1
|
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !କାରଣ ଆମ୍ଭର ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ପ୍ରଶଂସା ଗାନ କରିବା ଉତ୍ତମ !ପରମେଶ୍ବରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମ ନୋହର ଅଟେ। |
2
|
ସଦାପ୍ରଭୁ ହେଉଛନ୍ତି ଜଣେ ୟିଏ ୟିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇଶ୍ରାୟେଲର ନିର୍ବସିତମାନଙ୍କୁ ଏକତ୍ରୀତ କରନ୍ତି। |
3
|
ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି। |
4
|
ସେ ତାରାଗଣଙ୍କୁ ଗଣନା କରନ୍ତି। ସେ ପ୍ରେତ୍ୟକକଙ୍କର ଗୋଟି ଗୋଟି କରି ନାମ ଧରି ଡ଼ାକନ୍ତି। |
5
|
ଆମ୍ଭର ପ୍ରଭୁ ଅତି ମହାନ୍ ଏବଂ ଶକ୍ତିମାନ୍। ତାଙ୍କର ବୁଝାମଣା ଅସୀମ। |
6
|
ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି। |
7
|
ସଦାପ୍ରଭୁଙ୍କୁ ଗୀତରେ ଧନ୍ଯବାଦ ଦିଅ। ବୀଣାୟନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରଶଂସା କର। |
8
|
ପରମେଶ୍ବର ଆକାଶକୁ ମାଟୋ ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି। |
9
|
ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି। |
10
|
ୟୁଦ୍ଧ ଅଶ୍ବର ଓ ପରାକ୍ରମୀ ସୈନ୍ଯ ତାଙ୍କୁ ଖୁସି କରିପାରନ୍ତି ନାହିଁ। |
11
|
ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି। |
12
|
ହେ ୟିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସିଯୋନ, ତୁମ୍ଭ ପରମେଶ୍ବରଙ୍କର ପ୍ରଶଂସା କର ! |
13
|
ହେ ୟିରୁଶାଲମ, ପରମେଶ୍ବର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି, ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। |
14
|
ସେ ତୁମ୍ଭ ଦେଶକୁ ଧନଧାନ୍ଯରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ୟଥେଷ୍ଟ ଖାଦ୍ୟ ଅଛି। |
15
|
ପରମେଶ୍ବର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି। ତାଙ୍କର ବାକ୍ଯସବୁ ଅତିଶୀଘ୍ର ପାଳନ କରାୟାଏ। |
16
|
ପରମେଶ୍ବର ପୃଥିବୀ ଧଳା ପଶମ ତୁଲ୍ଯ ହବୋୟାଏଁ ହିମପାତ କରନ୍ତି। ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି। |
17
|
ପରମେଶ୍ବର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି, ତାଙ୍କ ପଠାୟାଇଥିବା ଶୀତ ଆଗରେ କହେି ଠିଆ ହାଇେ ପାରିବେ ନାହିଁ। |
18
|
ଏହାପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି, ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳ ସୋର୍ତ ବ ହେ। |
19
|
ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ ! |
20
|
ପରମେଶ୍ବର କୌଣସି ଦେଶ ପାଇଁ କବେେ ଏହିପରି କରି ନାହାଁନ୍ତି। ସେ ତାଙ୍କର ନିଯମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାଁନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର। |
Psalms 147:9 Oriya Language Bible Words basic statistical display
COMING SOON ...