Indian Language Bible Word Collections
Esther 1:12
Esther Chapters
Esther 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Esther Chapters
Esther 1 Verses
1
|
ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 12 7 ପ୍ରଦେଶ ଉପରେ ରାଜତ୍ବ କଲେ। |
2
|
ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ, |
3
|
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ। |
4
|
ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 18 0 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା। |
5
|
ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା। |
6
|
ସଠାେରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସହେି ପରଦାଗୁଡିକ ନାଇଲନ୍ ରେ ତିଆରି ରଜ୍ଜୁ ଓ ବାଇଗଣ ରଂଗର ରେ ୗପ୍ୟମଯ କଡା ରେ ମାର୍ବଲ ସ୍ତମ୍ଭ ରେ ବନ୍ଧା ଥିଲା। ଏବଂ ଚଟାଣ ଉପରେ ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର ରେ ନିର୍ମିତ ହାଇେଥିଲା। ସଠାେରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। |
7
|
ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ। |
8
|
ଦ୍ରାକ୍ଷାରସ ନିଯମ ଅନୁସାରେ ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ। |
9
|
ବଷ୍ଟୀ ରାଣୀ ଅକ୍ଷଶ୍ବରେଶର ରାଜଗୃହ ରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା। |
10
|
ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ। |
11
|
ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା। |
12
|
ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା ରେ ଆସିବାକୁ ରାଜି ହେଲା ନାହିଁ। ଏମୁ ରାଜା ଅତିଶଯ କୋରଧ କଲେ ଓ ତାହାର ଅନ୍ତକରଣ ରେ କୋରଧାଗ୍ନି ପ୍ରଜ୍ବଳିତ ହେଲା। |
13
|
ଏହାପରେ ରାଜା ଜ୍ଞାନୀଲୋକମାନଙ୍କୁ ପଚାରିଲେ, ଯେଉଁମାନେ ରାଜକୀଯ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। |
14
|
ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମରେସ୍, ର୍ମସନୋ ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ଯ ଓ ମାଦିଯା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିଲେ। |
15
|
ରାଜା ସମାନଙ୍କେୁ ପଚାରିଲେ, "ରାଣୀଙ୍କୁ ଆଇନ୍ ଅନୁୟାଯୀ କଣ କରାୟିବା ଉଚିତ୍, ଯେ ହତେୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନଫୁସକମାନଙ୍କ ଦ୍ବାରା ଦିଆୟାଇଥିଲା?" |
16
|
ଏଥି ରେ ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ ରେ ମମୁଖନ ଉତ୍ତର ଦଇେ କହିଲେ, "ବଷ୍ଟୀରାଣୀ କବଳେ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ବରେଶ ରାଜାର ଅଧିନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି। |
17
|
କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧିଅରେ ବ୍ଯାପିୟିବ। 'ଏହା କହି ସ୍ତ୍ରୀମାନେ ସମାନଙ୍କେର ସ୍ବାମୀମାନଙ୍କୁ ଅବମାନନା କରିବେ।' ଆଉ ଅକ୍ଷଶ୍ବରେଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ। |
18
|
"ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସମାନେେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶଯ ନିନ୍ଦା ଓ କୋରଧ ଉତ୍ପନ୍ନ ହବେ। |
19
|
"ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। |
20
|
ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।" |
21
|
ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା। |
22
|
ତେଣୁ ସେ ପ୍ରେତ୍ୟକକ ପ୍ରଦେଶ ରେ ଅକ୍ଷାରାନୁସା ରେ ଓ ପ୍ରେତ୍ୟକକ ଗୋ୍ଟୀର ଭାଷାନୁସା ରେ ରାଜାର ଅଧିନ ପ୍ରେତ୍ୟକକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, "ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ ରେ କତ୍ତୁର୍ତ୍ବ କରୁ ଓ ସ୍ବ ଗୋଷ୍ଠୀଯ ଭାଷାନୁସା ରେ ତାହାର ପଗ୍ଭର କରୁ।" |