1
|
ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ, |
2
|
"ଇଶ୍ରାୟେଲର ପୁରୁଷ ଲୋକମାନଙ୍କ ମଧ୍ଯରୁ ନିଜ ନିଜ ପିତୃଗୃହାନୁସା ରେ କୋଡିଏ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ସୈନ୍ଯ ଶ୍ ରଣେୀଭୁକ୍ତ କରିବାକୁ ଗଣନା କର।" |
3
|
ମାଶାେ ଓ ଇଲିଯାସର ଯାଜକ ଯିରିହାରେ ନିକଟସ୍ଥିତ ୟର୍ଦ୍ଦନ ସମୀପର ଇଶ୍ରାୟେଲର ଲୋକମାନଙ୍କୁ ମାଯାେବ ପଦା ରେ ଏହା କହିଲେ। |
4
|
" ସମାନେେ କହିଲେ, ଯେଉଁ ପୁରୁଷମାନେ କୋଡିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସହେି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମାଶାଙ୍କେୁ ଆଦେଶ କରିଥିଲେ, ଯେତବେେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।" |
5
|
ରୁବନେ ଇଶ୍ରାୟେଲ ପ୍ରଥମ ପୁତ୍ର। ରୁବନରେ ପୁତ୍ରଗଣ ଓ ଗୋଷ୍ଠୀଗୁଡିକ ହେଲ, ହାନୋକରୁ ହାନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ। |
6
|
ହିଷ୍ରୋଣଠାରୁ ହିଷ୍ରୋଣୀଯ ପରିବାର; କର୍ମ୍ମୀଠାରୁ କର୍ମ୍ମୀଯ ପରିବାର। |
7
|
ଏମାନେ ହେଲେ ରୁବନରେ ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ଯା ହେଲା 43 ,730 |
9
|
ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ। |
10
|
ସେତବେେଳେ ପୃଥିବୀ ସମାନଙ୍କେୁ ଓ କୋରହକୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହାପରେ ସମାନେେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କତେ ଚିହ୍ନ ସ୍ବରୂପ ଥିଲା। |
11
|
କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ। |
12
|
ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ। |
13
|
ସରହଠାରୁେ ସରହେୀଯ ଗୋଷ୍ଠୀ; ଶୌଲଠାରୁ ଶୌଲୀଯ ଗୋଷ୍ଠୀ, |
14
|
ଶିମିଯୋନୀଯ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 22,200 ଥିଲା। |
15
|
ଗାଦ ପରିବାରବର୍ଗର ଏହି ସନ୍ତାନଗଣ ହେଲେ: ସିଫୋନଠାରୁ ସିଫୋନୀଯ ଗୋଷ୍ଠୀ; ହଗିଠାରୁ ହଗୀଯ ଗୋଷ୍ଠୀ; ଶୂନିଠାରୁ ଶୂନୀଯ ଗୋଷ୍ଠୀ; |
16
|
ଓଷ୍ତିଠାରୁ ଉଷ୍ଟୀଯ ଗୋଷ୍ଠୀ; ଏରିଠାରୁ ଏରୀଯ ଗୋଷ୍ଠୀ। |
17
|
ଅରୋଦିଠାରୁ ଅରୋଦୀଯ ଗୋଷ୍ଠୀ; ଅ ରଲିଠାରୁେ ଅ ରେଲୀଯ ଗୋଷ୍ଠୀ; |
18
|
ଗାଦ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା |
21
|
ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ। |
22
|
ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 76,500 ଥିଲେ। |
23
|
ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ। |
24
|
ୟାଶୂବଠାରୁ ୟାଶୁବୀଯ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀଯ ଗୋଷ୍ଠୀ। |
25
|
ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 64,300 ଥିଲେ। |
26
|
ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ। |
27
|
ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 60,500 ହେଲେ। |
28
|
ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ। |
29
|
ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ। |
30
|
ଗିଲିଯଦ ପରିବାରବର୍ଗ ହେଲେ: ଈଯଷେରଠାରୁ ଈଯେଷ୍ରୀଯ ଗୋଷ୍ଠୀ; ହେଲକଠାରୁ ହେଲକୀଯ ଗୋଷ୍ଠୀ: |
31
|
ଅସ୍ରୀଯଲଠାରୁେ ଅସ୍ରୀଯଲେୀଯ ଗୋଷ୍ଠୀ; ଶେଖମଠାରୁ ଶେଖମୀଯ ଗୋଷ୍ଠୀ; |
32
|
ଶମୀଦଠାରୁ ଶମୀଦାଯୀଯ ଗୋଷ୍ଠୀ; ହଫରଠାରୁେ ହଫରେୀଯ ଗୋଷ୍ଠୀ। |
33
|
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା |
34
|
ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 52,700 ଥିଲେ। |
35
|
ଇଫ୍ରଯିମ ପରିବାରବର୍ଗର ଗୋଷ୍ଠୀଗୁଡିକ ହେଲେ: ଶୂଥଲହଠାରୁ ଶୂଥଲହୀଯ ଗୋଷ୍ଠୀ, ବେଖରଠାରୁ ବେଖ୍ରୀଯ ଗୋଷ୍ଠୀ, ତହନଠାରୁ ତହନୀଯ ଗୋଷ୍ଠୀ। |
36
|
ଏମାନେ ଶୂଥଲହର ବଂଶଧର ଥିଲେ। ଏରଣଠାରୁ ଏରଣୀଯ ଗୋଷ୍ଠୀ। |
37
|
ଇଫ୍ରଯିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 32,500 ଥିଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶ ଅନୁସାରେ ଯୋଷଫେର ସନ୍ତାନ। |
38
|
ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ। |
39
|
ଶୂଫମ୍ଠାରୁ ଶୂଫମୀଯ ଗୋଷ୍ଠୀବର୍ଗ; ହୂଫମଠାରୁ ହୂଫମୀଯ ଗୋଷ୍ଠୀ। |
40
|
ବଲୋର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀଯ ଗୋଷ୍ଠୀ; ନାମାନଠାରୁ ନାମାନୀଯ ଗୋଷ୍ଠୀ। |
41
|
ବିନ୍ଯାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,600 ଥିଲେ। |
42
|
ଦାନ ପରିବାରବର୍ଗର ପରିବାରଗୁଡିକ ହେଲେ: ଶୂହମଠାରୁ ଶୂହମୀଯ ଗୋଷ୍ଠୀ, |
43
|
ଶୂହମୀଯ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ହେଲେ 64,400 |
44
|
ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ। |
45
|
ବରିଯର ପରିବାରଗୁଡିକ ହେଲେ ଏହିମାନେ: ହବରଠାରୁେ ହବରେୀଯ ଗୋଷ୍ଠୀ; ମଲକୀଯଲଠାରୁେ ମଲକୀଯଲେୀଯ ଗୋଷ୍ଠୀ। |
46
|
ଆଶରରେ ମଧ୍ଯ ଏକ କନ୍ଯା ଥିଲା, ତା'ର ନାମ ସାରହ। |
47
|
ଆଶରରେ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ଥିଲା |
49
|
ଯେତ୍ସରଠାରୁ ଯେତ୍ସରୀଯ ଗୋଷ୍ଠୀ, ଶିଲ୍ଲମଠାରୁେ ଶିଲ୍ଲମେୀଯ ଗୋଷ୍ଠୀ। |
50
|
ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,400 ଥିଲା। |
51
|
ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା। |
52
|
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, |
53
|
"ନାମ ସଂଖ୍ଯା ଅନୁସାରେ ସମାନଙ୍କେ ମଧିଅରେ ଅଧିକାର ପାଇଁ ଦେଶ ବିଭକ୍ତ ହବେ। |
54
|
ଯାହାର ବଡ ଗୋଷ୍ଠୀ ତାକୁ ଅଧିକ ଭୂମି ଦବେ ଓ ଯାହାର େଛାଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦବେ। ପ୍ରେତ୍ୟକକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆୟିବା ଉଚିତ୍। |
55
|
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍। |
56
|
ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।" |
57
|
ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ। |
58
|
ଏହିସବୁ ଗୋଷ୍ଠୀଗୁଡିକ ମଧ୍ଯ ଲବେୀୟ ପରିବାରବର୍ଗର ଅର୍ନ୍ତଭୁକ୍ତ ଅଟେ। ଲିବନୀଯ ଗୋଷ୍ଠୀ, ହିବ୍ରୋଣୀଯ ଗୋଷ୍ଠୀ, ମହଲୀଯ ଗୋଷ୍ଠୀ, ମୂଶୀଯ ଗୋଷ୍ଠୀ ଏବଂ କୋରହୀଯ ଗୋଷ୍ଠୀ। |
59
|
ସହେି ଅମ୍ରମର ସ୍ତ୍ରୀ ୟୋକବଦେ । ସେ ମିଶର ଦେଶ ରେ ଲବେୀର ପରିବାରବର୍ଗରୁ ଜନ୍ମ ହାଇେ ଥିଲା। ଅମ୍ରମ ଔରସ ରେ ୟୋକବଦଠାରୁେ ମାଶାେ, ହାରୋଣ ଓ ସମାନଙ୍କେର ଭଉଣୀ ମରିଯମ ଜନ୍ମ ହାଇେଥିଲେ। |
60
|
ହାରୋଣଠାରୁ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର ଜନ୍ମ ହେଲେ। |
61
|
କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖ ରେ ମୃତ୍ଯୁବରଣ କଲେ, ଯେତବେେଳେ ସମାନେେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହାଇେ ନାହିଁ। |
62
|
ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ। |
63
|
ଯିରୀହାେ ନିକଟସ୍ଥ ୟର୍ଦ୍ଦନ ସୀମାର ମାୟୋବ ପଦା ରେ ଇଶ୍ରାୟେଲର ଲୋକମାନଙ୍କୁ ମାଶାେ ଓ ଯାଜକ ଇଲିଯାସର ଗଣନା କଲେ। |
64
|
ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ। |
65
|
କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ। |
Numbers 26:56 Urdu Language Bible Words basic statistical display
COMING SOON ...