1 |
ORV
:
ମାରେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କଲେ। ଇଶ୍ରାୟେଲ, ଏହାକୁ ଆଉଥରେ କୁହ।
KJV
:
Many a time have they afflicted me from my youth, may Israel now say:
YLT
:
A Song of the Ascents. Often they distressed me from my youth, Pray, let Israel say:
|
---|
2 |
ORV
:
ମାେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କରିଛନ୍ତି। କିନ୍ତୁ ସମାନେେ କବେେ ମାେତେ ପରାସ୍ତ କରିପାରିଲେ ନାହିଁ।
KJV
:
Many a time have they afflicted me from my youth: yet they have not prevailed against me.
YLT
:
Often they distressed me from my youth, Yet they have not prevailed over me.
|
---|
3 |
ORV
:
ସମାନେେ ମାେ ପିଠିରେ ଗଭୀର କ୍ଷତ ହବୋ ପର୍ୟ୍ଯନ୍ତ ଆଘାତ କରନ୍ତି। ମାରେ ପିଠି ହଳ କରା ପଡ଼ିଆ ପରି ଜଣାଗଲା।
KJV
:
The plowers plowed upon my back: they made long their furrows.
YLT
:
Over my back have ploughers ploughed, They have made long their furrows.
|
---|
4 |
ORV
:
କିନ୍ତୁ ସଦାପ୍ରଭୁ ୟିଏ ୟାହା ଠିକ୍ କରନ୍ତି, ସହେି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
KJV
:
The LORD [is] righteous: he hath cut asunder the cords of the wicked.
YLT
:
Jehovah [is] righteous, He hath cut asunder cords of the wicked.
|
---|
5 |
ORV
:
ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
KJV
:
Let them all be confounded and turned back that hate Zion.
YLT
:
Confounded and turn backward do all hating Zion.
|
---|
6 |
ORV
:
ସମାନେେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ଯ ବଢ଼ିବା ପୂର୍ବରୁ ଶୁଖି ୟାଆନ୍ତୁ।
KJV
:
Let them be as the grass [upon] the housetops, which withereth afore it groweth up:
YLT
:
They are as grass of the roofs, That before it was drawn out withereth,
|
---|
7 |
ORV
:
ୟପରେି କଟାଳି ତା'ର ହଳୋପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
KJV
:
Wherewith the mower filleth not his hand; nor he that bindeth sheaves his bosom.
YLT
:
That hath not filled the hand of a reaper, And the bosom of a binder of sheaves.
|
---|
8 |
ORV
:
ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, "ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ।" କିଅବା "ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।"
KJV
:
Neither do they which go by say, The blessing of the LORD [be] upon you: we bless you in the name of the LORD.
YLT
:
And the passers by have not said, `The blessing of Jehovah [is] on you, We blessed you in the Name of Jehovah!`
RV
:
Neither do they which go by say, The blessing of the LORD be upon you; we bless you in the name of the LORD.
RSV
:
while those who pass by do not say, "The blessing of the LORD be upon you! We bless you in the name of the LORD!"
ASV
:
Neither do they that go by say, The blessing of Jehovah be upon you; We bless you in the name of Jehovah. Psalm 130 A Song of Ascents.
|
---|