1
|
ହେ ସଦାପ୍ରଭୁ, ମାେତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ବାସୀ ଲୋକର ହ୍ରାସ ହେଉଛି। |
2
|
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି। |
3
|
ସଦାପ୍ରଭୁ ସମାନଙ୍କେର ଓଷ୍ଠ ବନ୍ଦ କରିବେ, ୟିଏ ମିଥ୍ଯା ବାକ୍ଯ ଉଚ୍ଚାରଣ କରେ। ସଦାପ୍ରଭୁ ସମାନଙ୍କେର ଜିହ୍ବା ବନ୍ଦ କରିବେ, ୟିଏ ଗର୍ବର କାହାଣୀ ପ୍ରକାଶ କରେ। |
4
|
ସହେି ଲୋକମାନେ କହନ୍ତି, "ଆମ୍ଭମାନେେ ଏହିପରି ମିଥ୍ଯା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ଯ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ। ୟାହାଫଳରେ କହେି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।" |
5
|
କିନ୍ତୁ ସଦାପ୍ରଭୁ କହନ୍ତି, "ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।" |
6
|
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ। |
7
|
ହେ ସଦାପ୍ରଭୁ, ସହେି ଅସହାୟ ଲୋକମାନଙ୍କର ଯତ୍ନ ନିଅ। ସମାନଙ୍କେୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର। |
8
|
ସହେି ଦୁଷ୍ଟ ଲୋକମାନେ ୟଦିଓ ପ୍ରାଧାନ୍ଯ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସମାନେେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ଯ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ। |
Psalms 12:2 Oriya Language Bible Words basic statistical display
COMING SOON ...