Bible Languages

Indian Language Bible Word Collections

Bible Versions

Books

Joshua Chapters

Joshua 9 Verses

Bible Versions

Books

Joshua Chapters

Joshua 9 Verses

1 ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।
2 ସମାନେେ ୟିହୋଶୂଯ ଓ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ, ଏକତ୍ରୀତ ହେଲେ ଓ ସୈନ୍ଯବାହୀନି ରେ ଯୋଗ ଦେଲେ।
3 ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।
4 ତା'ପରେ ସମାନେେ କପଟଭାବରେ କାର୍ୟ୍ଯ କଲେ। ସମାନେେ ପକ୍ସ୍ଟରକ୍ସ୍ଟଣା ଅଖା ଓ ତାଳିପକା ଦ୍ରାକ୍ଷାକକ୍ସ୍ଟଐା ଗଧ ଉପରେ ନଦିଲେ।
5 ସମାନେେ ମଧ୍ଯ ପାଦ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଜୋତା ଓ ଦହେ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଲକ୍ସ୍ଟଗା ପିନ୍ଧିଲେ। ସମାନେେ ଶକ୍ସ୍ଟଖିଲା ଓ ଫିଐା ରୋଟୀ ଗଧ ଉପରେ ନଦିଲେ।
6 ଏହିପରି ଭାବରେ ସମାନେେ ଗିଲ୍ଗଲ୍ ନିକଟସ୍ଥ
7 ତେଣୁ ଇଶ୍ରାୟେଲୀୟ ଲୋକମାନେ ହିଦ୍ଦୀଯ ଲୋକମାନଙ୍କୁ କହିଲେ, "କଜାେଣି ତୁମ୍ଭମାନେେ ଆମ୍ଭମାନଙ୍କ ମଧିଅରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିଯମ କରିପାରିବକ୍ସ୍ଟ ନାହିଁ। ଯେପର୍ୟ୍ଯନ୍ତ ଆମ୍ଭେ ନ ଜାଣିଛକ୍ସ୍ଟ ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ।"
8 ଏଥି ରେ ହିଦ୍ଦୀଯମାନେ ଉତ୍ତର ଦଇେ କହିଲେ, "ଆମ୍ଭେ ତୁମ୍ଭମାନଙ୍କର ଦାସ।"
9 ଲକମାନେେ ଉତ୍ତର ଦେଲେ, "ଆମ୍ଭମାନେେ ତୁମ୍ଭର ସବେକଗଣ। ଆମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଦେଶରକ୍ସ୍ଟ ଆସିଅଛକ୍ସ୍ଟ। ଆମ୍ଭମାନେେ ଆସିଲକ୍ସ୍ଟ କାରଣ, ଆମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଆଶ୍ଚର୍ୟ୍ଯ କାର୍ୟ୍ଯମାନ ବିଷଯ ରେ ଶକ୍ସ୍ଟଣିଲକ୍ସ୍ଟ। ସେ କିପରି ମିଶର ରେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲେ ତାହା ଆମ୍ଭେ ୟାଣିବାକକ୍ସ୍ଟ ପାଇଲକ୍ସ୍ଟ।
10 ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।
11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶ ରେ ଲୋକମାନେ କହିଲେ, 'ତୁମ୍ଭମାନଙ୍କର ୟାତ୍ରାପାଇଁ ପ୍ରଚକ୍ସ୍ଟର ଖାଦ୍ୟ ନଇେ ୟାଅ ଏବଂ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ସାକ୍ଷାତ କର। ତାଙ୍କୁ କକ୍ସ୍ଟହ, "ଆମ୍ଭମାନେେ ତୁମ୍ଭର ଦାସ, ତେଣୁ ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚକ୍ସ୍ଟକ୍ତି କର।"'
12 " ଦେଖ ଆମ୍ଭେ ଘରକ୍ସ୍ଟ ଆସିଲା ବେଳେ ଆଣିଥିବା ତଟକା ରୋଟୀ କିପରି ଶକ୍ସ୍ଟଖି ଫିଐି ମାରି ଗଲାଣି।
13 ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।"
14 ତେଣୁ ସମାନେେ ସମାନଙ୍କେର ଖାଦ୍ୟ ନମକ୍ସ୍ଟନାକକ୍ସ୍ଟ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସମାନେେ ସଦାପ୍ରଭୁଙ୍କର ଅନକ୍ସ୍ଟମତି ଲୋଡି ନଥିଲେ।
15 ଯିହାଶୂେୟ ଶାନ୍ତିଚକ୍ସ୍ଟକ୍ତି ପାଇଁ ରାଜି ହାଇଗେଲେ। ସେ ସମାନଙ୍କେୁ ଜୀବିତ ରଖିବାକକ୍ସ୍ଟ ରାଜି ହେଲେ। ତେଣୁ ଇଶ୍ରାୟେଲର ନତେୃବର୍ଗଗଣ ସମାନଙ୍କେ ନିକଟରେ ଶପଥ କଲେ।
16 ସମାନେେ ତିନିଦିନ ପରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ, ଇଶ୍ରାୟେଲର ଲୋକମାନେ ହୃଦଯଙ୍ଗମ କଲେ ଯେ, ସମାନେେ ଇଶ୍ରାୟେଲ ଛାଉଣୀ ନିକଟରେ ବାସ କରୁଛନ୍ତି।
17 ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।
18 କିନ୍ତୁ ଇଶ୍ରାୟେଲର ସୈନ୍ଯମାନେ ସହେିସବୁ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇଶ୍ରାୟେଲର ନତେୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗ ରେ ଶପଥ କରିଥିଲେ
19 କିନ୍ତୁ ଅଧିପତିଗଣ କହିଲେ, "ଆମ୍ଭମାନେେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଆଗ ରେ ଶପଥ କରିଅଛକ୍ସ୍ଟ। ତେଣୁ ଏବେ ସମାନଙ୍କେର କ୍ଷତି କରିପାରିବକ୍ସ୍ଟ ନାହିଁ।
20 ଆମ୍ଭମାନେେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସମାନଙ୍କେୁ ଜୀବିତ ରଖିବା, ଆମ୍ଭମାନେେ ଏହି ଲୋକମାନଙ୍କ ସହିତ ଚକ୍ସ୍ଟକ୍ତି କରିଅଛକ୍ସ୍ଟ ଏବଂ ଯଦି ଆମ୍ଭେ ଏହାକକ୍ସ୍ଟ ଭଂଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ।
21 ତେଣୁ ସମାନଙ୍କେୁ ଜୀବିତ ଛାଡି ଦିଅ। କିନ୍ତୁ ସମାନେେ ଆମ୍ଭର ସବେକଗଣ ହବେେ। ସମାନଙ୍କେୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକକ୍ସ୍ଟ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତକ୍ସ୍ଟ।"ତେଣୁ ଅଧିପତିମାନେ ସମାନଙ୍କେର ଶପଥ ଭାଙ୍ଗିଲେ ନାହିଁ।
22 ଯିହାଶୂେୟ ଗିବିଯୋନୀଯମାନଙ୍କୁ ଡକାଇ କହିଲେ, "ତୁମ୍ଭମାନେେ ଆମ୍ଭକକ୍ସ୍ଟ କାହିଁକି ମିଛ କହିଲ? ଆମ୍ଭର ସନୋ ଛାଉଣୀ ନିକଟରେ ତୁମ୍ଭର ଦେଶ, କିନ୍ତୁ ତକ୍ସ୍ଟମ୍ଭମାନେ କହିଲ ଯେ, ତୁମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଆସିଅଛ।
23 ଏଥି ନିମନ୍ତେ ତୁମ୍ଭମାନେେ ଶାପଗ୍ରସ୍ତ ହେଲ। ତୁମ୍ଭମାନେେ ମାରେ ପରମେଶ୍ବରଙ୍କ ଗୃହର କାଠ କଟାଳି ଓ ଜଳ କଢାଳି ହାଇେ ସବୁଦିନ ପାଇଁ ରହିବ।"
24 ଗିବିଯୋନୀଯମାନେ ଉତ୍ତର ଦେଲେ, "ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।
25 ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।"
26 ତେଣୁ ଗିବିଯୋନମାନେ ସମାନଙ୍କେର କ୍ରିତଦାସ ହାଇେ ରହିଲେ। କିନ୍ତୁ ଯିହାଶୂେୟ ସମାନଙ୍କେୁ ଜୀବିତ ରଖିଲେ। ଯିହାଶୂେୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନକ୍ସ୍ଟମତି ଦଇେ ନଥିଲେ।
27 ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।

Joshua 9:10 Oriya Language Bible Words basic statistical display

COMING SOON ...

×

Alert

×