1
|
ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର। |
2
|
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହାଇେଅଛ। ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହାଇେଅଛ, ତାଙ୍କର ଧନ୍ଯବାଦ କର। |
3
|
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। ତାଙ୍କ ନାମର ପ୍ରଶଂସାଗାନ କର, କାରଣ ଏହା ଆନନ୍ଦ ଆଣେ। |
4
|
ସଦାପ୍ରଭୁ ଆପଣା ନିମନ୍ତେ ୟାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହବୋ ପାଇଁ ସେ ଇଶ୍ରାୟେଲକୁ ମନୋନୀତ କଲେ। |
5
|
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି। ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦବେତାମାନଙ୍କ ଅପେକ୍ଷା ଶ୍ରେଷ୍ଠ। |
6
|
ସ୍ବର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ୟାହା ଇଚ୍ଛା କରନ୍ତି, ତାହା କରନ୍ତି। |
7
|
ପରମେଶ୍ବର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହିତ କରାନ୍ତି। |
8
|
ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ। |
9
|
ପରମେଶ୍ବର ମିଶରରେ ବହୁତ ଆଶ୍ଚର୍ୟ୍ଯ ଓ ଅଦଦ୍ଭୂତ କାର୍ୟ୍ଯମାନ କଲେ। ସେ ସଗେୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ଯବହାର କଲେ। |
10
|
ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ। |
11
|
ପରମେଶ୍ବର ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ବାଶନର ରାଜା ଓଗକୁ ଏବଂ କିଣାନର ସକଳ ରାଜ୍ଯକୁ ପରାସ୍ତ କଲେ। |
12
|
ଆଉ ସଦାପ୍ରଭୁ ସମାନଙ୍କେର ଦେଶ ଇଶ୍ରାୟେଲକୁ ଦେଲେ। ସଦାପ୍ରଭୁ ସହେି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ। |
13
|
ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହବେ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ। |
14
|
ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। ସେ ତାଙ୍କର ସବେକମାନଙ୍କ ପ୍ରତି ଦୟା ଦଖାେନ୍ତି। |
15
|
ଅନ୍ୟ ଦେଶୀଯମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସଗେୁଡ଼ିକ ମନୁଷ୍ଯର ହସ୍ତ ଦ୍ବାରା ନିର୍ମିତ ହେଉଥିଲା। |
16
|
ସହେି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସମାନେେ କଥା କହିପାରିବେ ନାହିଁ। ସମାନଙ୍କେର ଆଖି ଅଛି, କିନ୍ତୁ ସମାନେେ ଦେଖିପାରିବେ ନାହିଁ। |
17
|
ସମାନଙ୍କେର କାନ ଅଛି ମାତ୍ର ସମାନେେ ଶୁଣି ପାରିବେ ନାହିଁ। ସମାନଙ୍କେର ନାକ ଅଛି, କିନ୍ତୁ ଶ୍ବାସ ପ୍ରଶ୍ବାସ ନାହିଁ। |
18
|
ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସମାନଙ୍କେଠାରେ ବିଶ୍ବାସ ରଖନ୍ତି, ସମାନେେ ସମାନଙ୍କେ ତୁଲ୍ଯ ହବେେ। |
19
|
ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। |
20
|
ହେ ଲବେୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେ ୟିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର। |
21
|
ୟିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ଯ ହୁଅନ୍ତୁ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। |
Psalms 135:5 Oriya Language Bible Words basic statistical display
COMING SOON ...