1
|
ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ "ପରିତ୍ରାଣର ଶୈଳ" ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି। |
2
|
ଆସ ଆମ୍ଭେ ଧନ୍ଯବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। |
3
|
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ୍ ପରମେଶ୍ବର। ସେ ସମସ୍ତ ସକଳ ଦବେତାଗଣଙ୍କ ଉପରେ ଶାସନ କରନ୍ତି। |
4
|
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ଯ ସଦାପ୍ରଭୁଙ୍କର। |
5
|
ସକଳ ସମୁଦ୍ର ତାଙ୍କର, ସେ ସଗେୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ଯ ପରମେଶ୍ବର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି। |
6
|
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା। |
7
|
ସେ ହେଉଛନ୍ତି ଆମ୍ଭର ପରମେଶ୍ବର ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ। ଆଜି ଆମ୍ଭେ ତାଙ୍କର ମଷେ ତୁଲ୍ଯ, ସିଏ ତାଙ୍କ ନିଜର ତୃଣ଼ଭୂମିକୁ ଯତ୍ନ ନିଅନ୍ତି। |
8
|
ପରମେଶ୍ବର କହନ୍ତି, "ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜିଦ୍ଖୋର ହୁଅ ନାହିଁ। |
9
|
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ବାନ କଲେ। ସମାନେେ ଜାଣି ପାରିଥିଲେ ୟେ ଆମ୍ଭେ କ'ଣ କରିପାରୁ। |
10
|
ଆମ୍ଭେ ଚାଳିଶ ବର୍ଷ ପର୍ୟ୍ଯନ୍ତ ସହେି ବଂଶପ୍ରତି ବିରକ୍ତ ହାଇେଥିଲୁ, ଆମ୍ଭେ କହିଲୁ ୟେ, ସମାନେେ ଆମ୍ଭ ପ୍ରତି ବିଶ୍ବାସୀ ନୁହଁନ୍ତି। ସମାନେେ ଆମ୍ଭର ନିଯମକୁ ମାନିବା ପାଇଁ ମନା କରି ଦେଲେ। |
11
|
ତଣେୁ ଆମ୍ଭେ ତାଙ୍କ ଉପରେ କୋର୍ଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ସମାନେେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରିପାରିବେ ନାହିଁ।" |
Psalms 95:4 English Language Bible Words basic statistical display
COMING SOON ...