1
|
ଏହା ହେଉଛି ରାଜା ଲମୁଯଲଙ୍କେର ଉପଦେଶ ପୂର୍ଣ୍ଣ ବାକ୍ଯ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ। |
2
|
ତୁମ୍ଭେ ହେଉଛ ମାରେ ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସହେି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି। |
3
|
ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସମାନେେ ରାଜାମାନଙ୍କୁ ଧ୍ବଂସ କଲେ। |
4
|
ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ। |
5
|
ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି। |
6
|
ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ। |
7
|
ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ। |
8
|
ତୁମ୍ଭର ପାଟି ଫିଟାଅ ଓ ସମାନଙ୍କେ ପାଇଁ କୁହ, ଯେଉଁମାନେ ସମାନଙ୍କେ ପାଇଁ କହିପାରିବେ ନାହିଁ, କଷ୍ଟ ରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ। |
9
|
ମୁଖ ଫିଟାଇ ଯଥାର୍ଥ ବିଚାର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର। |
10
|
ଏହା ଅତ୍ଯନ୍ତ କଷ୍ଟ "ଏକ ଗୁଣବତୀ ସ୍ତ୍ରୀ ପାଇବା" ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ। |
11
|
ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ। |
12
|
ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ। |
13
|
ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ। |
14
|
ସେ ବାଣିଜ୍ଯ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ। |
15
|
ସେ ରାତ୍ର ଥାଉଥାଉ ଉେଠ, ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ। |
16
|
ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। |
17
|
ସେ ଜଣେ ବଳବାନ୍ କାର୍ୟ୍ଯକାରୀ ସ୍ତ୍ରୀ ସେ ସବୁ ସମୟ କଠିନ ପରିଶ୍ରମ କରେ। |
18
|
ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ। |
19
|
ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ। |
20
|
ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦଖାେଏ। |
21
|
ସେ କବେେ ହେଲେ ନିଜର ପରିବାର ବିଷଯ ରେ ଶୀତ ଋତୁ ରେ ଦୁଃଖିନୀ ହୁଏ ନାହିଁ। ଯେତବେେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି। |
22
|
ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ। |
23
|
ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ। |
24
|
ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ। |
25
|
ସେ ପ୍ରଶଂସା ରେ ଯୋଗ୍ଯା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା'ର ଭବିଷ୍ଯତ୍ ଦେଖିପା ରେ। |
26
|
ସେ ଜ୍ଞାନପୂର୍ଣ୍ଣ କଥା କ ହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ। |
27
|
ସେ କବେେ ଅଳସୁଆ ହୁଏ ନାହିଁ। ସେ ତା'ର ଗୃହର ପ୍ରେତ୍ୟକକ ଦ୍ରବ୍ଯର ଯତ୍ନ ନିଏ। |
28
|
ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ। |
29
|
"ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।" |
30
|
ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ। |
31
|
ସେ ପାଇବାର ଉପୟୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା' ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିୟାଇଛି ଲୋକମାନଙ୍କ ନଗର ଦ୍ବାର ରେ ତାହାର ପ୍ରଶଂସା ଆଣିଦିଏ। |
Proverbs 31:9 Oriya Language Bible Words basic statistical display
COMING SOON ...