1
|
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ। |
2
|
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ। |
3
|
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ। |
4
|
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ୟାଅ। ସାହାୟ୍ଯ ପାଇଁ ସର୍ବଦା ତାଙ୍କ ପାଖକୁ ୟାଅ। |
5
|
ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ। |
6
|
ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି। |
7
|
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ସେ ସମୁଦାଯ ପୃଥିବୀରେ ଶାସନ କରନ୍ତି। |
8
|
ସେ ଚିରଦିନ ଚୁକ୍ତି ମନେ ରଖନ୍ତି। ଏକ ହଜାର ବଂଶଧର ପର୍ୟ୍ଯନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି। |
9
|
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ। |
10
|
ପରମେଶ୍ବର ଏହି ନିଯମ ୟାକୁବ ପାଇଁ ତିଆରି କରିଥିଲେ। ପରମେଶ୍ବର ଇଶ୍ରାୟେଲ ସହିତ କରିଥିବା ନିଯମ ସବୁଦିନ ପାଇଁ ଦୃଢ଼ ରହିବ। |
11
|
ପରମେଶ୍ବର କହିଲେ, "ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦବୋ ଏବଂ ସହେି ଭୂମି ତୁମ୍ଭର ହବେ।" |
12
|
ଯେତବେେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତବେେଳେ ପରମେଶ୍ବର ସହେି ପ୍ରତିଜ୍ଞା କରିଥିଲେ। ପୁଣି ସମାନେେ ସହେି ଦେଶରେ ପ୍ରବାସୀ ପରି ରହୁଥିଲେ। |
13
|
ସମାନେେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ଯରୁ ଅନ୍ୟ ରାଜ୍ଯକୁ ଭ୍ରମଣ କରୁଥିଲେ। |
14
|
କିନ୍ତୁ ପରମେଶ୍ବର, ସମାନଙ୍କେର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ଯକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସମାନଙ୍କେର କ୍ଷତି ନ କରିବା ପାଇଁ କହିଲେ। |
15
|
ପରମେଶ୍ବର କହିଲେ, "ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।" |
16
|
ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ। |
17
|
ସଦାପ୍ରଭୁ ସମାନଙ୍କେ ଆଗରେ ୟୋଷଫେ ନାମକ ଏକ ବ୍ଯକ୍ତିକୁ ମିଶରକୁ ପଠାଇଥିଲେ। ୟୋଷଫେ ଦାସପରି ବିକ୍ରୀ ହାଇେଥିଲା। |
18
|
ସମାନେେ ୟୋଷଫଙ୍କେର ପାଦରେ ବଡ଼େି ପକାଇଲେ। ସମାନେେ ଏକ ଲୁହାର କଡ଼ା ତା'ର ବକରେେ ପକାଇଲେ। |
19
|
ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା। |
20
|
ତଣେୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ। ତଣେୁ ସହେି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ। |
21
|
ସେ ୟୋଷଫେକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ। ରାଜାଙ୍କର ପ୍ରେତ୍ୟକକ ଜିନିଷର ଭାର ୟୋଷଫେ ନଲେେ। |
22
|
ୟୋଷଫେ ଅନ୍ୟ କାର୍ୟ୍ଯକାରୀତାମାନଙ୍କୁ ନିର୍ଦ୍ଦଶେ ଦେଲେ, ୟପରେି ସେ ମଲେ। ୟୋଷଫେ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ। |
23
|
ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା। |
24
|
ସେ ତାଙ୍କର ଲୋକ ସଂଖ୍ଯା ବଢ଼ାଇଲେ। ସମାନେେ ସମାନଙ୍କେର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ। |
25
|
ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ। |
26
|
ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ। |
27
|
ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ। |
28
|
ପରମେଶ୍ବର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ, କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ। |
29
|
ସେ ସମାନଙ୍କେର ଜଳକୁ ରକ୍ତ କଲେ ଓ ସମାନଙ୍କେର ମାଛସବୁ ମରିଗଲେ। |
30
|
ସମାନଙ୍କେର ଦେଶ ଏବଂ ସମାନଙ୍କେର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା। |
31
|
ପରମେଶ୍ବର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହାଇଗେଲେ। |
32
|
ପରମେଶ୍ବର ସମାନଙ୍କେୁ ବାର୍ତ୍ତା ବଦଳରେ କୁଆପଥର ବୃଷ୍ଟି କରାଇଲେ ଏବଂ ଦେଶର ଚାରିଆଡ଼େ ବିଜୁଳିର ଅଗ୍ନି ବ୍ଯାପିଗଲା। |
33
|
ପରମେଶ୍ବର ସମାନଙ୍କେର ଦ୍ରାକ୍ଷାଲତା ଓ ଡ଼ିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ ଏବଂ ସମାନଙ୍କେ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ। |
34
|
ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ। |
35
|
ପଙ୍ଗପାଳ ଓ ପତଙ୍ଗ ସମାନଙ୍କେ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ। ସମାନେେ କ୍ଷତରେୁ ଶସ୍ଯସବୁ ଖାଇ ପକାଇଲେ। |
36
|
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ। |
37
|
ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ। |
38
|
ଇଶ୍ରାୟେଲ ଲୋକମାନେ ଚାଲିୟିବାର ଦେଖି ମିଶରୀଯମାନେ ଖୁସି ହେଲେ। କାରଣ ସମାନେେ ପରମେଶ୍ବରଙ୍କର ଲୋକମାନଙ୍କୁ ଭୟ କରୁଥିଲେ। |
39
|
ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ। |
40
|
ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ। |
41
|
ପରମେଶ୍ବର ଶୈଳକୁ ଫଟାନ୍ତେ ଜଳଷୋର୍ତ ବହିବା ଆରମ୍ଭ ହେଲା। ତାହା ଶୁଷ୍କ ଭୂମିରେ ନଦୀତୁଲ୍ଯ ପ୍ରବାହିତ ହେଲା। |
42
|
ପରମେଶ୍ବର ଆପଣା ପବିତ୍ର ବାକ୍ଯ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ। |
43
|
ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ। |
44
|
ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ। |
45
|
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର ! |
Psalms 105:31 Oriya Language Bible Words basic statistical display
COMING SOON ...