Bible Languages

Indian Language Bible Word Collections

Bible Versions

Books

1 Kings Chapters

1 Kings 4 Verses

Bible Versions

Books

1 Kings Chapters

1 Kings 4 Verses

1 ଏହିପରି ଶଲୋମନ ରାଜା ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ।
2 ଏହିମାନେ ଥିଲେ ତାଙ୍କର ଅଧିପତି ଯେ କି ତାଙ୍କୁ ରାଜ୍ଯ ଶାସନ ରେ ସାହାୟ୍ଯ କରୁଥିଲେ। ସମାନେେ ସାଦୋକର ପୁତ୍ର ଯାଜକ ଅସରିଯ ପୁତ୍ରଗଣ ଥିଲେ।
3 ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।
4 ୟିହୋଯାଦାର ପୁତ୍ର ବନାଯ ଥିଲା ସୈନ୍ଯ ବାହୀନିର ସନୋପତି
5 ନାଥନର ପୁତ୍ର ଅସରିଯ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ଯ ଥିଲା ଓ
6 ଅହୀଶାର୍ ରାଜାଙ୍କର ପ୍ରାସାଦର ଦାଯିତ୍ବ ରେ ଥିଲେ।
7 ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।
8 ଏଗୁଡିକ ହେଉଛି ବାରଜଣ ଦଶାେଧ୍ଯକ୍ଷଙ୍କ ନାମ:
9 ମାକସ୍, ଶାଲବୀମ୍, ବୈଥ୍-ଶମେଶ, ଓ ଏଲୋନ-ବୈଥାନନର ଶାସନକର୍ତ୍ତା ଥିଲେ, ବିନ୍ଦକରେ।
10 ଅରୁବୋତ ରେ ବିନ୍- ହଷେଦ୍; ସୋଖୋ ଓ ସମୁଦାଯ ହଫରେ ପ୍ରଦେଶ ତା'ର ଅଧୀନ ଥିଲା।
11 ସମୁଦାଯ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧିନ ଥିଲା। ସେ ଶଲୋମନଙ୍କର କ୍ଯା ଟାଫତକୁ ବିବାହ କରିଥିଲା।
12 ତାନକ୍ ଓ ମାଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ମହୋଲା ଓ ୟଗୂମିଯାମ ପାରି ପର୍ୟ୍ଯନ୍ତ ସର୍ତ୍ତନ ନିକଟବର୍ତ୍ତୀ ୟିଷ୍ରିଯଲେ ତଳେ ଥିବା ସମସ୍ତ ବୈଥ୍-ଶାନ ରେ ଅହୀଲୂଦର ପୁତ୍ର ବାନା ରାଜ୍ଯପାଳ ଥିଲେ।
13 ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।
14 ମହନଯିମ ରେ ଇଦ୍ଦୋର ପୁତ୍ର ଅହୀନାଦବ୍।
15 ନପ୍ତାଲି ରେ ଅହୀମାସ୍ ଶାସକ ଥିଲେ ୟିଏ କି ଶଲୋମନଙ୍କର କନ୍ଯା ବାସମତ୍କୁ ବିବାହ କରିଥିଲା।
16 ଆଶରେ ଓ ବାଲୋ ରେ ହୂଶଯର ପୁତ୍ର ବାନା।
17 ଇଷାଖର ରେ ପାରୁହର ପୁତ୍ର ଯିହାଶାଫେଟ୍ ଶାସକ ଥିଲେ।
18 ବିନ୍ଯାମୀନ ରେ ଏଲାର ପୁତ୍ର ଶିମିଯି ଶାସକ ଥିଲେ।
19 ଇମାରେୀୟମାନଙ୍କ ରାଜା ସୀହାନରେ ଓ ବାଶନର ରାଜା ଓଗର ଗିଲିଯଦ ଦେଶ ରେ ଊରିର ପୁତ୍ର ଗବରେ; ସେ ଦେଶ ରେ ସେ ଏକମାତ୍ର ଦଶାେଧ୍ଯକ୍ଷ ଥିଲା।
20 ଇଶ୍ରାୟେଲ ଓ ଯିହୁଦା ରେ ବହୁ ଲୋକ ଥିଲେ। ସମାନେେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅକଳନ ଥିଲେ। ମାତ୍ର ସମାନେେ ୟଥେଷ୍ଟ ଖାଦ୍ୟ ପାନୀଯ ସହିତ ସୁଖ ରେ କାଳାତିପାତ କରୁଥିଲେ।
21 ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।
22 ଶଲୋମନ ତାଙ୍କ ପାଇଁ ଓ ତାଙ୍କର ଲୋକମାନଙ୍କ ଯେଉଁମାନେ ମଜେ ରେ ଖାଇଲେ ସମାନଙ୍କେ ପାଇଁ ଏହି ପରିମାଣ ଖାଦ୍ୟଦ୍ରବ୍ଯ ଦରକାର କରୁଥିଲେ।
24 ଶଲୋମନ ତିପ୍ସହଠାରୁ ଘସା ପର୍ୟ୍ଯନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡିକ ଉପରେ ଶାସନ କଲେ। ତାଙ୍କ ରାଜ୍ଯର ଚତୁର୍ଦ୍ଦିଗର ସୀମା ରେ ଶାନ୍ତି ଥିଲା।
25 ଶଲୋମନଙ୍କ ରାଜତ୍ବ କାଳ ରେ ଦାନଠାରୁ ବରେଶବୋ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ମୂଳ ରେ ନିରାପଦ ରେ ଅବସ୍ଥାନ କରୁଥିଲେ।
26 ଶଲୋମନଙ୍କର ରଥଗୁଡିକ ନିମନ୍ତେ 4,000 ଅଶ୍ବଶାଳା ଓ 12,000 ଅଶ୍ବାରୋହୀ ଥିଲେ।
27 ପ୍ରତି ମାସ ସହେି ବାର ଜଣ ରାଜ୍ଯପାଳମାନଙ୍କ ମଧ୍ଯରୁ ଜଣେ ଶଲୋମନ ରାଜା ଦ୍ବାରା ନିୟୁକ୍ତି ହେଲେ। ରାଜାଙ୍କର ସହେିମାନଙ୍କ ପାଇଁ ଯେଉଁମାନେ ଖାଇବା ଟବେୁଲ୍ ରେ ଅଂଶ ନେଲେ, ସମାନଙ୍କେ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ। ସମାନେେ କିଛି ଊଣା ନକରି ନିର୍ଦ୍ଧିଷ୍ଟ ମାସ ପାଇଁ ଖାଦ୍ୟ ଯୋଗଇଲେ।
28 ସହେି ଶାସକଗଣ ସମାନଙ୍କେର କର୍ତ୍ତବ୍ଯ ଅନୁସାରେ ଦ୍ରୁତଗାମୀ ଅଶ୍ବଗୁଡିକୁ ବାର୍ଲି ଓ କୁଟା ଯୋଗଇଲେ। ଆଉ ମଧ୍ଯ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜ ନିରୂପିତ କର୍ମାନୁସା ରେ ଅଶ୍ବ ଦ୍ରୁତଗାମୀ ବାହନଗୁଡିକ ପାଇଁ ଅଧ୍ଯକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।
29 ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।
30 ପୂର୍ବ ଦେଶୀଯ ଓ ମିଶରୀଯ ଲୋକମାନଙ୍କ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ଥିଲା।
31 ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ସେ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାଯୀଯ ଏଥନ୍ ଓ ମାହୋଲର ପୁତ୍ର ହମେନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ୟଶ ସମସ୍ତ ଦେଶର ଗ୍ଭରିଆଡେ ବ୍ଯାପିଗଲା।
32 ତାଙ୍କ ଜୀବନ କାଳ ମଧିଅରେ ସେ 3,000 ନୀତିକଥା ଓ 1,005 ଗୀତ ରଚନା କଲେ।
33 ସେ ପ୍ରକୃତି ସମ୍ବନ୍ଧ ରେ ମଧ୍ଯ ବହୁକଥା ଜାଣିଲେ। ସେ ଲିବା ନୋନର ଏରସ ବୃକ୍ଷ ବିଷଯ ରେ ଓ ପ୍ରାଚୀର ରେ ଜନ୍ମିଥିବା ଏସୋବ ତୃଣ ବିଷଯ ରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉ ରୋଗାମୀ ପ୍ରାଣୀ ଓ ମତ୍ସ୍ଯମାନଙ୍କର ବିଷଯ ରେ ଶିକ୍ଷା ଦେଲେ।
34 ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷଯ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷଯ ରେ ଶୁଣିଲେ, ସମାନଙ୍କେର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସମାନଙ୍କେ ନିକଟରୁ ସର୍ବଦେଶୀଯ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।

1-Kings 4:21 Oriya Language Bible Words basic statistical display

COMING SOON ...

×

Alert

×