1
|
ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାଯୁ ମଧ୍ଯରୁ ଉତ୍ତର ଦଇେ କହିଲେ, |
2
|
"କିଏ ଏହି ଅଜ୍ଞାନୀ ବ୍ଯକ୍ତି ୟିଏ କି ଏଭଳି ନିର୍ବୋଧ କଥା କହୁଛି ?" |
3
|
ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ। |
4
|
ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ। |
5
|
ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହବେ ? କିଏ ଏହି ପୃଥିବୀକୁ ମାପଚୁପ କରିଥିଲା ଏକ ମାପିବା ରଖାେ ଦ୍ବାରା । |
6
|
ପୃଥିବୀ କାହା ଉପରେ ସ୍ଥିର ରହିଛି ? କିଏ ଏହି ସ୍ଥାନ ରେ ପ୍ରଥମ ପଥର ରଖିଲା ? |
7
|
ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତବେେଳେ ହେଲା ସ୍ବର୍ଗଦୂତଗଣ ଆନନ୍ଦ ରେ ଚିତ୍କାର କଲେ। |
8
|
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ? |
9
|
ସେତବେେଳେ ମୁଁ ତାକୁ ମେଘଦ୍ବାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧିଅରେ ଗୁଡ଼ାଇ ରଖିଲି। |
10
|
ମୁଁ ସମୁଦ୍ର ପାଇଁ ସୀମା ନିରୁପିତ କଲି ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦିଅ। |
11
|
ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।' |
12
|
ଆୟୁବ, ତୁମ୍ଭେ କବେେ ତୁମ୍ଭର ଜୀବନକାଳ ମଧିଅରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହବୋ ପାଇଁ କି ଦିନ ଆରମ୍ଭ ହବୋ ପାଇଁ ? |
13
|
ଆୟୁବ ତୁମ୍ଭେ କବେେ ସକାଳର ସୂର୍ୟ୍ଯ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ ? ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖାଜେି ବାହାର କରିଛ ? |
14
|
ସମାନଙ୍କେ ଆଲୋକ ଦ୍ବାରା ପୃଥିବୀ ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା। ଯେତବେେଳେ ଏହା ଏକ ମାହେର ଦ୍ବାରା ମାହେରାଙ୍କିତ ହେଲା। ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ। |
15
|
ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ। କାରଣ ଏହାର ପ୍ରଖର କିରଣ ସମାନଙ୍କେୁ ମନ୍ଦ କରିବାକୁ ମନା କରେ। |
16
|
ଆୟୁବ ତୁମ୍ଭେ କବେେ ସମୁଦ୍ରର ଗଭୀର ସ୍ଥାନକୁ ୟାଇଛ କି। ଯେଉଁଠାରୁ ସମୁଦ୍ରର ଆରମ୍ଭ। ତୁମ୍ଭେ କବେେ ସମୁଦ୍ରର ନିମ୍ନ ଦେଶ ରେ ଚାଲିଛ କି ? |
17
|
ଆୟୁବ ତୁମ୍ଭେ କବେେ ମୃତ୍ଯୁ ଦେଶର ଦ୍ବାରକୁ ଦେଖିଛ କି ? ତୁମ୍ଭେ କବେେ ସହେି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନଇୟୋଏ। |
18
|
ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ। |
19
|
ଆୟୁବ, ଆଲୋକ କେଉଁଠାରୁ ଆ ସେ ? ଅନ୍ଧକାର କେଉଁଠାରୁ ଆ ସେ। |
20
|
ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା'ର ପୂର୍ବ ସ୍ଥାନକୁ ଫରୋଇ ଦଇପୋରିବ କି ? ତୁମ୍ଭେ ସେ ସ୍ଥାନକୁ କିପରି ୟାଇପାରିବ ଜାଣିଛ କି ? |
21
|
ନିଶ୍ଚଯ ତୁମ୍ଭେ ଏକଥା ସବୁ ଜାଣିଛ। ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ଯ ଅଟ। ତୁମ୍ଭେ ବଞ୍ଚିଥିଲ ମୁଁ ଯେତବେେଳେ ଏହିସବୁ ଗଢ଼ିଥିଲି, ନୁହେଁ କି ? |
22
|
ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି। |
23
|
ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ, କଷ୍ଟ ସମୟ ପାଇଁ ୟୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚଯ କରିଛି। |
24
|
ତୁମ୍ଭେ ସହେି ସ୍ଥାନକୁ ୟାଇଛ କି ଯେଉଁଠାରୁ ସୂର୍ୟ୍ଯ ଉଦଯ ହୁଏ ଏବଂ ଯେଉଁଠାରୁ ପୂର୍ବବାଯୁ ସାରା ପୃଥିବୀ ରେ ଚାରିଆଡ଼େ ବିଚ୍ଛୁରିତ ହାଇୟୋଏ। |
25
|
ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶ ରେ ଖାଲ ଖାେଳି ରଖିଛି ? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି। |
26
|
କିଏ ବର୍ଷା ତିଆରି କରନ୍ତି ଏପରି ଜାଗା ରେ ଯେଉଁଠା ରେ କହେି ମନୁଷ୍ଯ ରହନ୍ତି ନାହିଁ। |
27
|
ସହେି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ। ଘାସ ଉଠିବାକୁ ଆରମ୍ଭ କରେ। |
28
|
ବର୍ଷାର କ'ଣ ପିତା ଅଛି ? କିଏ କାକର ବୁନ୍ଦା ତିଆରି କରେ। |
29
|
ବରଫର କ'ଣ ମାତା ଅଛି ? କିଏ କୁଆପଥରର ଜନ୍ମଦାତା ଅଟେ। |
30
|
ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ। ଏପରିକି ସମୁଦ୍ର ଜଳ ମଧ୍ଯ ଜମାଟ ବାନ୍ଧି ୟାଏ। |
31
|
ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି ? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି ? |
32
|
ତୁମ୍ଭେ କ'ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ ? କି ତୁମ୍ଭେ କ'ଣ ଭାଲୁକୁ ତା'ର ଛୁଆମାନଙ୍କ ସହିତ କଢ଼ଇେ ନବେ। |
33
|
ତୁମ୍ଭେ ଆକାଶ ମଣ୍ଡଳର ନିଯମସବୁ ଜାଣ କି ? ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି ? |
34
|
ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ ? |
35
|
ତୁମ୍ଭେ ବିଜୁଳି କି ଡ଼ାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ଆମ୍ଭେ ଏଠା ରେ ଅଛୁ। ମହାଶୟ ଆପଣ କ'ଣ ଚାହାଁନ୍ତି।' ଏହା କ'ଣ ତୁମ୍ଭେ ଯେଉଁଠାକୁ ୟିବ ତୁମ୍ଭ ସାଥି ରେ ୟାଇପାରିବ କି ? |
36
|
ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ ? କିଏ ତାଙ୍କ ଭିତ ରେ ଜ୍ଞାନ ଭର୍ତ୍ତୀ କରେ। |
37
|
ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ। |
38
|
ତେଣୁ ଧୂଳି ରାସ୍ତା କାଦୁଅ ରେ ପରିଣତ ହୁଏ ଏବଂ ମାଟିମୁଣ୍ଡା ଲାଗିୟାଆନ୍ତା। |
39
|
ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି ? ତୁମ୍ଭେ ସମାନଙ୍କେ ଭୋକିଲା ଶାବକକୁ ଖାଦ୍ୟ ଦିଅ କି ? |
40
|
ସହେି ସିଂହମାନେ ତାଙ୍କ ଗୁମ୍ଫା ଭିତ ରେ। ସମାନେେ ଘାସ ଭିତ ରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହାଇେଥାଆନ୍ତା। |
41
|
କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ। |
Job 38:32 Oriya Language Bible Words basic statistical display
COMING SOON ...