Bible Languages

Indian Language Bible Word Collections

Bible Versions

Books

Joshua Chapters

Joshua 10 Verses

Bible Versions

Books

Joshua Chapters

Joshua 10 Verses

1 ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।
2 ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।
3 ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।
4 "ମାେ ନିକଟକକ୍ସ୍ଟ ଆସ ଏବଂ ଗିବିଯୋନକକ୍ସ୍ଟ ଆକ୍ରମଣ କରିବା ପାଇଁ ସାହାୟ୍ଯ କର। ଗିବିଯୋନୀଯମାନେ ଯିହାଶୂେୟ ଓ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି।"
5 ତେଣୁ ପାଞ୍ଚ ଜଣ ଇମାରେୀୟ ରାଜା ଯଥା:ୟିରକ୍ସ୍ଟଶାଲମର ରାଜା, ହିବ୍ରୋଣର ରାଜା, ୟମୂର୍ତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା ଇ ମାରେୀଯମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ଯମାନଙ୍କ ସହିତ ଗିବିଯୋନକକ୍ସ୍ଟ ଅକ୍ତିଆର କରିବାକୁ ଏକତ୍ରୀତ ହେଲେ। ସମାନେେ ନଗରକକ୍ସ୍ଟ ଘରେିଗଲେ ଓ ଆକ୍ରମଣ କଲେ।
6 ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, "ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।"
7 ତେଣୁ ଯିହାଶୂେୟ ତାଙ୍କର ସମସ୍ତ ସୈନ୍ଯ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲରକ୍ସ୍ଟ ୟାତ୍ରା କଲେ।
8 ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, " ସମାନଙ୍କେୁ ଭୟ କର ନାହିଁ, କାରଣ ମୁ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ହେଲେ, ତୁମ୍ଭର ସମ୍ମକ୍ସ୍ଟଖୀନ ହାଇେ ପାରିବେ ନାହିଁ।"
9 ତେଣୁ ଯିହାଶୂେୟ ସୈନ୍ଯମାନଙ୍କ ସହିତ ଅଗ୍ରସର ହାଇେ ଅକସ୍ମାତ ସମାନଙ୍କେୁ ଗିଲ୍ଗଲରକ୍ସ୍ଟ ରାତ୍ରିସାରା ଆକ୍ରମଣ କଲେ।
10 ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।
11 ଯେତବେେଳେ ସମାନେେ ଇଶ୍ରାୟେଲୀୟମାନଙ୍କଠାରକ୍ସ୍ଟ ବୈଥୋରୋଣ ରାସ୍ତା ରେ ଗଡାଣି ଆଡକକ୍ସ୍ଟ ଦୌଡି ଆ ସକୋ ପର୍ୟ୍ଯନ୍ତ ପଳାଇଲେ, ସଦାପ୍ରଭୁ ସମାନଙ୍କେ ଉପରେ କକ୍ସ୍ଟଆପଥର ବୃଷ୍ଟି କଲେ। ତେଣୁ ସମାନଙ୍କେ ମଧ୍ଯରକ୍ସ୍ଟ ବହକ୍ସ୍ଟତ ମୃତକ୍ସ୍ଟ୍ଯବରଣ କଲେ। ୟକ୍ସ୍ଟଦ୍ଧ ରେ ଅସ୍ତ୍ର ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କ ସଂଖ୍ଯା ଅପେକ୍ଷା କକ୍ସ୍ଟଆପଥର ବୃଷ୍ଟି ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଅଟେ।
12 ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।
13 ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।
14 ଏହା ପୂର୍ବରକ୍ସ୍ଟ ବା ଏହାପରେ ଏପରି ଦିନ ଆଉ ହାଇେ ନାହିଁ। ସହେି ଦିନ ସଦାପ୍ରଭୁ ମନକ୍ସ୍ଟଷ୍ଯର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇଶ୍ରାୟେଲ ସପକ୍ଷ ରେ ୟକ୍ସ୍ଟଦ୍ଧ କଲେ।
15 ଏହାପରେ ଯିହାଶୂେୟ ଇଶ୍ରାୟେଲର ସମସ୍ତ ସୈନ୍ଯବାହୀନି ସହିତ ଗିଲ୍ଗଲ ଛାଉଣୀକି ଲେଉଟି ଆସିଲେ।
16 ଏଥି ମଧିଅରେ ସହେି ପାଞ୍ଚ ରାଜା ପଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ନିଜ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇଲେ।
17 ତେଣୁ ସହେି ପାଞ୍ଚ ରାଜା ପାଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ଲକ୍ସ୍ଟଚି ରହିଛନ୍ତି। ଏକଥା ୟିହୋଶୂଯ ଯେତବେେଳେ ଜାଣିଲେ,
18 ୟିହୋଶୂଯ କହିଲେ, "ବଡ ବଡ ପ୍ରସ୍ତର ଫଳକ ଗମ୍ଫା ମକ୍ସ୍ଟହଁକକ୍ସ୍ଟ ଗଡାଇ ଦିଅ ଓ ସମାନଙ୍କେୁ ଜଗିବା ପାଇଁ ଲୋକ ନିୟକ୍ସ୍ଟକ୍ତ କର।
19 ତୁମ୍ଭମାନେେ ବନ୍ଦ କର ନାହିଁ। ତୁମ୍ଭର ଶତୃମାନଙ୍କ ପଛ ରେ ଗୋଡଅ। ସମାନଙ୍କେୁ ପଛରକ୍ସ୍ଟ ଆକ୍ରମଣ କର। ସମାନଙ୍କେର ଲୋକମାନଙ୍କୁ ସମାନଙ୍କେର ନଗର ରେ ପହଞ୍ଚିବାକକ୍ସ୍ଟ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମାନଙ୍କେୁ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ଦଇେଛନ୍ତି।"
20 ଏହିପରି ଭାବରେ ଯିହାଶୂେୟ ଏବଂ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କୁ ହତ୍ଯାକଲେ। କିନ୍ତୁ କେତକେ ଶତୃ ଖସିୟାଇ ସମାନଙ୍କେର ସକ୍ସ୍ଟଦୃଢ ନଗର ରେ ଲକ୍ସ୍ଟଚି ରହିଲେ।
21 ୟକ୍ସ୍ଟଦ୍ଧପରେ ଯିହାଶୂେୟ ଓ ଇଶ୍ରାୟେଲର ସମସ୍ତ ଲୋକ ମକ୍କଦୋ ଛାଉଣୀକକ୍ସ୍ଟ ଫରେି ଆସିଲେ। କିନ୍ତୁ ସେ ଦେଶ ରେ କୌଣସି ଲୋକ ଇଶ୍ରାଯୋଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ କିଛି କହିବାକକ୍ସ୍ଟ ସାହସ କଲେ ନାହିଁ।
22 ଯିହାଶୂେୟ କହିଲେ, "ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।"
23 ତେଣୁ ଯିହାଶୂେୟର ଲୋକମାନେ ସେ ପାଞ୍ଚଜଣ ରାଜାଙ୍କକ୍ସ୍ଟ ଗକ୍ସ୍ଟମ୍ଫା ମଧ୍ଯରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ଥିଲେ ୟିରକ୍ସ୍ଟଶାଲମର, ହିବ୍ରୋଣର, ୟମୂର୍ତର, ଲାଖୀଶର ଏବଂ ଇଗ୍ଲୋନର ରାଜାମାନେ।
24 ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, "ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ।" ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।
25 ଏହାପରେ ଯିହାଶୂେୟ ଉପସ୍ଥିତ ଲୋକମାନଙ୍କୁ ସମ୍ ବୋଧନ କରି କହିଲେ, " ଯୋଦ୍ଧା ଏବଂ ସାହାସୀ ହକ୍ସ୍ଟଅ! ଭୟ କର ନାହିଁ! ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ଦଖାଇବେି, ସଦାପ୍ରଭୁ ଭବିଷ୍ଯତ ରେ ଆମ୍ଭମାନଙ୍କର ଶତୃମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭମାନେେ ଭବିଷ୍ଯତ ରେ ୟକ୍ସ୍ଟଦ୍ଧ କରିବ।"
26 ଏହାପରେ ଯିହାଶୂେୟ ଆଘାତ ଦ୍ବାରା ସମାନଙ୍କେୁ ବଧ କରି ପାଞ୍ଚଟା ଗଛ ଡାଳ ରେ ଟଙ୍ଗାଇଲେ। ଆଉ ସମାନେେ ସଂନ୍ଧ୍ଯା ପର୍ୟ୍ଯନ୍ତ ସହେି ଗଛ ରେ ଝକ୍ସ୍ଟଲି ରହିଥିଲେ।
27 ପକ୍ସ୍ଟଣି ସୂର୍ୟ୍ଯାସ୍ତ ସମୟରେ ଯିହାଶୂେୟ ଆଜ୍ଞା ଦଲୋପରେ ଲୋକମାନେ ସହେି ବୃକ୍ଷମାନଙ୍କରକ୍ସ୍ଟ ସମାନଙ୍କେୁ ତଳକକ୍ସ୍ଟ ନେଲେ ଓ ଯେଉଁ ଗକ୍ସ୍ଟମ୍ଫା ରେ ସମାନେେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ଥିଲେ, ତାହା ଭିତରକକ୍ସ୍ଟ ଫୋପାଡି ଦେଲେ ଓ ସହେି ଗକ୍ସ୍ଟମ୍ଫା ମକ୍ସ୍ଟହଁ ରେ ବଡ ବଡ ପଥର ଦଇେ ବନ୍ଦ କଲେ ଏବଂ ଯାହାକି ଆଜିୟାଏ ଅଛି।
28 ଏହାପରେ ଯିହାଶୂେୟ ସହେିଦିନ ମକ୍କଦୋ ଅକ୍ତିଆର କରି ଖଡ୍ଗ ଧାର ରେ ନଗରକକ୍ସ୍ଟ ଓ ତାହାର ରାଜାକକ୍ସ୍ଟ ହତ୍ଯା କଲେ। ସମାନଙ୍କେୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ପ୍ରାଣୀକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ। କାହାକକ୍ସ୍ଟ ଅବଶିଷ୍ଟ ରଖିଲେ ନାହିଁ, ପକ୍ସ୍ଟଣି ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ସହେିପରି ମକ୍କଦୋ ରାଜାପ୍ରତି କଲେ।
29 ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
30 ସଦାପ୍ରଭୁ ସହେି ନଗରକକ୍ସ୍ଟ ତା'ର ରାଜା ସହିତ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ। ତେଣୁ ସମାନେେ ସହରର ସମସ୍ତ ସଜୀବ ପ୍ରାଣୀଙ୍କକ୍ସ୍ଟ ଖଣ୍ତା ରେ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ, ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କକ୍ସ୍ଟ ମଧ୍ଯ ୟିହୋଶୂଯ ସହେିପରି କଲେ।
31 ଏହାପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟ ଲୋକ ଲିବନା ପରିତ୍ଯାଗ କରି ଲାଖୀଶକକ୍ସ୍ଟ ଗଲେ। ୟିହୋଶୂଯ ଏବଂ ତାଙ୍କର ସୈନ୍ଯମାନେ ସେ ସହରକକ୍ସ୍ଟ ସନୋ ଛାଉଣୀ କରି ରଖଲେ। ଏବଂ ତାହାକକ୍ସ୍ଟ ଆକ୍ରମଣ କଲେ।
32 ସଦାପ୍ରଭୁ ଲାଖୀଶକକ୍ସ୍ଟ ପରାସ୍ତ କରିବାକୁ ସହାୟ ହେଲେ। ସମାନେେ ଦ୍ବିତୀୟ ଦିନ ରେ ସେ ସହରକକ୍ସ୍ଟ ପରାସ୍ତ କଲେ। ଇଶ୍ରାୟେଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ଯେପରି ଭାବରେ ଲିବ୍ନା ରେ କରିଥିଲେ।
33 ଗଷେରର ରାଜା ହାରମେ ଲାଖୀଶରକକ୍ସ୍ଟ ସାହାୟ୍ଯ କରିବାକୁ ଲାଗିଲେ। କିନ୍ତୁ ୟିହୋଶୂଯ ତାଙ୍କୁ ଓ ତାଙ୍କର ସୈନ୍ଯବାହୀନିକକ୍ସ୍ଟ ଓ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।
34 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲୀୟ ବାସୀମାନେ ଲାଖୀଶରକ୍ସ୍ଟ ଇଗ୍ଲୋନକକ୍ସ୍ଟ ଗଲେ। ସଠାେରେ ସମାନେେ ସନୋଛାଉଣୀ କରି ସହରକକ୍ସ୍ଟ ଆକ୍ରମଣ କଲେ।
35 ସହେିଦିନ ସମାନେେ ସହରକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ, ଯେପରି ଲାଖୀଶ ରେ ହତ୍ଯା କରିଥିଲେ।
36 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଇଗ୍ଲୋନରକ୍ସ୍ଟ ହିବ୍ରୋଣକକ୍ସ୍ଟ ଗଲେ। ତା'ପରେ ସମାନେେ ହିବ୍ରୋଣକକ୍ସ୍ଟ ଆକ୍ରମଣ କଲେ।
37 ସମାନେେ ହିବ୍ରୋଣ ଏବଂ ତା ପାଖ ରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଇଗ୍ଲୋନ ରେ ଠିକ୍ ଯେପରି ସମାନେେ ଇଗ୍ଲାନକକ୍ସ୍ଟ ଧ୍ବଂସ କରିଥିଲେ, ସହେିପରି ସମାନେେ ହିବ୍ରୋଣକକ୍ସ୍ଟ ଧ୍ବଂସ କଲେ ଏବଂ ଏହାର ରାଜାଙ୍କକ୍ସ୍ଟ ଓ ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ। ସମାନଙ୍କେ ମଧ୍ଯରକ୍ସ୍ଟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ ଓ ଧ୍ବଂସ କଲେ।
38 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଦବୀରକକ୍ସ୍ଟ ଫରେିଲେ ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
39 ସମାନେେ ଦବୀର ସହରକକ୍ସ୍ଟ ନିଜର କରଗତ କଲେ, ତାହାର ରାଜାଙ୍କକ୍ସ୍ଟ ମଧ୍ଯ କରଗତ କଲେ। ଏବଂ ତା'ର ନିକଟରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଏବଂ ସେ ସହରକକ୍ସ୍ଟ ଧ୍ବଂସ କରି ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ସମାନେେ ହିବ୍ରୋଣ ସହରକକ୍ସ୍ଟ ଓ ଲିବ୍ନା ଓ ଏହାର ରାଜାଙ୍କକ୍ସ୍ଟ କଲାପରି, ଦବୀର ସହରକକ୍ସ୍ଟ ସହେିପରି ଧ୍ବଂସ କଲେ।
40 ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
41 ଯିହାଶୂେୟ କାଦେଶ ବର୍ଣ୍ଣଯଠାେରକ୍ସ୍ଟ ଘସା ପର୍ୟ୍ଯନ୍ତ ସମାନଙ୍କେୁ ଓ ଗିବିଯୋନ ପର୍ୟ୍ଯନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
42 ଯିହାଶୂେୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କକ୍ସ୍ଟ ଏକାବଳେକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇଶ୍ରାୟେଲ ପକ୍ଷ ରେ ୟକ୍ସ୍ଟଦ୍ଧ କଲେ।
43 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲବାସୀ ଗିଲ୍ଗଲଠା ରେ ଥିବା ଶିବିରକକ୍ସ୍ଟ ଫରେିଲେ।

Joshua 10:1 Oriya Language Bible Words basic statistical display

COMING SOON ...

×

Alert

×