1
|
ହେ ପରମେଶ୍ବର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମାେତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି, ବ୍ଯବହାର କରି ପ୍ରମାଣ କର ୟେ, ମୁଁ ନିରୀହ। |
2
|
ହେ ପରମେଶ୍ବର, ମାରେ ପ୍ରାର୍ଥନା ଶୁଣ। ମାହେର ଗୁହାରି ଶୁଣ। |
3
|
ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି। |
4
|
ଦେଖ, ପରମେଶ୍ବର ମାେତେ ସାହାୟ୍ଯ କରିବେ, ମାରେ ପ୍ରଭୁ ମାରେ ସମର୍ଥନ କରିବେ। |
5
|
ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର। |
6
|
ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ। |
7
|
ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି। |
Psalms 54:5 Oriya Language Bible Words basic statistical display
COMING SOON ...