Bible Languages

Indian Language Bible Word Collections

Bible Versions

Books

Isaiah Chapters

Isaiah 8 Verses

Bible Versions

Books

Isaiah Chapters

Isaiah 8 Verses

1 ସଦାପ୍ରଭୁ ମାେତେ କହିଲେ, "ତୁମ୍ଭେ ଏକ ବୃହତ ଫଳକ ନଇେ ଏକ ସ୍ବତନ୍ତ୍ର ଲେଖନୀ ସାହାୟ୍ଯ ରେ ତା'ଉପ ରେ ଏହି କଥାସବୁ ଲେଖ। ତାହା ହେଉଛି, "ମ ହରେ-ଶାଲଲ-ହାଶ୍-ବସ୍।' ଏହାର ଅର୍ଥ ହେଉଛି, "ଖୁବ୍ ଶୀଘ୍ର ଲୁଣ୍ଠନ ଓ ଚୋରି ହବେ।"
2 ବିଶ୍ବସ୍ତ ସାକ୍ଷୀ ହବୋକୁ ମୁଁ କେତକେ ଲୋକ ସଂଗ୍ରହ କଲି। ସହେି ବିଶ୍ବସ୍ତ ସାକ୍ଷୀ ହବେେ ଉରିଯ ଯାଜକ ଓ ୟିବୋରିଖିଯର ପୁତ୍ର ସଖରିଅ। ଏହି ଲୋକମାନେ ସହେି ବାକ୍ଯ ଲେଖିବାକୁ ଲକ୍ଷ୍ଯ କଲେ।
3 ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, "ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।
4 ଏ ନାମ କାହିଁକି ରଖାୟିବ। କାରଣ ବାଳକଟି ପିତାମାତା ଡ଼ାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ବର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିଯାରୁ ନଇୟୋଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦଇେ ଦବେେ।'
5 ପୁନର୍ବାର ସଦାପ୍ରଭୁ ମାେତେ କହିଲେ।
6 ମାରେ ପ୍ରଭୁ କହିଲେ, "ଏହି ଲୋକମାନେ ଶୀଲୋହର ଧୀରଷୋର୍ତକୁ ଅଗ୍ରାହ୍ଯ କରି ଉତ୍ସୀନ୍ ଓ ରମଲୀଯର ପୁତ୍ର, ପକହେ ସହିତ ଆନନ୍ଦ କରୁଛନ୍ତି।
7 ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।
8 ସହେି ଜଳରାଶି ଯିହୁଦା ପର୍ୟ୍ଯନ୍ତ ମାଡ଼ିୟିବ ଓ ଯିହୁଦାର କଣ୍ଠ ପର୍ୟ୍ଯନ୍ତ ବ୍ଯାପିବ। ପରିଶଷେ ରେ ତା'କୁ ବୁଡ଼ାଇ ଦବେ।
9 ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
10 ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।
11 ସଦାପ୍ରଭୁ ତାଙ୍କର ମହାନ୍ ଶକ୍ତି ବଳ ରେ ମାେତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହବୋକୁ ସେ ମାେତେ ସତର୍କ କରି କହିଲେ।
12 "ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'
13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କବଳେ ଭୟ କର। ତାଙ୍କୁ ହିଁ କବଳେ ଭକ୍ତି କରିବ। ସହେି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟକର।
14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।
15 ଅନକେ ଲୋକ ଏହି ପଥରଦ୍ବାରା ପତିତ ହବେେ। ସମାନେେ ପତିତ ହାଇେ ଭଗ୍ନ ହବେେ ଏବଂ ଫାଶ ରେ ପଡ଼ି ବାନ୍ଧି ହାଇଯେିବେ।
16 ଯିଶାଇୟ କହିଲେ, "ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମାରେ ଶିକ୍ଷାଗୁଡ଼ିକୁ ଭବିଷ୍ଯତ ପାଇଁ ରକ୍ଷାକର। ମାରେ ଶିଷ୍ଯମାନଙ୍କ ପାଇଁ ଏହା କର।
17 ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
18 "ଇଶ୍ରାୟେଲର ଲୋକମାନଙ୍କ ପାଇଁ ମୁଁ ଓ ମାରେ ପିଲାମାନେ ସଙ୍କତେ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପ ରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ବାରା ଆମ୍ଭମାନେେ ପ୍ ରରେିତ ହାଇେଅଛୁ।'
19 କେତକେ ଲୋକ କୁହନ୍ତି, "ଭବିଷ୍ଯତ୍ ବକ୍ତା ଓ ଗୁଣିଆ ମାନଙ୍କୁ କ'ଣ କରିବାକୁ ହବେ ପଚାର।' ଏହି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ପକ୍ଷୀପରି ଗୁଣୁଗୁଣୁ ହାଇେ ମନ୍ତ୍ର କୁହନ୍ତି, ଫଳ ରେ ଲୋକମାନେ ଭାବନ୍ତି ସମାନେେ ବହୁ ଗୋପନୀଯ ମୃତ ଓ ଜୀବିତମାନଙ୍କ ବିଷଯ ରେ ଜାଣନ୍ତି। ମାତ୍ର ମୁଁ ତୁମ୍ଭକୁ କହୁଛି ଯେ ଲୋକମାନେ ସମାନଙ୍କେର ପରମେଶ୍ବରଙ୍କୁ ସାହାୟ୍ଯ ଭିକ୍ଷା କରିବା ଉଚିତ୍। ସହେି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ମୃତ ବ୍ଯକ୍ତିଙ୍କ ବିଷଯ ରେ ପଚାରନ୍ତି। ସମାନେେ କ'ଣ ଜୀବିତମାନଙ୍କ ବିଷଯ ରେ ମୃତମାନଙ୍କଠାରୁ ଜାଣିପାରିବେ ?
20 ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।
21 ତୁମ୍ଭମାନେେ ଯଦି ସହେି ଭୁଲ ଆଦେଶ ପାଳନ କରିବ ତବେେ ଦେଶ ରେ କଷ୍ଟ ଓ ଅନାହାର ଦଖାଦେବେ। ସେତବେେଳେ ସମାନେେ ବିରକ୍ତ ହବେେ ଏବଂ ସମାନଙ୍କେର ଶାସକ ଓ ପରମେଶ୍ବରଙ୍କ ବିରୁଦ୍ଧ ରେ କହିବେ। ତା'ପ ରେ ସମାନେେ ପରମେଶ୍ବରଙ୍କଠାରୁ ସାହାୟ୍ଯ ପାଇଁ ଉର୍ଦ୍ଧ୍ବକୁ ଚାହିଁବେ।
22 ଯଦି ସମାନେେ ତାଙ୍କର ଦେଶର ଚାରିଆଡ଼କୁ ଦୃଷ୍ଟିପାତ କରିବେ ତବେେ ସମାନେେ କବଳେ ଦୁଃଖ ଓ ୟାତନାରୂପକ ଅନ୍ଧକାର ଦେଖିବେ ଓ ସହେି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ଯାଗ କରିବାକୁ ବାଧ୍ଯ ହବେେ। ପୁଣି ସହେି ଅନ୍ଧକାର ରେ ଆବଦ୍ଧ ହାଇେଥିବା ବ୍ଯକ୍ତି ନିଜକୁ ସେଥିରୁ ଉଦ୍ଧାର କରିପାରିବେ ନାହିଁ।

Isaiah 8:17 Oriya Language Bible Words basic statistical display

COMING SOON ...

×

Alert

×