1
|
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି। |
2
|
ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି। |
3
|
କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ? |
4
|
ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ। |
5
|
ଉତ୍ତମ ବ୍ଯକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସମାନେେ ପରମେଶ୍ବରଙ୍କୁ ୟିଏ କି ସମାନଙ୍କେ ଉଦ୍ଧାର କର୍ତ୍ତା, ସମାନଙ୍କେ ପାଇଁ ଭଲ କାର୍ୟ୍ଯ କରିବାକୁ ଅନୁରୋଧ କରନ୍ତି। |
6
|
ସହେି ଉତ୍ତମ ବ୍ଯକ୍ତିମାନେ ସର୍ବଦା ପରମେଶ୍ବରଙ୍କ ପନ୍ଥା ଅନ୍ବଷେଣ କରନ୍ତି। ସମାନେେ ୟାକୁବର ପରମେଶ୍ବରଙ୍କ ନିକଟକୁ ୟାଆନ୍ତି। |
7
|
ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ। |
8
|
କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି। |
9
|
ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ। |
10
|
କିଏ ସହେି ଗୌରବମଯ ରାଜା ? ସୈନ୍ଯାଧିପତି ସଦାପ୍ରଭୁ ସହେି ଗୌରବମଯ ରାଜା ଅଟନ୍ତି। |
Psalms 24:9 Oriya Language Bible Words basic statistical display
COMING SOON ...