1
|
ହେ ପରମେଶ୍ବର, ମାହେର ଅଭିଯୋଗ ଶୁଣ। ମାେ ଶତ୍ରୁମାନେ ମାେତେ ଭୟଭୀତ କରିଛନ୍ତି। ସମାନଙ୍କେଠାରୁ ମାରେ ଜୀବନ ରକ୍ଷା କର। |
2
|
ମାେ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ, ମାେତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମାେତେ ଲୁଚାଇ ରଖ। |
3
|
ସମାନେେ ସମାନଙ୍କେର ଜିହ୍ବାକୁ କ୍ଷୁରପରି ଶାଣିତ କରନ୍ତି, ସମାନେେ ସମାନଙ୍କେର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ଯ ନିକ୍ଷପେ କରନ୍ତି। |
4
|
ହଠାତ୍ ଭାବରେ ସମାନଙ୍କେର ଲୁଚିବା ସ୍ଥାନରୁ ସମାନେେ ସମାନଙ୍କେର ତୀରଗୁଡ଼ିକ ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷପେ କରନ୍ତି। |
5
|
ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, "କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।" |
6
|
କହେି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। କିଏ ଦୋଷକୁ ଅନୁସନ୍ଧାନ କରିବ ? ଆମ୍ଭମାନଙ୍କର ସଂପୂର୍ଣ୍ଣ ଯୋଜନା ଅଛି। ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ। |
7
|
କିନ୍ତୁ ହଠାତ୍ ଭାବରେ ପରମେଶ୍ବର ତାଙ୍କର "ତୀର" ନିକ୍ଷପେ କରିବେ ଏବଂ ଦୁଷ୍ଟମାନେ ଆଘାତ ହବେେ। |
8
|
ସମାନଙ୍କେ ନିଜ ଜିହ୍ବା ସମାନଙ୍କେୁ ଧ୍ବଂସର ବିଷଯ ଆଣିବ। ସମାନଙ୍କେୁ ୟିଏ ଦେଖିବେ ସମାନେେ ଦୁଃଖରେ ମୁଣ୍ଡ ହଲାଇବେ। |
9
|
ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ। |
10
|
ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସବୋରେ ଆନନ୍ଦ କରିବେ। ସମାନେେ ତାହାଙ୍କର ଶରଣାଗତ ହବେେ। ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପାଳନ କରିବେ। |
Psalms 64:8 Oriya Language Bible Words basic statistical display
COMING SOON ...