1
|
"ଏପରି ଖଣିସବୁ ଅଛି ଯେଉଁଠା ରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି। ଯେଉଁଠା ରେ ସୁନାକୁ ତରଳାଇ ଶୁଦ୍ଧ କରାୟାଏ। |
2
|
ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି। ପଥର ତରଳାଇ ତମ୍ବା ବାହାର କରାୟାଏ। |
3
|
ଶ୍ରମିକମାନେ ହାତ ରେ ଆଲୁଅ ଧରି ଖଣି ଭିତରକୁ ୟାଆନ୍ତି। ସେ ଗୁମ୍ଫା ଭିତ ରେ ସମାନେେ ପଥର ସବୁ ଅନ୍ଧକାର ରେ ସନ୍ଧାନ କରନ୍ତି। |
4
|
ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର। |
5
|
ଖାଦ୍ୟ ଶସ୍ଯ ଭୂମିର ଉପରେ ହୁଏ କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା। ସତେ ଯେପରିକି ସବୁକିଛି ଅଗ୍ନିଦ୍ବାରା ତରଳି ୟାଏ। |
6
|
ଭୂମିର ନିମ୍ନ ଭାଗ ରେ ଇନ୍ଦ୍ରନୀଳମଣୀ ଏବଂ ଶୁଦ୍ଧ ସୁବର୍ଣ୍ଣର ରଣେୁ ସଠାେରେ ଥାଏ। |
7
|
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ। |
8
|
ବଣୁଆ ଜନ୍ତୁମାନେ ମଧ୍ଯ ସଭେଳି ବାଟରେ ୟାଇ ନ ଥିବେ। ସିଂହମାନେ ମଧ୍ଯ ସେ ବାଟରେ ୟାଇ ନ ଥିବେ। |
9
|
ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି। ସହେି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି। |
10
|
ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି। ସମାନେେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି। |
11
|
ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ। ସମାନେେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି। |
12
|
କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ ? କେଉଁଠାକୁ ଆମ୍ଭେ ୟିବା ଜ୍ଞାତ ହବୋ ପାଇଁ ? |
13
|
ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ଯ କେତେ। ପୃଥିବୀର ଲୋକେ ଖଣି ଖାେଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ। |
14
|
ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।' |
15
|
ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ। |
16
|
ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ। |
17
|
ଜ୍ଞାନ ସୁନା ଓ ମୂଲ୍ଯବାନ ପଥରଠାରୁ ଅଧିମ ମୂଲ୍ଯବାନ। ମୂଲ୍ଯବାନ ସ୍ବଚ୍ଛ ଉଜ୍ଜଳ ସୁନା ମଧ୍ଯ ଜ୍ଞାନକୁ କିଣିପାରିବ ନାହିଁ। |
18
|
ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ। |
19
|
କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ। |
20
|
ତବେେ ଜ୍ଞାନ କେଉଁଠାରୁ ଆ ସେ ? ବୁଝିବାର ସ୍ଥାନ କାହିଁ ? |
21
|
ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଚାୟାଇଛି। ଏପରିକି ଆକାଶ ରେ ଉଡ଼ୁଥିବା ପକ୍ଷୀମାନେ ମଧ୍ଯ ଜ୍ଞାନକୁ ଦେଖିପାରିବେ ନାହିଁ। |
22
|
ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।' |
23
|
କବଳେ ପରମେଶ୍ବର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି। କବଳେ ପରମେଶ୍ବର ଜାଣନ୍ତି ଜ୍ଞାନ କେଉଁଠା ରେ ଅଛି। |
24
|
ପରମେଶ୍ବର ପୃଥିବୀର ଶଷେ ପର୍ୟ୍ଯନ୍ତ ଦେଖିପାରନ୍ତି। ସେ ଆକାଶର ନିମ୍ନ ରେ ଥିବା ସବୁକିଛି ଦେଖି ପାରନ୍ତି। |
25
|
ପରମେଶ୍ବର ତାଙ୍କର ଶକ୍ତିକୁ ପବନକୁ ଦଇେଛନ୍ତି। ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହାଇପୋରିବ। |
26
|
ପରମେଶ୍ବର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠଇବେେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ଯା ୟିବ। |
27
|
ସହେି ସମୟରେ ପରମେଶ୍ବର ଜ୍ଞାନକୁ ଦେଖିଲେ ଏହାକୁ ଘାଷେଣା କଲେ। ପରମେଶ୍ବର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ। |
28
|
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।" |
Job 28:23 Oriya Language Bible Words basic statistical display
COMING SOON ...