1
|
ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା। |
2
|
କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ। |
3
|
ପୋଟୀଫର ଦେଖିଲା ଯେ ସଦାପ୍ରଭୁ ଯୋଷଫେକୁ ସହାୟ ଅଟନ୍ତି। ପୋଟୀଫର ଦେଖିଲା ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ୟ୍ଯ କରୁଛି ତାହା ସୁଚାରୁ ରୂପେ କରି ପାରୁଛି। |
4
|
ପୋଟୀଫର ଯୋଷଫେକୁ ପାଇ ବହୁତ ଖୁସି ହେଲେ। ସେ ଯୋଷଫେକୁ ଆପଣାର ଗୃହାଧ୍ଯକ୍ଷ କରି ତାଙ୍କର ରସ୍ତ ରେ ସର୍ବସ୍ବ ସମର୍ପଣ କଲେ। |
5
|
ଏହି ପ୍ରକା ରେ ସେ ଯୋଷଫଙ୍କେୁ ଆପଣା ଗୃହ ଓ ସର୍ବସ୍ବର ଅଧ୍ଯକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷଫଙ୍କେ ଲାଗି ସହେି ମିସ୍ରୀଯ ଲୋକରଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। |
6
|
ପୋଟୀଫର ଯୋଷଫେକୁ ସବୁ ଦାଯୀତ୍ବ ଦଇେ ସେ ଆଉ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ଯସ୍ତ ହେଲେ ନାହିଁ। |
7
|
କିଛି ଦିନ ପରେ ଯୋଷଫେର ମୁନିବର ସ୍ତ୍ରୀ ଯୋଷଫେକୁ ନଜର ପକଇବୋକୁ ଲାଗିଲେ। ଦିନେ ସହେି ସ୍ତ୍ରୀ ଯୋଷଫେକୁ ଅନୁରୋଧ କଲେ, "ମାେ ସହିତ ଶଯନ କର।" |
8
|
କିନ୍ତୁ ଯୋଷଫେ ମନା କଲେ ସେ କହିଲେ, " ଦେଖ ଏ ଗୃହ ରେ ଯାହା ଅଛି ମାେ ମୁନିବ ତହିଁର ତତ୍ତ୍ବ ନିଅନ୍ତି ନାହିଁ। ସେ ମାେ ହସ୍ତ ରେ ଆପଣାର ସର୍ବସ୍ବ ସମର୍ପଣ କରିଛନ୍ତି। |
9
|
ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।" |
10
|
ସହେି ସ୍ତ୍ରୀ ଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶଯନ କରିବାପାଇଁ ସର୍ବଦା ମନା କରନ୍ତି। |
11
|
ଦିନେ ଯୋଷଫେ ଘରକୁ ତାଙ୍କର କିଛି କାର୍ୟ୍ଯ କରିବାକୁ ଗଲେ। ସହେି ସମୟରେ ସେ ଏକା ସହେି ଘ ରେ ଥିଲେ। |
12
|
ତା'ର ମୁନିବଙ୍କର ସ୍ତ୍ରୀ ତାଙ୍କର କୋଟ୍କୁ ଧରି ଟାଣି କହିଲେ, "ମାେ ପାଖ ରେ ଶଯନ କର।" କିନ୍ତୁ ଯୋଷଫେ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତ ରେ ତାହାର କୋଟ୍ଟି ରହିଗଲା। |
13
|
ସ୍ତ୍ରୀ ଲୋକଟି ଦେଖିଲା ତା ହାତ ରେ ଯୋଷଫେର କୋଟ୍ ରହିଗଲା ଏବଂ ସେ ଦୌଡ଼ି ପଳାଇଲା। |
14
|
ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, " ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି। |
15
|
ମାରେ ବଡ଼ ପାଟି ରେ ଡ଼ାକିବାର ଶୁଣି ସେ ତା'ର କୋଟ୍ ମାେ ପାଖ ରେ ଛାଡ଼ି ଦୌଡ଼ି ପଳାଇ ଆସିଲା।" |
16
|
ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ। |
17
|
ସେ ତାଙ୍କ ସ୍ବାମୀକୁ ସହେି ସବୁ କଥାମାନ କହିଲା। ସେ କହିଲା, "ତୁମ୍ଭେ ଯେଉଁ ଅବ୍ରୀଯ ଦାସକୁ ଆଣିଅଛ ସେ ମାେତେ ପରିହାସ କରିବାକୁ ମାେ ପାଖକୁ ଆସିଲା। |
18
|
କିନ୍ତୁ ସେ ଯେତବେେଳେ ମାେ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର କୋଟ୍ଟି ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।" |
19
|
ଯୋଷଫେର ମୂନିବ ତାଙ୍କର ସ୍ତ୍ରୀଙ୍କଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କୋର୍ଧ ହେଲେ। |
20
|
ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ। |
21
|
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। |
22
|
ତହିଁରେ ସହେି କାରା ରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷଫଙ୍କେ ହସ୍ତ ରେ ସମର୍ପଣ କଲେ। ପୁଣି ସମାନେେ ଯାହା କଲେ ସହେି ସକଳର କର୍ତ୍ତା ସହେି ହେଲେ। |
23
|
କାରା ରକ୍ଷକ ଯୋଷଫଙ୍କେର ହସ୍ତଗତ କୌଣସି ବିଷଯ ରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ। |
Genesis 39:22 Oriya Language Bible Words basic statistical display
COMING SOON ...