1
|
ଅବ୍ରହାମ ପୁନ୍ନରାଯ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା। |
2
|
କଟୂରା ସିମ୍ରଣ, ୟକ୍ଷନ୍, ମଦାନ୍, ମିଦିଯନ, ୟିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦଲୋ। |
3
|
ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ। |
4
|
ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ। |
5
|
ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀ ପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ। |
6
|
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ। |
7
|
ଅବ୍ରହାମ 17 5 ବର୍ଷ ବଞ୍ଚିଲେ। |
8
|
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। |
9
|
ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଯଲେ ମମ୍ରିର ନିକଟରେ ହତେୀଯ ସହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପଲୋ ନାମକ ଗୁହା ରେ ତାହାଙ୍କୁ କବର ଦେଲେ। |
10
|
ଯେ ହତେୁ ଅବ୍ରହାମ ହତେୀଯ ସନ୍ତାନମାନଙ୍କ ନିକଟରୁ ସହେି କ୍ଷେତ୍ର କ୍ରଯ କରିଥିଲେ। ସହେି ସ୍ଥାନ ରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। |
11
|
ଅବ୍ରହାମଙ୍କ ମୃତ୍ଯୁପରେ ପରମେଶ୍ବର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇସ୍ହାକ ବରେ-ଲହଯରୋଯୀ ନାମକ ସ୍ଥାନ ରେ ବସତି କଲେ। |
12
|
ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ। |
13
|
ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍। |
15
|
ହଦଦ୍, ତମାେ, ୟିଟୁର ଓ ନାଫୀଶ୍ ଓ କଦମାେ। |
16
|
ଏହି ସମସ୍ତେ ଇଶ୍ମାଯଲରେ ସନ୍ତାନ, ସମାନଙ୍କେର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ସହେି ବାରଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ। |
17
|
ଇଶ୍ମାଯଲରେ ଆଯୁ 13 7 ବର୍ଷ ବଞ୍ଚିଲେ। ଏହାପରେ ସେ ପ୍ରାଣ ତ୍ଯାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। |
18
|
ଏହାପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖ ରେ ଶୂରକୁ ଅଶ୍ବରିଯା ଦିଗ ରେ ବସତି କଲେ। ସମାନେେ ନିଜ ନିଜ ପାଖ ରେ ବାସ କଲେ ଏବଂ ଇଶ୍ମାଯଲେ ଆପଣଙ୍କର ବଂଶଧରମାନେ ଭାଇମାନଙ୍କ ସମ୍ମୁଖ ରେ ବସତି କଲେ। |
19
|
ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ। |
20
|
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ। |
21
|
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା। |
22
|
ଯେ ଦବେଳେେ ରିବିକା ଗର୍ଭବତୀ ହେଲା, ନିଜ ନିଜ ଭିତ ରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, "ମାେ ପ୍ରତି ଏପରି କାହିଁକି ଘଟିଲା?" |
23
|
ସଦାପ୍ରଭୁ ତାହାଙ୍କୁ କହିଲେ, "ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।" |
24
|
ଉପୟୁକ୍ତ ସମୟରେ ରିବିକା ଜାଆଁଳା ପୁତ୍ର ଜନ୍ମ ଦେଲେ। |
25
|
ଜେଷ୍ଠ ବାରାହି ଆସିଲା ରକ୍ତବର୍ଣ୍ଣ ଦଖାଯାେଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା। |
26
|
ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ। |
27
|
ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା। |
28
|
ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ। |
29
|
ସହେି ସମୟରେ ଏଷୌ ବହୁତ କ୍ଲାନ୍ତ ହାଇେ କ୍ଷେତ୍ରରୁ ଆସିଲା। |
30
|
ତହୁଁ ସେ ଯାକୁବକୁ କହିଲା, "ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।" |
31
|
କିନ୍ତୁ ଯାକୁବ କହିଲା, "ଆଜି ତୁମ୍ଭେ ମତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରଯ କର।" |
32
|
ଏଷୌ ଉତ୍ତର ଦଲୋ, " ଦେଖ ମୁଁ ମଲା ପରି, ଜ୍ଯଷ୍ଠୋଧିକାର ରେ ମାରେ କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦବେି।" |
33
|
କିନ୍ତୁ ଯାକୁବ କହିଲା, "ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର।" ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ। |
34
|
ଏହାପରେ ଯାକୁବ ଏଷୌକୁ ରୋଟି ଏବଂ ମସୁରଡ଼ାଲି ରାନ୍ଧି ଖାଇବାକୁ ଦଲୋ ଓ ସେ ସ୍ଥାନ ପରିତ୍ଯାଗ କଲା। ଏହିପରି ଏଷୌ ନିଜର ଜେଷ୍ଠ ଭ୍ରାତାର ଅଧିକାର ବିଷଯ ରେ ପୁନର୍ବାର ଭାବିଲା ନାହିଁ। |
Genesis 25:19 Oriya Language Bible Words basic statistical display
COMING SOON ...