1
|
ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ, |
2
|
" ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ। |
3
|
ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ। |
4
|
ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ। |
5
|
"ଆଉ ଅହଲା ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ପ୍ ରମେ କଲା। ସେ ଆପଣାର ପ୍ରତିବେଶୀ ଅଶୂରୀଯ ପ୍ ରମେିକଗଣଠା ରେ ଆସକ୍ତା ହେଲା। |
6
|
ସମାନେେ ନୀଳରଙ୍ଗ ପୋଷାକ ପରିହିତ ଦଶାେଧ୍ଯକ୍ଷ ଓ ଶାସନ କତ୍ତୃର୍ଗଣ। ସମାନେେ ସମସ୍ତେ ସୁନ୍ଦର ୟୁବକ ଏବଂ ଅଶ୍ବାରୋହୀ ଥିଲେ। |
7
|
ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା। |
8
|
ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ। |
9
|
ତେଣୁ ଆମ୍ଭେ ତାହାର ପ୍ ରମେିକଗଣର ହସ୍ତ ରେ ଅର୍ଥାତ୍ ଯେଉଁମାନଙ୍କ ପ୍ରତି ସେ ପ୍ ରମେ ରେ ଆସକ୍ତା ହାଇେଥିଲା ସହେି ଅଶୂରୀଯମାନଙ୍କ ହସ୍ତ ରେ ତାହାକୁ ସମର୍ପଣ କଲୁ। |
10
|
ସମାନେେ ତାକୁ ଧର୍ଷଣ କଲେ, ସମାନେେ ତା'ର ପୁତ୍ର କନ୍ଯାଗଣକୁ ନଇଗେଲେ। ସମାନେେ ସମାନଙ୍କେୁ ଖଡ୍ଗ ରେ ହତ୍ଯା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧିଅରେ ଉପହାସର ବିଷଯ ହେଲା। କାରଣ ଅଶୂରୀଯ ଲୋକମାନେ ତାକୁ ବଦନୋପୂର୍ଣ୍ଣ ଦଣ୍ଡ ଦେଲେ। |
11
|
"ଆଉ ତା'ର ଭଗିନୀ ଏସବୁ ଦେଖି ମଧ୍ଯ ବେଶ୍ଯାବୃତ୍ତି ରେ ଓ ପ୍ ରମାେଶକ୍ତି ରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା'ର ଭଗିନୀର ବ୍ଯଭିଚାରିତାଠାରୁ ସେ ଅଧିକ ବ୍ଯଭିଚାରିଣୀ ହେଲା। |
12
|
ସେ ମଧ୍ଯ ସହେି ଅଶୂରୀଯ ଦଶାେଧ୍ଯକ୍ଷ ଶାସନ କତ୍ତୃର୍ଗଣଙ୍କ ପ୍ରତି ଆସକ୍ତା ହେଲାା ସମାନେେ ନୀଳରଙ୍ଗ ପୋଷାକ ପରିହିତ ସୁନ୍ଦର ୟୁବକ ଓ ଅଶ୍ବାରୋହୀ ଥିଲେ। |
13
|
ଏବଂ ମୁଁ ଅନୁତାପ କଲି ଯେ, ସେ ଦୁ ହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସହେି କାର୍ୟ୍ଯଗୁଡ଼ିକ କରୁଥିଲେ, ଯାହା ସମାନଙ୍କେୁ ତୁଚ୍ଛ କଲା। |
14
|
"ଏବଂ ଅହଲୀବା ନିଜର ବ୍ଯଭିଚାରିତା ବଢ଼ାଇଲା। ସେ କାନ୍ଥ ରେ ବିଚିତ୍ର କଲଦୀଯ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା। |
15
|
ସମାନଙ୍କେ କଟୀ ରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସମାନେେ ସମସ୍ତେ କଲଦୀଯ ଦେଶଜାତ ବାବିଲୋନୀଯମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ଯ ଥିଲେ। |
16
|
ପୁଣି ଅହଲୀବା ସମାନଙ୍କେ ପ୍ରତି ପ୍ ରମେ ରେ ଆସକ୍ତା ହେଲା ଓ କଲଦୀଯ ଦେଶରୁ ସମାନଙ୍କେୁ ଡ଼କାଇଲା। |
17
|
ତେଣୁ ବାବିଲୋନୀଯ ଲୋକମାନେ ତାହା ନିକଟକୁ ଆସି ପ୍ ରମେ କଲେ। ସମାନେେ ବ୍ଯଭିଚାର କ୍ରିଯାଦ୍ବାରା ତାକୁ ଅଶୁଚି କଲେ। ସମାନଙ୍କେ ଦ୍ବାରା ତୁଚ୍ଛ ହବୋ ପ ରେ, ସେ ସମାନଙ୍କେ ପ୍ରତି କ୍ରୋଧିତ ହେଲେ। |
18
|
"ଏହିରୂପେ ସେ ନିଜର ବେଶ୍ଯାବୃତ୍ତି ପ୍ରକାଶ କଲା ଓ ନିଜର ଉଲଗ୍ନତା ଅନାବୃତ କଲା। ଏବଂ ମୁଁ ତା'ର ଭଗିନୀଠାରୁ ବିମୁଖ ହେଲା ପରି ତା'ଠାରୁ ମଧ୍ଯ ବିମୁଖ ହଲିେ। |
19
|
ସେ ଅଧିକରୁ ଅଧିକ ତା'ର ବେଶ୍ଯାବୃତ୍ତି ବଢ଼ାଇ ଚାଲିଲା। ୟୌବନ କାଳ ରେ ମିଶର ଦେଶ ରେ ଯେଉଁ ବେଶ୍ଯାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ଯଭିଚାରିତା ବୃଦ୍ଧି କଲା। |
20
|
ଆଉ ସେ ଗର୍ଦ୍ଦଭ ପରି ୟୌନାଙ୍ଗ ବିଶିଷ୍ଟ ଓ ଅଶ୍ବପରି ରତେ ବିଶିଷ୍ଟ ଉପପତିମାନଙ୍କଠା ରେ ଆସକ୍ତା ହେଲା। |
21
|
" ହେ ଅହଲୀବା, ତୁମ୍ଭେ ୟୌବନ କାଳ ରେ ମିଶରୀଯମାନଙ୍କ ଦ୍ବାରା ଯେପରି ତୁମ୍ଭର କୁଚାଗ୍ରକୁ ମର୍ଦ୍ଦନ କରାଉଥିଲ, ସହେି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ। |
22
|
ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି। |
23
|
ବାବିଲୋନୀଯମାନଙ୍କୁ ଓ ସମୁଦାଯ କଲଦୀଯ ଲୋକଙ୍କୁ ପକୋଦ, ଶୋଯା, କୋଯା ଓ ସମାନଙ୍କେ ସଙ୍ଗେ ସମୁଦାଯ ଅଶୂରୀଯ ଲୋକଙ୍କୁ ଆଣିବି। ସମାନେେ ସମସ୍ତେ ସୁନ୍ଦର ୟୁବକ, ଦଶାେଧ୍ଯକ୍ଷ, ଶାସନକର୍ତ୍ତା, ଅଧିପତିଗଣ, ବିଖ୍ଯାତ ଲୋକ ଓ ଅଶ୍ବାରୋହୀ। |
24
|
ସମାନେେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ବ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧ ରେ ଆସିବେ। ସମାନେେ ଚର୍ମ, ଢ଼ାଲ ଓ ଟୋପର ଧରି ଚତୁର୍ଦ୍ଦିଗ ରେ ତୁମ୍ଭ ବିରୁଦ୍ଧ ରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସମାନଙ୍କେୁ ପ୍ରଯୋଗ କରିବି ଓ ସମାନେେ ସମାନଙ୍କେର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ। |
25
|
ଏବଂ ମୁଁ ତୁମ୍ଭ ବିରୁଦ୍ଧ ରେ ମାରେ ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସମାନେ କୋପ ରେ ତୁମ୍ଭକୁ ଆଘାତ କରିବେ। ସମାନେେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ୍ଗ ରେ ତୁମ୍ଭକୁ ହତ୍ଯା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ଯ ଖଡ୍ଗ ରେ ପତିତ ହବେେ। ସମାନେେ ତୁମ୍ଭର ପୁତ୍ରକନ୍ଯାଗଣକୁ ନଇେଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନି ରେ ଗ୍ରାସିତ ହବେେ। |
26
|
ସମାନେେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନଇେଯିବେ। |
27
|
କିନ୍ତୁ ମୁଁ ତୁମ୍ଭକୁ ବ୍ଯଭିଚାରିତାଠାରୁ ବନ୍ଦ କରିବି, ମୁଁ ତୁମ୍ଭର ସମସ୍ତ ଅସାର କାର୍ୟ୍ଯଗୁଡ଼ିକ ମିଶର ସହିତ ବନ୍ଦ କରିବି। ତେଣୁ ତୁମ୍ଭେ ମିଶର ପ୍ରତି ଅନାଇବ ନାହିଁ ଏବଂ ସମାନଙ୍କେୁ ଆଉ ସ୍ମରଣ କରିବ ନାହିଁ।"' |
28
|
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, " ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହାଇେଅଛି, ସମାନଙ୍କେ ହସ୍ତ ରେ ମୁଁ ତୁମ୍ଭକୁ ସମର୍ପଣ କରିବି। |
29
|
ଆଉ ସମାନେେ ତୁମ୍ଭକୁ ଘୃଣ୍ଯ ଭାବରେ ବ୍ଯବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦବେେ। ତଦ୍ଦ୍ବାରା ତୁମ୍ଭର ବ୍ଯଭିଚାର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ଯାବୃତ୍ତି ପ୍ରକାଶ ପାଇବ। |
30
|
ତୁମ୍ଭେ ଅନ୍ୟ ଦେଶୀଯମାନଙ୍କର ଅନୁଗାମିନୀ ହାଇେ ବେଶ୍ଯାବୃତ୍ତି କରିଅଛ ଓ ସମାନଙ୍କେର ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କରିଅଛ। ଏଥିପାଇଁ ତୁମ୍ଭ ପ୍ରତି ଏସବୁ କରାୟିବ। |
31
|
ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା'ର ପାନପାତ୍ର ତୁମ୍ଭ ହସ୍ତ ରେ ଦବେି।" |
32
|
ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, |
33
|
ତୁମ୍ଭେ ମତ୍ତ ହାଇେ ଶାେକରେ ଆତୁର ହବେ। ତୁମ୍ଭର ଭଗିନୀ ଶମରିଯାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ବଂସ ଓ ବିନାଶ ରେ ପରିପୂର୍ଣ୍ଣ ହବେ। |
34
|
ତୁମ୍ଭେ ସହେି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସହେି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ୟନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।" |
35
|
" ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ତୁମ୍ଭେ ଆମ୍ଭକୁ ପାଶୋରି ଦଇେଛ ଓ ମାେତେ ତୁମ୍ଭ ପଛ ରେ ପକାଇ ଛାଡ଼ି ଚାଲିୟାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ଯ ଚିନ୍ତାଗୁଡ଼ିକ ଓ ବ୍ଯଭିଚାରିତାର ପାଇଁ ଦଣ୍ଡ ସହିବ।"' |
36
|
ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଅହଲାର ଓ ଅହଲୀବାର ବିଚାର କରିବ ? ତବେେ ସମାନଙ୍କେର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜଣାଅ। |
37
|
କାରଣ ଏହି ଯେ ସମାନେେ ବ୍ଯଭିଚାର ରେ ସିଦ୍ଧ ହସ୍ତ ଥିଲେ। ସମାନେେ ମଧ୍ଯ ରକ୍ତ ପାତ କରିବା ରେ ଓ ଆପଣା ପ୍ରତିମାଗଣ ସହ ବ୍ଯଭିଚାର କରିଛନ୍ତି। ସମାନେେ ମାଠାରୁେ ଜାତ ସନ୍ତାନମାନଙ୍କୁ ସମାନଙ୍କେର ଦବେତାମାନଙ୍କର ଖାଦ୍ୟ ପାଇଁ ଉତ୍ସର୍ଗ କଲେ। |
38
|
ସମାନେେ ମାରେ ମନ୍ଦିରକୁ ଅଶୁଚି ଓ ମାରେ ବିଶଷେ ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛନ୍ତି। |
39
|
ଏବଂ ଠିକ୍ ସହେି ଦିନ ସମାନେେ ପ୍ରତିମାଗଣ ଉଦ୍ଦେଶ୍ଯ ରେ ଆପଣା ସନ୍ତାନମାନଙ୍କୁ ବଧ କରିଥିଲେ। ସମାନେେ ମାରେ ମନ୍ଦିରର ଅଗଣାକୁ କଳୁଷିତ କରିବା ପାଇଁ ଆସିଥିଲେ। |
40
|
"ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭମାନେେ ଦୂତ ପଠାଇଲ। ସମାନେେ ପ୍ ରରେିତ ଦୂତମାନଙ୍କ ଦ୍ବାରା ଆସିଲେ। ସମାନଙ୍କେ ପାଇଁ ତୁମ୍ଭେ ସ୍ନାନ କଲ, ଆଖି ରେ ଅଞ୍ଜନ ଦଲେ ଓ ଅଳଙ୍କାର ବିଭୂଷିତା ହେଲ। |
41
|
ପୁଣି ରାଜକୀଯ ଶୟ୍ଯା ରେ ବସି, ତାହା ସମ୍ମୁଖ ରେ ମଜେ ସଜ୍ଜାଇ ତାହା ଉପ ରେ ଆମ୍ଭର ଧୂପ ଓ ତୈଳ ରଖିଲ। |
42
|
" ଗୋଟିଏ ଶବ୍ଦ ୟିରୁଶାଲମ ରେ ଶୁଣା ହେଲା। ସହେି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ଯପ ଲୋକମାନେ ମରୁଭୂମିରୁ ପହଞ୍ିଲେ। ଏବଂ ସମାନେେ ସ୍ତ୍ରୀ ଲୋକଙ୍କ ହସ୍ତ ରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ। |
43
|
ତବେେ ବ୍ଯଭିଚାର କ୍ରିଯା ରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, 'ବର୍ତ୍ତମାନ ସମାନେେ ତା' ସଙ୍ଗେ ବ୍ଯଭିଚାର ପାପ କରିବେ ଓ ସେ ସମାନଙ୍କେ ସଙ୍ଗେ କରିବ ?' |
44
|
ଲୋକମାନେ ବେଶ୍ଯା ନିକଟକୁ ଆସିଲା ପରି ସମାନେେ ତା' ନିକଟକୁ ଆସନ୍ତି। ଏହିପରି ସମାନେେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ। |
45
|
"କିନ୍ତୁ ଧାର୍ମିକମାନେ ବ୍ଯଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସା ରେ ସମାନଙ୍କେର ବିଚାର କରିବେ। ଏହି କାରଣ ୟୋଗୁ ସମାନେେ ବ୍ଯଭିଚାରିଣୀ ଓ ନରହତ୍ଯାର ରକ୍ତ ସମାନଙ୍କେ ହସ୍ତ ରେ ଅଛି।" |
46
|
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ଲୋକମାନଙ୍କୁ ଏକତ୍ରୀତ କର ଏବଂ ସହେି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦବୋକୁ ଓ ପରିହାସ କରିବାକୁ ଦିଅ। |
47
|
ସହେି ଦିନ ସମାନ ସମାନଙ୍କେୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗ ରେ ସମାନଙ୍କେୁ ବଧ କରିବେ। ସମାନେେ ମଧ୍ଯ ସମାନଙ୍କେର ସନ୍ତାନମାନଙ୍କୁ ବଧ କରିବେ ଓ ସମାନଙ୍କେର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ। |
48
|
ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ବାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ। |
49
|
ଲୋକମାନେ ତୁମ୍ଭମାନଙ୍କର ବ୍ଯଭିଚାରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦବେେ ଓ ତୁମ୍ଭମାନେେ ନିଜର ପ୍ରତିମାଗଣ ସମ୍ବନ୍ଧୀଯ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭମାନେେ ଜାଣିବ।" |
Ezekiel 23:47 Oriya Language Bible Words basic statistical display
COMING SOON ...