1
|
ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ। |
2
|
ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି। |
3
|
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି। |
4
|
ୟୁବକର ପୁତ୍ରଗଣ ଏକ ସୈନ୍ଯର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ। |
5
|
ସହେି ବ୍ଯକ୍ତି ଭାଗ୍ଯବାନ, ଯେଉଁ ବ୍ଯକ୍ତିର କବେବେି ପରାସ୍ତ ହବେ ନାହିଁ, ଯେତବେେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି। ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ, ସେ ହେଉଛି ଭାଗ୍ଯବାନ୍। |
Psalms 127:1 Oriya Language Bible Words basic statistical display
COMING SOON ...