1
|
ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି। |
2
|
ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ। |
3
|
ମୃତ୍ଯୁର ରଜ୍ଜୁ ଚତୁଃପାଶର୍ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି। |
4
|
ଏହାପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି, ମୁଁ କହିଲି, " ହେ ସଦାପ୍ରଭୁ ମାେତେ ରକ୍ଷା କର!" |
5
|
ସଦାପ୍ରଭୁ ହେଉଛନ୍ତି ଧର୍ମମଯ ଓ ଦୟାଳୁ ଏବଂ ୟାହା ୟଥାର୍ଥ ସେ କରନ୍ତି। ଆମ୍ଭମାନଙ୍କର ପରମେଶ୍ବର ଦୟାଳୁ ଅଟନ୍ତି। |
6
|
ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତବେେଳେ ଦିନହୀନ ଥିଲି ସଦାପ୍ରଭୁ ମାେତେ ରକ୍ଷା କଲେ। |
7
|
ହେ ମାରେ ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭପ୍ରତି ମଙ୍ଗଳମଯ ଅଟନ୍ତି। |
8
|
ସଦାପ୍ରଭୁ, ତୁମ୍ଭେ ମୃତ୍ଯୁରୁ ମାରେ ପ୍ରାଣକୁ ରକ୍ଷା କଲ। ମାରେ ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିୟିବାରୁ ମାେତେ ରକ୍ଷା କର। |
9
|
ଜୀବିତମାନଙ୍କ ଦେଶରେ ମୁଁ ସଦାପ୍ରଭୁଙ୍କ ସବୋ କରିବି। |
10
|
ଏପରିକି ମୁଁ ୟବେେ କହିଲି, "ମୁଁ ବହୁତ କଷ୍ଟ ପାଛଅଛି" ତଥାପି ମୁଁ ବିଶ୍ବାସ କଲି। |
11
|
ମୁଁ ଯେତବେେଳେ ଭୟରେ ଥିଲି, କହିଲି, "ସମସ୍ତ ମନୁଷ୍ଯ ମିଥ୍ଯାଚାରୀ ଅଟନ୍ତି।" |
12
|
ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ? |
13
|
ସେ ମାେତେ ରକ୍ଷା କଲେ। ତଣେୁ ମୁଁ ତାଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି। |
14
|
ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି। |
15
|
ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ଯରୁ ସଦ୍ ଭକ୍ତମାନଙ୍କ ମୃତ୍ଯୁ ବହୁମୂଲ୍ଯ ଅଟେ। |
16
|
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର। |
17
|
ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି। |
18
|
ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି। |
19
|
ମୁଁ ତାଙ୍କର ୟିରୁଶାଲମରେ ଥିବା ମନ୍ଦିରକୁ ୟିବି। ସଦାପ୍ରଭୁଙ୍କର ପ୍ରଶଂସା କର ! |
Psalms 116:7 Oriya Language Bible Words basic statistical display
COMING SOON ...