1
|
ସଦାପ୍ରଭୁ କୁହନ୍ତି, " ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।' |
2
|
କାରଣ ସମାନେେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ଯାତ କରନ୍ତି ଓ ଇଶ୍ରାୟେଲର ପରମେଶ୍ବରଙ୍କ ଉପ ରେ ନିର୍ଭର କରନ୍ତି ; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ। |
3
|
"ପୂର୍ବକାଳ ରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ ତାହାସବୁ ଘଟିଲା। |
4
|
କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ଯ ; ମାରେ ବାକ୍ଯ ତୁମ୍ଭେ ବିଶ୍ବାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ବରୂପ ବୋଲି ଆମ୍ଭେ ଜାଣିଲୁ। |
5
|
ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥାନ୍ତ, "ଆମ୍ଭର ଦବେତା ଏହା କରିଅଛନ୍ତି,' ପୁଣି କହିଥାନ୍ତ 'ଆମ୍ଭର ଖାଦେିତ ଓ ଛାଞ୍ଚ ରେ ଢ଼ଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।' |
6
|
"ତୁମ୍ଭମାନେେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ ! ତୁମ୍ଭମାନେେ କ'ଣ ତାହା ପ୍ରକାଶ କରିବ ନାହିଁ ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ବର କିଛି ତୁମ୍ଭକୁ ଦଖାଇଦେବେୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ। |
7
|
ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା। ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ। "ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥାନ୍ତ।' |
8
|
"ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ ; ତୁମ୍ଭେ ଜାଣିଲ ନାହିଁ ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥଲା ; କାରଣ ତୁମ୍ଭେ ଅତି ବିଶ୍ବାସଘାତ କରିଥିଲ ; ଜନ୍ମରୁ ତୁମ୍ଭେ ଅଧର୍ମାଚାରୀ ବୋଲି ଖ୍ଯାତ ହାଇେଥିଲ ; ଆମ୍ଭେ ଜାଣିଲୁ। |
9
|
ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କୋର୍ଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ। |
10
|
" ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନି ରେ ପକାଇ ପରିଷ୍କାର କରନ୍ତି ସପରେି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ନଇେ ରେ ପକାଇ ପରିଷ୍କାର କରିବୁ। |
11
|
ଆମ୍ଭେ କବଳେ ନିଜ ପାଇଁ, ନିଜ ସକାେଶ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା ? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦବୋ ନାହିଁ। |
12
|
" ହେ ଯାକୁବ, ଆମ୍ଭ ଆହୂତ ଇଶ୍ରାୟେଲ, ତୁମ୍ଭମାନେେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ଯ ଓ ଅନ୍ତ। |
13
|
ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସମାନଙ୍କେୁ ଡାକିଲେ ସମାନେେ ଏକତ୍ର ଆମ୍ଭ ସମ୍ମୁଖ ରେ ଛିଡ଼ା ହୁଅନ୍ତି। |
14
|
"ତୁମ୍ଭମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭ କଥା ଶ୍ରବଣ କର ; ସମାନଙ୍କେ ମଧିଅରେ କିଏ ଏହିସବୁ କଥା କରିଅଛନ୍ତି ?" ସଦାପ୍ରଭୁ ତାହାକୁ ପ୍ ରମେ କରିଅଛନ୍ତି। ସେ ବାବିଲ ଉପ ରେ ତାଙ୍କର ଉଦ୍ଦେଶ୍ଯ ସଫଳ କରିବେ ଓ କଲଦୀଯମାନଙ୍କ ଉପ ରେ ତାଙ୍କର ବାହୁ ରହିବ। |
15
|
"ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ବାନ କରିଛୁ, ନିଜେ ତାଙ୍କୁ ଆଣିଅଛୁ ; ସେ ନିଜ ପଥରେ କୃତକାର୍ୟ୍ଯ ହବେ। |
16
|
ତୁମ୍ଭମାନେେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ଯରୁ ଆମ୍ଭେ ଗୋପନ ରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସଠାେ ରେ ଅଛୁ।" |
17
|
ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି, |
18
|
ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥାନ୍ତ, ତବେେ ତୁମ୍ଭର ଶାନ୍ତି ନଦୀତୁଲ୍ଯ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ଯ ତୁମ୍ଭ ନିକଟକୁ ଆସିଥାନ୍ତା। |
19
|
ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥାନ୍ତ ତବେେ ତୁମ୍ଭର ବଂଶ ବାଲୁକା ତୁଲ୍ଯ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ଯ ହାଇେଥାନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହାଇେ ନ ଥାନ୍ତା।' |
20
|
ହେ ମାରେ ସନ୍ତାନଗଣ, "ତୁମ୍ଭମାନେେ ବାବିଲରୁ ବାହାରି ୟାଅ, କଲଦୀଯମାନଙ୍କ ମଧ୍ଯରୁ ପଳାଯନ କର ; ତୁମ୍ଭମାନେେ ଆନନ୍ଦ ଧ୍ବନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହା ବିଖ୍ଯାତ କର ; ତୁମ୍ଭମାନେେ କୁହ, "ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି। |
21
|
ସଦାପ୍ରଭୁ ଯଦିଓ ମରୁଭୂମିରୁ ସମାନଙ୍କେୁ ନେଲେ, ସମାନେେ ତୃଷାର୍ତ୍ତ ହେଲେ ନାହିଁ। ସେ ସମାନଙ୍କେ ପାଇଁ ଶୈଳରୁ ଜଳଷୋର୍ତ ବୁହାଇଲେ ; ଆଉ ମଧ୍ଯ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା।" |
22
|
ମାତ୍ର ସଦାପ୍ରଭୁ କୁହନ୍ତି, "ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।" |
Isaiah 48:12 Oriya Language Bible Words basic statistical display
COMING SOON ...