1
|
କିଛି ଦିନପରେ ମିସ୍ରୀଯ ରାଜାଙ୍କର ପାନପତ୍ର ବାହକ ଓ ସୂପକାର ଆପଣାମାନଙ୍କର ମୂନିବ ମିଶ୍ରୀଯ ରାଜାଙ୍କୁ ଅସନ୍ତୁଷ୍ଟ କଲେ। |
2
|
ତହିଁରେ ଫା ରେ ଏଇ ଦୁଇଟି ସବେକଙ୍କ ପ୍ରତି କୋର୍ଧିତ ଥିଲେ, ରାଜାଙ୍କର ମୂଖ୍ଯ ପାନପାତ୍ର ବାହାକ ଓ ମୁଖ୍ଯ ସୂପକାର। |
3
|
ରକ୍ଷକ ସୈନ୍ଯାଧିପତିର ଯେଉଁ ବନ୍ଦୀ ଗୃହ ରେ ଯୋଷଫେ ବନ୍ଦୀ ଥିଲେ। ସହେିଠା ରେ ସମାନଙ୍କେୁ ବନ୍ଦୀ କରି ରଖିଲେ। |
4
|
ଯେତବେେଳେ ପ୍ରହରୀମାନଙ୍କର ଅଧିନାଯକ ଯୋଷଫଙ୍କେୁ ତତ୍ତ୍ବାବଧାନ ରେ ରଖିଲେ, ଯୋଷଫେ ସମାନଙ୍କେର ତତ୍ତ୍ବାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକା ରେ ସମାନେେ ବହୁଦିନ କାରାଗାର ରେ ରହିଲେ। |
5
|
ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା। |
6
|
ଯୋଷଫେ ପ୍ରଭାତ ରେ ଦାଙ୍କ ନିକଟକୁ ଯାନ୍ତେ, ଯୋଷଫେ ଦେଖିଲେ ସହେି ଦୁଇ ବନ୍ଦୀ ଭାରି ବ୍ଯସ୍ତ ଅଛନ୍ତି। |
7
|
ଯେଉଁମାନେ କାରାଗାର ରେ ଥିଲେ, ଯୋଷଫେ ଫାରୋଙ୍କର ସବେକମାନଙ୍କୁ ପଚାରିଲେ, "ତୁମ୍ଭମାନେେ କାହିଁକି ଆଜି ଭାରି ଚିନ୍ତିତ ଦଖାଯାେଉଛ?" |
8
|
ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, "ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।" |
9
|
ତେଣୁ ରାଜାଙ୍କର ମୁଖ୍ଯ ପାନପାତ୍ର ବାହକ ଯୋଷଫଙ୍କେୁ ତାଙ୍କର ସ୍ବପ୍ନ ବିଷଯ ରେ କହିଲା, " ଦେଖ ଗୋଟିଏ ଦ୍ରାକ୍ଷାଲତା ମାେ ସମ୍ମୁଖ ରେ ଥିଲା। |
10
|
ସହେି ଦ୍ରୀକ୍ଷାଲତା ରେ ଦିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡା ରେ ପନ୍େଥା ପନ୍େଥା ଅଙ୍ଗୁର ପାଚିଲା। |
11
|
ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।" |
12
|
ତହିଁରେ ଯୋଷଫେ ତାଙ୍କୁ କହିଲେ, "ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ। |
13
|
ଦିନିଦିନ ମଧିଅରେ ଫାରୋ ତୁମ୍ଭର ସମ୍ତକ ଉଠାଇ ତୁମ୍ଭକୁ ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ ଦବେେ। ତହି ରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହାଇେ ପୁନ୍ନର୍ବର ଫାରୋଙ୍କ ହସ୍ତ ରେ ପାନପାତ୍ର ଦବେ। |
14
|
କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ। |
15
|
କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।" |
16
|
ପ୍ରଧାନ ରୋଟୀ ବନଇବୋ ବ୍ଯକ୍ତି ଦେଖିଲା ଅନ୍ୟ ଭୃତ୍ଯର ସ୍ବପ୍ନର ଉତ୍ତର ଅର୍ଥ ଥିଲା। ତେଣୁ ସୂପକାର ଯୋଷଫେକୁ କହିଲା, "ମୁଁ ମଧ୍ଯ ଏକ ସ୍ବପ୍ନ ଦେଖିଲି। ମାରେ ସ୍ବପ୍ନ ରେ ମାେ ମସ୍ତକ ଉପରେ ତିନୋଟି ଶୀଷା ଡ଼ାଲା ଥିଲା। |
17
|
ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।" |
18
|
ଯୋଷଫେ ଉତ୍ତର କଲେ, "ଏହି ତିନି ଡ଼ାଲାର ଅର୍ଥ ତିନିଦିନ। |
19
|
ତିନିଦିନ ମଧିଅରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।" |
20
|
ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। |
21
|
ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ। |
22
|
ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷ ରେ ଟଙ୍ଗାଇଲେ। |
23
|
ତଥାପି ପ୍ରଧାନ ପାନପାତ୍ର ବାହକ ଯୋଷଫଙ୍କେୁ ସ୍ମରଣ କଲା ନାହିଁ। ସେ ଯୋଷଫଙ୍କେ କଥା ଭୁଲି ୟାଇଥିଲା। |
Genesis 40:3 Oriya Language Bible Words basic statistical display
COMING SOON ...