1
|
ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତଣେୁ ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକୁଛି। |
2
|
ହେ ମାରେ ପ୍ରଭୁ, ମାରେ ଗୁହାରୀ ଶୁଣ। ସାହାୟ୍ଯ ପାଇଁ ମାରେ ଡ଼ାକ ଶୁଣ। |
3
|
ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ। |
4
|
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସମାନେେ ତୁମ୍ଭଙ୍କୁ ଡ଼ରନ୍ତି ଏବଂ ଉପାସନା କରନ୍ତି। |
5
|
ମୁଁ ସଦାପ୍ରଭୁଙ୍କର ସାହାୟ୍ଯକୁ ଅପେକ୍ଷା କରିଛି। ମାରେ ପ୍ରାଣ ତାଙ୍କୁ ଚାହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ଯରେ ଭରସା ରଖିଛି। |
6
|
ମୁଁ ମାରେ ପ୍ରଭୁଙ୍କ ପାଇଁ ଅପେକ୍ଷା କରେ, ୟପରେି ଜଣେ ପ୍ରହରୀ ସକାଳ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରେ। |
7
|
ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି। |
8
|
ଏବଂ ସେ ହେଉଛନ୍ତି ଜଣେ, ୟିଏ ଇଶ୍ରାୟେଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ। |
Psalms 130:6 English Language Bible Words basic statistical display
COMING SOON ...