1
|
ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ବନି ଶୁଣିଲି। ତାହା ସାତାଟେି ଦୂତଙ୍କୁ କହିଲା, "ଯାଅ, ପରମେଶ୍ବରଙ୍କ କୋର୍ଧ ରେ ପୂର୍ଣ୍ଣ ହାଇେଥିବା ସାତାଟେି ପାତ୍ରକୁ ପୃଥିବୀ ଉପରେ ଢ଼ାଳିଦିଅ।" |
2
|
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା। |
3
|
ଦ୍ବିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢ଼ାଳି ଦେଲେ। ସେଥି ରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହାଇଗେଲା। ସମୁଦ୍ର ରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ। |
4
|
ତୃତୀୟ ସ୍ବର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢ଼ାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହାଇଗେଲା। |
5
|
ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି : |
6
|
ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।" |
7
|
ମୁଁ ବଦେୀକୁ ଏହା କହିବାର ଶୁଣିଲି, |
8
|
ଏହାପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ୟ୍ଯଙ୍କ ଉପରେ ଢ଼ାଳିଲେ। ସେଥି ରେ ସୂର୍ୟ୍ଯକୁ, ମନୁଷ୍ଯମାନଙ୍କୁ ଅଗ୍ନି ରେ ପୋଡ଼ି ଦବୋର କ୍ଷମତା ଦିଆଗଲା। |
9
|
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ। |
10
|
ପଞ୍ଚମ ଦୂତ ତାହାଙ୍କ ପାତ୍ର ସହେି ପଶୁର ସିଂହାସନ ଉପରେ ଢ଼ାଳିଲେ। ଏହାଦ୍ବାରା ପଶୁର ରାଜ୍ଯ ରେ ଅନ୍ଧକାର ଘୋଟିଗଲା। ଲୋକମାନେ ୟନ୍ତ୍ରଣା ରେ ଜିଭ କାମୁଡ଼ିଲେ। |
11
|
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ। |
12
|
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା। |
13
|
ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ |
14
|
ସମାନେେ ଭୂତର ଆତ୍ମା ଓ ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି। |
15
|
" ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ। |
16
|
ସହେି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷା ରେ କୁହା ଯାଉଥିବା 'ହର୍ମିଗିଦ୍ଦୋନ୍' ନାମକ ସ୍ଥାନ ରେ ଏକାଠି କଲେ। |
17
|
ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାଯୁ ରେ ଢ଼ାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ବର ଆସିଲା। ସହେି ସ୍ବର କହିଲା, "ଏହା ସମାପ୍ତ ହେଲା।" |
18
|
ତା'ପରେ ସଠାେରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ଯ ଇତିହାସ ରେ କବେେ ହାଇେ ନ ଥିଲା। |
19
|
ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ। |
20
|
ପ୍ରେତ୍ୟକକ ଦ୍ବୀପ ଉଭଇେ ଗଲା ଓ ସଠାେରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ। |
21
|
ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା। |
Revelation 16:1 Urdu Language Bible Words basic statistical display
COMING SOON ...