1
|
ଗ୍ରୀଷ୍ମକାଳ ରେ ହିମ ଓ ଫସଲ ସମୟରେ ବୃଷ୍ଟି ସହେିପରି ମୂର୍ଖକୁ ସମ୍ମାନ ଅନୁପୟୁକ୍ତ ଅଟେ। |
2
|
ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ। |
3
|
ଅଶ୍ବ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର। |
4
|
ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ। |
5
|
ମୂର୍ଖକୁ ତା'ର ଅଜ୍ଞାନତାନୁସା ରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟି ରେ ଆପଣାକୁ ଜ୍ଞାନୀ ବୋଧ କରିବ। |
6
|
ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ। |
7
|
ଲେଙ୍ଗଡ଼ୋର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି। |
8
|
ପ୍ରସ୍ତରକୁ ବାଟୁଳି ରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ଯବହାର୍ୟ୍ଯହୀନ, ସହେିପରି ନିର୍ବୋଧକୁ ସମ୍ମାନ ଦବୋ ଅଟେ। |
9
|
ମତ୍ତଲୋକର ହସ୍ତ ରେ କଣ୍ଟକ ଉଠାୟିବା ଯେପରି, ମୂର୍ଖମାନଙ୍କ ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି ଅଟେ। |
10
|
ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସପରେି ସହେି ଲୋକ ଯେ ମୂର୍ଖ ପଥିକକୁ ବତନେ ଦିଏ ଓ ଯେ ମଦୁଆକୁ ବତନେ ଦିଏ। |
11
|
ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି। |
12
|
ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ। |
13
|
ଅଳସୁଆ କ ହେ, "ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।" |
14
|
କବଜା ରେ ଯେପରି କବାଟ ଝୁଲେ, ଠିକ୍ ସହେିପରି ଅଳସୁଆ ଆପଣା ଶୟ୍ଯା ରେ ଥାଇ ଝୁଲୁଥାଏ। |
15
|
ଅଳସୁଆ ଥାଳି ରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନବୋକୁ ଥକିୟାଏ। |
16
|
ସାତଜଣ ସୁବିଚାରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟି ରେ ଜ୍ଞାନବାନ୍। |
17
|
ଜଣେ ପଥିକ ୟିଏ ୟୁକ୍ତିତର୍କ ରେ ଜଡ଼ିତ ହୁଏ, ଯାହା ତା'ର ସମ୍ପର୍କ ରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ଯ ଅଟୋ |
18
|
ଆପଣା ପ୍ରତିବେଶୀକି ଯେଉଁଲୋକ ଭୁଲାଇ କ ହେ, ମୁଁ କୌତୁକ କରୁଛି। ସେ ଅଗ୍ନିବାଣ, ତୀର ଓ ମୃତ୍ଯୁ ନିକ୍ଷପକୋରୀ ବାତୁଳ ପରି ଅଟେ। |
20
|
କାଠ ବିନା ଯେପରି ନିଆଁ ଲିଭିୟାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହାଇୟୋଏ। |
21
|
ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ। |
22
|
ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳଯକୁ ଚାଲିୟାଏ। |
23
|
ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ। |
24
|
ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ। |
25
|
ସେ ମିଷ୍ଟ ସ୍ବର ରେ କହିଲେ, ତାହାକୁ ବିଶ୍ବାସ କର ନାହିଁ। ଯେ ହତେୁ ତା'ର ହୃଦଯ ରେ ସାତଟା ଘୃଣ୍ଯ ବିଷଯ ଥାଏ। |
26
|
ତାହାର ଘୃଣା କପଟ ରେ ଆପଣାକୁ ଆବୃତ୍ତ କଲେ ହେଁ, ତା'ର ମନ୍ଦତା ସଭା ରେ ପ୍ରକାଶ ପାଏ। |
27
|
ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ। |
28
|
ମିଥ୍ଯାବାଦୀ ଜିହ୍ବା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଚାଟୁବାଦୀ କଥା ସର୍ବନାଶ କରେ। |
Proverbs 26:1 Oriya Language Bible Words basic statistical display
COMING SOON ...