1
|
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, |
2
|
"ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।" |
3
|
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, "ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ। |
4
|
ତୁମ୍ଭମାନେେ ଇଶ୍ରାୟେଲର ପ୍ରେତ୍ୟକକ ବଂଶରୁ ଏକ ସହସ୍ର ଲୋକ ୟୁଦ୍ଧ ପାଇଁ ସଂଗ୍ରହ କର। |
5
|
ତେଣୁ ଇଶ୍ରାୟେଲ ବଂଶରୁ ସମୁଦାଯ ବାର ସହସ୍ର ଲୋକ ଏହି ୟୁଦ୍ଧ ପାଇଁ ସଜ୍ଜିତ ହେଲେ।" |
6
|
ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ। |
7
|
ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ। |
8
|
ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ। |
9
|
ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ। |
10
|
ତା'ପରେ ସମାନଙ୍କେର ସକଳ ନଗର ଓ ସକଳ ଗ୍ରାମଗୁଡିକ ଦଗ୍ଧ ଗଲେ। |
11
|
ଆଉ ସମାନେେ ଲୁଟିତ ଦ୍ରବ୍ଯ ସହ ସମସ୍ତ ଧୃତ ମନୁଷ୍ଯ ଓ ପଶୁ ନଇଗେଲେ। |
12
|
ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ। |
13
|
ତା'ପରେ ମାଶାେ, ଯାଜକ ଇଲିଯାସର ଓ ଲୋକମାନଙ୍କର ନତେୃଗଣ ସମାନଙ୍କେୁ ଦେଖିବାକୁ ଛାଉଣୀ ବାହାରକୁ ଗଲେ। |
14
|
ସେତବେେଳେ ମାଶାେ ସନୋପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କୋର୍ଧ କଲେ। ଯେଉଁମାନେ ୟୁଦ୍ଧ କ୍ଷେତ୍ରରୁ ଫରେି ଆସିଥିଲେ। |
15
|
ଆଉ ମାଶାେ ସମାନଙ୍କେୁ କହିଲେ, "ତୁମ୍ଭମାନେେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି? |
16
|
ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିଯମର ପରାମର୍ଶ ରେ ପିୟୋରଠା ରେ ଇଶ୍ରାୟେଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆଗଇେ ନଇେଥିଲେ। ସେଥି ସକାେଶ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ମହାମାରୀ ହେଲା। |
17
|
ଏଣୁ ତୁମ୍ଭମାନେେ ବନ୍ଦୀମାନଙ୍କ ମଧ୍ଯରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ଯା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ୟୌନ ସଂପର୍କ ରଖିଛନ୍ତି, ସମାନଙ୍କେୁ ହତ୍ଯା କର। |
18
|
ମାତ୍ର ଯେଉଁ ୟୁବତୀ କନ୍ଯାମାନେ ପୁରୁଷମାନଙ୍କ ସହିତ ୟୌନ ସଂପର୍କ ରଖିବାର ଜ୍ଞାତ ହାଇନୋହାଁନ୍ତି, ସମାନଙ୍କେୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ। |
19
|
ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ମନୁଷ୍ଯ ହତ୍ଯା କରି ଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସମାନେେ ସାତଦିନ ଛାଉଣୀ ବାହା ରେ ରହିବେ। ସମାନେେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବା ଉଚିତ୍। |
20
|
ତୁମ୍ଭମାନେେ ୟାବତୀଯ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛଳେି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।" |
21
|
ତହୁଁ ଇଲିଯାସର ଯାଜକ ୟୁଦ୍ଧକୁ ୟାଇଥିବା ୟୋଦ୍ଧାମାନଙ୍କୁ କହିଲା, "ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାର ଆଜ୍ଞା ଦଇେଥିଲେ, ତହିଁରେ ବିଧି ଏହି। |
22
|
ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍। |
23
|
ଯେଉଁ ଦ୍ରବ୍ଯ ଅଗ୍ନି ରେ ପକାୟାଇ ପାରିବ ନାହିଁ ତାକୁ ଜଳ ରେ ଧୋଇ ଶୁଚି କରିବ। |
24
|
ତୁମ୍ଭମାନେେ ସପ୍ତମ ଦିନ ରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭମାନେେ ଶୁଚି ହବେ; ତା'ପରେ ତୁମ୍ଭମାନେେ ଛାଉଣୀ ରେ ପ୍ରବେଶ କରିପାରିବ।" |
25
|
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, |
26
|
"ତୁମ୍ଭେ ଓ ଇଲିଯାସ ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ୟୁଦ୍ଧ ରେ ସୈନ୍ଯମାନଙ୍କ ଦ୍ବାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ଯର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ଯର ସଂଖ୍ଯା କର। |
27
|
ସହେିସବୁ ଜିନିଷକୁ ସମାନ ଭାବରେ ସୈନ୍ଯମାନଙ୍କ ମଧିଅରେ ଓ ସମସ୍ତ ମଣ୍ତଳି ମଧିଅରେ ବାଣ୍ଟି ଦିଅ। |
28
|
ପୁଣି ୟୁଦ୍ଧକୁ ୟାଇଥିବା ୟୋଦ୍ଦାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସମାନଙ୍କେର ଲଭ୍ଯ ଅର୍ଦ୍ଧାଂଶରୁ ମନୁଷ୍ଯ, ଗୋରୁ, ଗର୍ଦ୍ଦଭ, ଓ ମଷେମାନଙ୍କ ମଧ୍ଯରୁ ପ୍ରତି ପାଞ୍ଚଶହ ରେ ଗୋଟିଏ ଲଖାଏଁେ ଜୀବ ସଂଗ୍ରହ କର। |
29
|
ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିଯାସରକୁ ଦିଅ। |
30
|
ପୁଣି ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ଯ,ଗୋରୁ, ଗର୍ଦ୍ଦଭ ଓ ମଷୋଦି ସମସ୍ତ ପଶୁ ମଧ୍ଯରୁ ପ୍ରତି ପଚାଶର ଗୋଟିଏ ଲଖାଏଁେ ନଇେ ଲବେୀୟମାନଙ୍କୁ ଦିଅ। କାରଣ ସମାନେେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।" |
31
|
ତହୁଁ ମାଶାଙ୍କେୁ ସଦାପ୍ରଭୁ ଯେଉଁ ଆଜ୍ଞା ଦଇେଥିଲେ ସହେି ଅନୁସାରେ ମାଶାେ ଓ ଇଲିଯାସର ଯାଜକ କଲେ। |
32
|
ୟୁଦ୍ଧ ରେ ଲୁଣ୍ଠିତ ଦ୍ରବ୍ଯ ମଧିଅରେ 6,75,000 ମଷେ ଥିଲେ। |
35
|
ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ। |
36
|
ତହିଁରେ ୟୁଦ୍ଧକୁ ୟାଇଥିବା ଲୋକମାନଙ୍କର ଲଭ୍ଯ ଅର୍ଦ୍ଧାଂଶର ସଂଖ୍ଯା 3,37,500 ମଷେ। |
37
|
ସହେି ମଷେ ମଧ୍ଯରୁ ସମାନେେ 675 ସଦାପ୍ରଭୁଙ୍କୁ ମଷେ କର ସ୍ବରୂପ ଦେଲେ। |
38
|
ଆଉ ସମାନଙ୍କେର 36,000 ଗୋରୁ ମଧ୍ଯରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା। |
39
|
ସମାନଙ୍କେର 30,500 ଗଧ ମଧ୍ଯରୁ ସଦାପ୍ରଭୁଙ୍କର ସେଥି ରେ ଏକଷଠି ଗଧ କର ସ୍ବରୂପ ଥିଲା। |
40
|
ପୁଣି ସମାନଙ୍କେର 16,000 ସ୍ତ୍ରୀ ଲୋକ ମଧ୍ଯରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା। |
41
|
ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ଏହିସବୁ ଯାଜକ ଇଲିଯାସକୁ ଉପହାର ସ୍ବରୂପ ଦେଲେ। |
42
|
ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡା ଯେଉଁ ଅର୍ଦ୍ଧାଂଶ ମାଶାେ ଇଶ୍ରାୟେଲ ସନ୍ତାନଗଣକୁ ଦଇେଥିଲେ। |
43
|
ମଣ୍ତଳୀ ସହେି ଅର୍ଦ୍ଧାଂଶ ଅନୁସାରେ 3,37,500 ମଷେ ପାଇଲେ। |
46
|
ଆଉ 16,000 ସ୍ତ୍ରୀ ଲୋକ ଥିଲେ। |
47
|
ତହୁଁ ଇଶ୍ରାୟେଲ ସନ୍ତାନଗଣର ଲଭ୍ଯ ସହେି ପଚାଶ ପ୍ରତିଶତ ଅଂଶରୁ ମାଶାେ ମନୁଷ୍ଯ ଓ ପଶୁର ପ୍ରେତ୍ୟକକ ପଚାଶ ମଧ୍ଯରୁ ଗୋଟିଏ ଲଖାଏଁେ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲବେୀୟମାନଙ୍କୁ ଦେଲେ। |
48
|
ଏହାପରେ ସୈନ୍ଯବାହୀନିର ନତେୃବର୍ଗ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିମାନେ ମାଶାଙ୍କେ ନିକଟକୁ ଆସିଲେ। |
49
|
ସମାନେେ ମାଶାଙ୍କେୁ କହିଲେ, "ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି। |
50
|
ଆମ୍ଭମାନେେ ପ୍ରେତ୍ୟକକ ସୈନ୍ଯଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ବରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀଯ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହି ସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।" |
51
|
ତହୁଁ ମାଶାେ ଓ ଯାଜକ ଇଲିଯାସର ସମାନଙ୍କେଠାରୁ ଏହି ସମସ୍ତ ସ୍ବର୍ଣ ଅଳଙ୍କାର ନଇଗେଲେ। |
52
|
ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ସ୍ବର୍ଣ ଅଳଙ୍କାର ସବୁ ଉପହାର ସ୍ବରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ବର୍ଣ ଉପହାର 420 ପାଉଣ୍ତ ଓଜନ ଥିଲା। |
53
|
ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ଯର ଅବଶିଷ୍ଟ ଭାଗ ରଖି ନଇେଥିଲେ। |
54
|
ଏହାପରେ ମାଶାେ ଓ ଇଲିଯାସର ଯାଜକ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିଙ୍କଠାରୁ ସହେି ସ୍ବର୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସହେି ସମାଗମ ତମ୍ବୁ ରେ ରଖିଲେ। |
Numbers 31:34 Oriya Language Bible Words basic statistical display
COMING SOON ...