1
|
ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ। |
2
|
ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର। |
3
|
ମୁଁ ସବୁବେଳେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି। ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ। |
4
|
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ। କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ। |
5
|
ମୁଁ ସହେି କୁକର୍ମୀମାନଙ୍କୁ ଘୃଣା କରେ। ମୁଁ ସହେି ଦୁଷ୍ଟମାନଙ୍କ ସଙ୍ଗରେ କବେେ ହେଲେ ହାତ ମିଳାଏ ନାହିଁ। |
6
|
ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି। |
7
|
ହେ ସଦାପ୍ରଭୁ, ମୁଁ ମାରେ ନିର୍ଦ୍ ଦୋଷତା ପ୍ରମାଣ ପାଇଁ ମାରେ ହାତ ପ୍ରକ୍ଷାଳନ କରେ, ତଣେୁ ତୁମ୍ଭର ୟଜ୍ଞବଦେୀ ନିକଟକୁ ଆସିପାରେ। |
8
|
ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ। |
9
|
ହେ ସଦାପ୍ରଭୁ, ମାେତେ ସହେି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମାେତେ ସହେି ହତ୍ଯାକାରୀମାନଙ୍କ ସହିତ ମାର ନାହିଁ। |
10
|
ସହେି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି। ସମାନେେ ଲାଞ୍ଚ ନଇେ ଖରାପ କାର୍ୟ୍ଯ କରିଥାଇ ପାରନ୍ତି। |
11
|
କିନ୍ତୁ ମୁଁ ନିର୍ଦ୍ ଦୋଷ ଅଟେ। ତଣେୁ ହେ ପରମେଶ୍ବର ମାେ ପ୍ରତି ସଦଯ ହାଇେ ମାେତେ ଉଦ୍ଧାର କର। |
12
|
ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି। |
Psalms 26:10 Oriya Language Bible Words basic statistical display
COMING SOON ...