1
|
ସଦାପ୍ରଭୁ କହିଲେ, "ଇଶ୍ରାୟେଲ ବାଲ୍ଯ ଥିଲା ବେଳେ ଆମ୍ଭେ ତା'କୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ। |
2
|
କିନ୍ତୁ ଇଶ୍ରାୟେଲକୁ ଯେତେ ଅଧିକ ନିଜର କଲୁ ଇଶ୍ରାୟେଲ େସତେ ଅଧିକ ଆମ୍ଭଠାରୁ ଦୂ ରଇଗେଲା। ଇଶ୍ରାୟେଲୀୟମାନେ ବାଲ୍ଦବଗେଣଙ୍କ ଉଦେଶ୍ଯ ରେ ବଳି ଦେଲେ। ସମାନେେ ପ୍ରତିମା ନିକଟରେ ଧୂପ ଦେଲେ। |
3
|
"ଆମ୍ଭେ ଇଫ୍ରଯିମକୁ ଗ୍ଭଲିବା ଶିଖାଇଲୁ। ଆମ୍ଭେ ଇଶ୍ରାୟେଲୀୟଙ୍କୁ ଆମ୍ଭର ବାହୁ ରେ ନଇେଥିଲୁ। ଆମ୍ଭେ ସମାନଙ୍କେୁ ସୁସ୍ଥ କଲୁ। କିନ୍ତୁ ସମାନେେ ତାହା ଅନୁଭବ କଲେ ନାହିଁ। |
4
|
ଆମ୍ଭେ ସମାନଙ୍କେୁ ରଜ୍ଜୁ ରେ ବାନ୍ଧିଥିଲୁ, କିନ୍ତୁ ତାହା ଥିଲା ପ୍ ରମରେ ରଜ୍ଜୁ। ଆମ୍ଭେ ଜଣେ ବ୍ଯକ୍ତିପରି ସମାନଙ୍କେୁ ମୁକ୍ତ କଲୁ। ଆମ୍ଭେ ନମ୍ର ହେଲୁ ଓ ସମାନଙ୍କେୁ ଖୁଆଇଲୁ। |
5
|
"ଇଶ୍ରାୟେଲୀୟମାନେ ପରମେଶ୍ବରଙ୍କ ନିକଟକୁ ଫରେିବାକୁ ମନା କଲେ। ତେଣୁ ସେଥିପାଇଁ ସମାନେେ ମିଶର ଯିବେ। ଅଶୂରର ରାଜା ସମାନଙ୍କେର ରାଜା ହବେେ। |
6
|
ଖଣ୍ତା ସମାନଙ୍କେ ନଗର ବିରୁଦ୍ଧ ରେ ଝୁଲିବ। ଏହା ସମାନଙ୍କେର ଶକ୍ତିଶାଳୀ ଲୋକଙ୍କୁ ହତ୍ଯା କରିବ। ଏହା ସମାନଙ୍କେର ନେତାମାନଙ୍କୁ ଧ୍ବଂସ କରିବ। |
7
|
"ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫରେିବାକୁ ଆଶା କରନ୍ତି। ସମାନେେ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ କହେି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ।" |
8
|
ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ। |
9
|
ଆମ୍ଭେ ଆପଣା ଭୟଙ୍କର କୋରଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରଯିମକୁ ପୁନର୍ବାର ଧ୍ବଂସ କରିବା ନାହିଁ। ଆମ୍ଭେ ପରମେଶ୍ବର, ମାନବ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ଯବର୍ତ୍ତୀ ଧର୍ମସ୍ବରୂପ ଅଟୁ। ଆମ୍ଭର କୋର୍ଧ ଦଖାଇବୋ ନାହିଁ। |
10
|
ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟ ରେ ଥରିଥରି ପଶ୍ଚିମରୁ ଆସିବେ। |
11
|
ସମାନେେ ମିଶରରୁ ପକ୍ଷୀ ସଦୃଶ ଥରିଥରି ଆସିବେ। ଅଶୂରୀଯରୁ କପୋତ ପରି ଥରିଥରି ଆସିବେ। ଏବଂ ଆମ୍ଭେ ସମାନଙ୍କେୁ ଗୃହକୁ ଫରୋଇ ନବୋ ବୋଲି ସଦାପ୍ରଭୁ କହିଲେ।" |
12
|
"ଇଫ୍ରଯିମ ମିଥ୍ଯା ରେ ଆମ୍ଭର ଗ୍ଭରିପାଖ ରେ ଘରେିଗଲା। ଇଶ୍ରାୟେଲର ପରିବାର ଆମ୍ଭ ପ୍ରତି ବିଶ୍ବାସଘାତକତା କରିଛନ୍ତି। |
Hosea 11:1 Urdu Language Bible Words basic statistical display
COMING SOON ...