1
|
ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ। |
2
|
ସମାନେେ କହିଲେ, "ସଦାପ୍ରଭୁ କ'ଣ ମାଶାଙ୍କେ ସହିତ କବଳେ କଥା କହିଅଛନ୍ତି? ସେ କ'ଣ ଆମ୍ଭମାନଙ୍କ ସହିତ କଥା କହିନାହାଁନ୍ତି?" |
3
|
ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ। |
4
|
ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, "ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।" |
5
|
ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, "ହାରୋଣ ଓ ମରିଯମ!" ତହୁଁ ସମାନେେ ବାହାର ହାଇେ ଆସିଲେ। |
6
|
ସଦାପ୍ରଭୁ କହିଲେ, " ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି। |
7
|
ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ। |
8
|
ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା କ ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?" |
9
|
ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ। |
10
|
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ। |
11
|
ତହିଁରେ ହାରୋଣ ମାଶାଙ୍କେୁ କହିଲେ, " ହେ ମାହେର ମହାଶୟ, ଆମ୍ଭମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭମାନେେ ପାପ କରିଅଛୁ; ଏଣୁ ବିନଯ କରୁଅଛି, ଆମ୍ଭମାନଙ୍କ ଉପରେ ସହେି ପାପ ଥୁଅ ନାହିଁ। |
12
|
ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।" |
13
|
ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, " ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।" |
14
|
ସଦାପ୍ରଭୁ ମାଶାଙ୍କେୁ କହିଲେ, "ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।" |
15
|
ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ। |
16
|
ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। |
Numbers 12:8 Oriya Language Bible Words basic statistical display
COMING SOON ...