1
|
ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। |
2
|
ସହେି ଦୂତଙ୍କ ହାତ ରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। |
3
|
ସେ ସିଂହ ଗର୍ଜନ ପରି ଜାରେ ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତବଜ୍ର ତାହାର ଉତ୍ତର ଦେଲେ। |
4
|
ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, "ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।" |
5
|
ତା'ପରେ ସହେି ସ୍ବର୍ଗଦୂତ ଯକେି ସମୁଦ୍ର ଓ ପୃଥିବୀ ଉପରେ ପାଦଦଇେ ଠିଆ ହାଇେଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ବର୍ଗକୁ ଉଠାଇଲେ। |
6
|
ଯେ ନିତ୍ଯଜୀବିତ, ଯେ ଆକାଶ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ଯସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମ ରେ ସହେି ସ୍ବର୍ଗଦୂତ ଶପଥକରି କହିଲେ, "ଆଉ ଅଧିକ ବିଳମ୍ବ ହବେ ନାହିଁ। |
7
|
କିନ୍ତୁ ସପ୍ତମ ଦୂତ ସହେି ଦିନମାନଙ୍କ ରେ ତୂରୀ ବଜାନ୍ତେ ପରମେଶ୍ବର ଆପଣା ସବେକ ଭବିଷ୍ଯତ୍ ବକ୍ତାମାନଙ୍କୁ କହିଥିବା ବାକ୍ଯ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହବେ।" |
8
|
ତା'ପରେ ମୁଁ ସହେି ସ୍ବର ସ୍ବର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ବର ମାେତେ କହିଲା, "ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହାଇେଥିବା ଦୂତଙ୍କ ହାତରୁ ଖାେଲା ଚର୍ମପତ୍ରଟି ନିଅ।" |
9
|
ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମାେତେ କହିଲେ, "ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପଟେକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।" |
10
|
ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନଲେି ଓ ଖାଇଲି। ମାେ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତବେେଳେ ମୁଁ ଏହାକୁ ଢ଼ୋକିଲି, ପଟେ ରେ ଏହା ଖଟା ଲାଗିଲା। |
11
|
ତା'ପରେ ସମାନେେ ମାେତେ କହିଲେ, "ଅନକେ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟ ରେ ତୁମ୍ଭକୁ ଆହୁରି ଭବିଷ୍ଯଦ୍ ବାଣୀ କହିବାକୁ ପଡ଼ିବ।" |
Revelation 10:2 Oriya Language Bible Words basic statistical display
COMING SOON ...