1
|
ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ। |
2
|
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି। |
3
|
ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। ମାରେ ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ। |
4
|
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। ମୁଁ ତୁମ୍ଭର ନାମ ଡ଼ାକି ପ୍ରାର୍ଥନା କଲା ସମଯରେ ମାରେ ହସ୍ତ ଉଠାଇବି। |
5
|
ୟମେନ୍ତ ମଦେ ଓ ମଜ୍ଜା, ସହେିପରି ମାରେ ପ୍ରାଣ ପରିତୃପ୍ତ ହବେ। ମାେ ଆନନ୍ଦିତ ଓଷ୍ଠାଧାରରେ ତୁମ୍ଭର ପ୍ରଶଂସା କରିବି। |
6
|
ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି। |
7
|
ପ୍ରକୃତରେ ତୁମ୍ଭେ ମାେତେ ସାହାୟ୍ଯ କଲ। ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରଯ ନଇେ ଆନନ୍ଦରେ ଗାନ କରିବି। |
8
|
ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡ଼ାହାଣ ହସ୍ତ ମାେତେ ସମର୍ଥନ କରେ। |
9
|
କେତକୋଳ ମାରେ ପ୍ରାଣ ନବୋ ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସମାନଙ୍କେୁ ଧ୍ବଂସ କରାୟିବ। ସମାନେେ ନିଜ କବରରେ ମିଶି ଯିବେ। |
10
|
ସମାନଙ୍କେୁ ଖଡ୍ଗରେ ହତ୍ଯା କରାୟିବ। ସମାନଙ୍କେର ଶବକୁ ଜଙ୍ଗଲି ଶୃଗାଳ ଖାଇବେ। |
11
|
କିନ୍ତୁ ରାଜା ପରମେଶ୍ବରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ବରଙ୍କ ନାମରେ ଶପଥ କରନ୍ତି, ସମାନେେ ଆନନ୍ଦିତ ହବେେ କାରଣ ମିଥ୍ଯାବାଦୀମାନଙ୍କର ମୁଖ ବନ୍ଦ ହାଇଯେିବ। |
Psalms 63:10 Oriya Language Bible Words basic statistical display
COMING SOON ...