Bible Languages

Indian Language Bible Word Collections

Bible Versions

Books

Psalms Chapters

Psalms 4 Verses

Bible Versions

Books

Psalms Chapters

Psalms 4 Verses

1 ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।
2 ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମାେ ବିରୁଦ୍ଧରେ ପ୍ରଚାର କରିବ। ତୁମ୍ଭମାନେେ କେତଦେିନ ନାନା ପ୍ରକାର ନୂଆ ନୂଆ ମିଥ୍ଯା କଥା ମାେ ବିଷଯରେ କହିବ। କାହିଁକି ତୁମ୍ଭମାନେେ ସହେି ମନ୍ଦ କଥା କହିବାକୁ ଭଲ ପାଉଛ।
3 ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ଯକ୍ତିମାନଙ୍କ କଥା ଶୁଣନ୍ତି। ତଣେୁ ସେ ମାେ କଥା ମଧ୍ଯ ଶୁଣନ୍ତି, ମୁଁ ଯେତବେେଳେ ତାଙ୍କୁ ପ୍ରାର୍ଥନା କରେ।
4 ୟଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି, ତୁମ୍ଭେ ବିଛଣାକୁ ଶାଇେବାକୁ ୟିବା ପୂର୍ବରୁ ସହେି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।
5 ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖି ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଧର୍ମ ବଳିଦାନ ଉତ୍ସର୍ଗ କର।
6 ଅନକେ ଲୋକ କହନ୍ତି, "କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।"
7 ହେ ସଦାପ୍ରଭୁ, ତୁମ୍ଭେ ମାେତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସି। ଫସଲ ଅମଳ ସମୟଠାରୁ। ଯେତବେେଳେ ଆମ୍ଭେ ଶସ୍ଯ ଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ ସେତବେେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
8 ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।

Psalms 4:7 English Language Bible Words basic statistical display

COMING SOON ...

×

Alert

×