍ଯ ହତ୍ଯା କରନ୍ତି। |
7
|
ସମାନେେ ଏହିପରି କହନ୍ତି ୟେ, ସଦାପ୍ରଭୁ ସମାନଙ୍କେର କୁକର୍ମକୁ ଦେଖିପାରିବେ ନାହିଁ। କିଅବା ୟାକୁବର ପରମେଶ୍ବର ବିବଚେନା କରିବେ ନାହିଁ। |
8
|
ହେ ପଶୁବତ୍ ଲୋକମାନେ, ତୁମ୍ଭେ କବେେ ବୁଦ୍ଧି ପାଇବ ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟାକର ଏବଂ ବୁଝ। |
9
|
ପରମେଶ୍ବର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ'ଣ ଶୁଣିପାରୁ ନାହାଁନ୍ତି! ପରମେଶ୍ବର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ'ଣ ଦେଖି ପାରିବେ ନାହିଁ! ୟାହା ସବୁ ଘଟିଯାଉଛି। |
10
|
ଜଣେ ୟିଏକି ଜାତିଗଣକୁ ସଂ ଶାଧେନ କରନ୍ତି, ତୁମ୍ଭକୁ ଦଣ୍ଡ ଦବେେ ? ସେ ମାନବମାନଙ୍କୁ ଜ୍ଞାନ ବିଷଯରେ ଶିକ୍ଷା ଦିଅନ୍ତି। |
11
|
ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର। |
12
|
ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସମାନେେ ଆଶୀର୍ବାଦ ପ୍ରାପ୍ତ ହବେେ। ତୁମ୍ଭେ ଆପଣା ନିଯମରେ ସମାନଙ୍କେୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ। |
13
|
ବିପଦ ବେଳେ ସମାନଙ୍କେୁ ସୁସ୍ଥିର କର, ଦୁଷ୍ଟମାନେ ବିନାଶ ହବୋ ପର୍ୟ୍ଯନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାୟ୍ଯ କର। |
14
|
ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ଯତ୍ବକୁ ପରିତ୍ଯାଗ କରିବେ ନାହିଁ। |
15
|
ନ୍ଯାଯ ଫରେିବ ଏବଂ ଏହା ସ୍ବଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ଯକ୍ତି ସତ୍ଯପ୍ରିଯ ଅଟନ୍ତି, ନ୍ଯାଯର ଅନୁଗାମୀ ହବେେ। |
16
|
ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମାେତେ ସାହାୟ୍ଯ କରିବ ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମାେ ସହିତ ଠିଆ ହବେ ? |
17
|
ୟଦି ମାେତେ ସଦାପ୍ରଭୁ ସାହାୟ୍ଯ କରି ନ ଥାନ୍ତେ, ତବେେ ମୃତ୍ଯୁ ମାରେ ପ୍ରାଣକୁ ଅତିକ୍ରମ କରି ୟାଇଥାନ୍ତା। |
18
|
ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା। |
19
|
ମୁଁ ଅତି ବ୍ଯସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମାେତେ ଆନନ୍ଦ ଓ ଖୁସି ଦେଲେ। |
20
|
ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି। |
21
|
ଯେଉଁ ବିଚାରକଗଣ ଭଲ ଲୋକମାନଙ୍କୁ ନ୍ଯାଯ ଦିଅନ୍ତି ନାହିଁ, ସମାନେେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସମାନଙ୍କେୁ ମରଣର ଆରୋପ କର। |
22
|
ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଉଚ୍ଚ ଦୁର୍ଗ ଓ ମାରେ ପରମେଶ୍ବର ମାରେ ଆଶ୍ରଯଶୈଳ ହାଇେଅଛନ୍ତି। |
23
|
ପରମେଶ୍ବର ସହେି ଅଧର୍ମୀ ବିଚାରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦବେେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଧ୍ବଂସ କରିବେ। |
Psalms 94:18 Oriya Language Bible Words basic statistical display
COMING SOON ...