1 |
ORV
:
ଏହାପରେ ଶୂହୀଯ ବିଲ୍ଦଦ୍ ଉତ୍ତର କରି କହିଲା,
KJV
:
Then answered Bildad the Shuhite, and said,
YLT
:
And Bildad the Shuhite answereth and saith: --
|
---|
2 |
ORV
:
"ପରମେଶ୍ବର ରାଜ୍ଯ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ବର୍ଗ ରାଜ୍ଯ ରେ ଶାନ୍ତି ସ୍ଥାପନ କରନ୍ତି।
KJV
:
Dominion and fear [are] with him, he maketh peace in his high places.
YLT
:
The rule and fear [are] with Him, Making peace in His high places.
|
---|
3 |
ORV
:
କହେି ବ୍ଯକ୍ତି ତାଙ୍କର ତାରାଗଣର ସଂଖ୍ଯା ଗଣନା କରିପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ୟ୍ଯକିରଣ ପ୍ରଦାନ କରନ୍ତି।
KJV
:
Is there any number of his armies? and upon whom doth not his light arise?
YLT
:
Is their [any] number to His troops? And on whom ariseth not His light?
|
---|
4 |
ORV
:
ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।
KJV
:
How then can man be justified with God? or how can he be clean [that is] born of a woman?
YLT
:
And what? is man righteous with God? And what? is he pure -- born of a woman?
|
---|
5 |
ORV
:
ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।
KJV
:
Behold even to the moon, and it shineth not; yea, the stars are not pure in his sight.
YLT
:
Lo -- unto the moon, and it shineth not, And stars have not been pure in His eyes.
|
---|
6 |
ORV
:
ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।"
KJV
:
How much less man, [that is] a worm? and the son of man, [which is] a worm?
YLT
:
How much less man -- a grub, And the son of man -- a worm!
|
---|