Indian Language Bible Word Collections
1 Chronicles 1:13
1 Chronicles Chapters
1 Chronicles 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 1 Verses
4
|
ନୋହ, ଶେମ, ହାମ ଓ ଯେଫତ୍ । |
5
|
ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍, |
6
|
ପୁଣି, ଗୋମରର ସନ୍ତାନ ଅସ୍କିନସ୍ ଓ ଦୀଫତ୍ ଓ ତୋଗର୍ମ । |
7
|
ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍। |
8
|
ହାମର ସନ୍ତାନ କୂଶ୍ ଓ ମିସର, ପୂଟ୍ ଓ କିଣାନ । |
9
|
ପୁଣି, କୂଶ୍ର ସନ୍ତାନ ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା । ରୟମାର ସନ୍ତାନ ଶିବା ଓ ଦଦାନ୍ । |
10
|
ଆଉ, କୂଶ୍ ନିମ୍ରୋଦକୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା । |
11
|
ମିସର ଲୂଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ |
12
|
ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା । |
13
|
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା; |
14
|
ପୁଣି, ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ |
15
|
ଓ ହିବ୍ବୀୟ ଓ ଅର୍କୀୟ ଓ ସୀନୀୟ |
16
|
ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା । |
17
|
ଶେମର ସନ୍ତାନଗଣ; ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ ଓ ଊସ୍ ଓ ହୂଲ ଓ ଗେଥର ଓ ମେଶକ୍ । |
18
|
ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା । |
19
|
ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍ । |
20
|
ପୁଣି, ଯକ୍ତନ୍ ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ |
21
|
ଓ ହଦୋରାମ ଓ ଉସଲ ଓ ଦିକ୍ଲା |
22
|
ଓ ଓବଲ ଓ ଅବୀମାୟେଲ ଓ ଶିବା |
23
|
ଓ ଓଫୀର ଓ ହବୀଲା ଓ ଯୋବବକୁ ଜାତ କଲା । ଏମାନେ ଯକ୍ତନର ସନ୍ତାନ । |
27
|
ଅବ୍ରାମ୍, ଅର୍ଥାତ୍ ଅବ୍ରହାମ । |
28
|
ଅବ୍ରହାମଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଏଲ । |
29
|
ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା; |
30
|
ହଦଦ୍ ଓ ତେମା, ଯିଟୂର, ନାଫୀଶ୍ ଓ କେଦମା; |
31
|
ଏମାନେ ଇଶ୍ମାଏଲର ସନ୍ତାନ । |
32
|
ଅବ୍ରହାମଙ୍କର ଉପପନିୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍ ଓ ଯକ୍ଷନ୍ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ୍ ଓ ଶୂହକୁ ଜାତ କଲା । ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ୍ । |
33
|
ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ । |
34
|
ପୁଣି ଅବ୍ରହାମ ଇସ୍ହାକକୁ ଜାତ କଲେ । ସେହି ଇସ୍ହାକର ପୁତ୍ର ଏଷୌ ଓ ଇସ୍ରାଏଲ । |
35
|
ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯୀୟସ୍ ଓ ଯାଲମ୍ ଓ କୋରହ । |
36
|
ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ । |
37
|
ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା । |
38
|
ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍ । |
39
|
ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା । |
40
|
ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍ । ଆଉ ସିବୀୟୋନର ପୁତ୍ର ଅୟା ଓ ଅନା । |
41
|
ଅନାର ପୁତ୍ର ଦିଶୋନ୍ । ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ । |
42
|
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍ । ଦୀଶନର ପୁତ୍ର ଊସ୍ ଓ ଅରାଣ । |
43
|
ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ଵ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ଵ କରିଥିଲେ; ବୀୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା । |
44
|
ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ । |
45
|
ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ । |
46
|
ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା । |
47
|
ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ । |
48
|
ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ । |
49
|
ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ । |
50
|
ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ । |
51
|
ଅନନ୍ତର ହଦଦ୍ ମଲେ । ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍, |
52
|
ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍; |
53
|
ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍; |
54
|
ରାଜା ମଗ୍ଦୀୟେଲ, ରାଜା ଈରମ୍ । ଏମାନେ ଇଦୋମର ରାଜା ଥିଲେ । |