1
|
ପରମେଶ୍ବର, ୟାହାଙ୍କୁ ମୁଁ ପ୍ରଶଂସା କରେ, ନୀରବ ରୁହ ନାହିଁ। |
2
|
ଦୁଷ୍ଟ ଲୋକମାନେ ମାେ ବିରୁଦ୍ଧରେ ମିଛ କହନ୍ତି। ସମାନେେ ଯେଉଁ କଥା କୁହନ୍ତି ତାହା ସତ୍ଯ ନୁହେଁ। |
3
|
ଲୋକମାନେ ମାେ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମାେ ପ୍ରତି ଲୋକମାନେ ଆକ୍ରମଣ କରନ୍ତି। |
4
|
ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି। |
5
|
ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ। |
6
|
ସମାନେେ କହିଲେ, ତାଙ୍କୁ ନ୍ଯାଯ ଦବୋ ପାଇଁ କହେି ଜଣେ ଦୁଷ୍ଟ ଲୋକକୁ ନିୟୁକ୍ତି କର। କାହାକୁ ଜଣେ ବାହାର କର ୟିଏକି ଭୁଲ୍ ବୋଲି କହୁ। |
7
|
ଯେତବେେଳେ ସେ ନ୍ଯାଯ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାୟିବ। |
8
|
ତାଙ୍କର ଜୀବନ କାଳ େଛାଟ ହେଉ। ଅନ୍ଯକହେି ଜଣେ ତାଙ୍କର କାମ ନିଅନ୍ତୁ। |
9
|
ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ। |
10
|
ତାଙ୍କର ଘର ଉଜୁଡ଼ି ଯାଉ। ସମାନେେ ସବୁ ଭିକାରୀ ହୁଅନ୍ତୁ। |
11
|
ସେ ଋଣ ଦଇେଥିବା ଲୋକ ତାଙ୍କର ସର୍ବସ୍ବ ନଇଯାେଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ। |
12
|
ମୁଁ ଆଶା କରେ ସମାନଙ୍କେୁ କହେି ଦୟା ନ କରନ୍ତୁ। ତାଙ୍କର ପିଲାମାନଙ୍କୁ କହେି ଦୟା ନ ଦଖାେନ୍ତୁ। |
13
|
ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ। |
14
|
ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ। |
15
|
ସଦାପ୍ରଭୁ ସମାନଙ୍କେ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସହେି ପରିବାର ବିଷଯରେ ସମ୍ପୂର୍ଣ୍ଣ ଭାବରେ ଭୁଲିୟାଆନ୍ତୁ। |
16
|
କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ଯାଚାର ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ। ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି। |
17
|
ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ। |
18
|
ଅଭିଶାପ ତା'ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା'ର ଶରୀରର ତୈଳ ହେଉ। |
19
|
ଅଭିଶାପ ଦୁଷ୍ଟବ୍ଯକ୍ତି ବସ୍ତ୍ର ପରି ହେଉ ଓ ତାହାର ନିତ୍ଯ କଟୀବନ୍ଧନ ପରି ହେଉ।"' |
20
|
ଏହା ମାରେ ଶତ୍ରୁଗଣ ମାେ ବିଷଯରେ କହନ୍ତି, ମୁଁ ଆଶାକରେ ମାେ ବିରୁଦ୍ଧରେ ୟିଏ ଦୁଷ୍ଟକତା କୁ ହେ ସଦାପ୍ରଭୁ ଏହିସବୁ ବିଷଯ ସହେି ଲୋକମାନଙ୍କ ପ୍ରତି କରନ୍ତୁ। |
21
|
ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଭୁ। ତଣେୁ ମାେତେ ସହେି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ। କାରଣ ତୁମ୍ଭେ ଦୟାମଯ, ମଙ୍ଗଳମଯ, ଏଣୁ ମାେତେ ଉଦ୍ଧାର କର। |
22
|
ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ଯକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ। ମାରେ ହୃଦଯ ଭାଙ୍ଗିପଡ଼ିଛି। |
23
|
ମୁଁ ଅନୁଭବ କରୁଛି, ୟପରେି ମାରେ ଜୀବନ ଶଷେ ହାଇେ ଆସୁଛି। ୟପରେି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ପରି ନ୍ଯାଯ ଚାଳିତ ହେଉଅଛି। |
24
|
ମାରେ ଆଣ୍ଠୁ ଦୁର୍ବଳ ହାଇେଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମାରେ ଓଜନ ହରାଉଛି ଓ ପତଳା ହାଇେ ଯାଉଛି। |
25
|
ମନ୍ଦ ଲୋକମାନେ ମାେତେ ଅପମାନିତ କରୁଛନ୍ତି। ସମାନେେ ମାେତେ ଦେଖି ମୁଣ୍ଡ ହଲାଉଛନ୍ତି। |
26
|
ହେ ସଦାପ୍ରଭୁ ମାରେ ପରମେଶ୍ବର, ମାେତେ ସାହାୟ୍ଯ କର। ତୁମ୍ଭର ପ୍ରକୃତ କରୁଣା ପ୍ରମେ ମାେତେ ଦଖାେଅ ଓ ମାେତେ ରକ୍ଷା କର। |
27
|
ଏହାପରେ ସହେି ଲୋକମାନେ ଜାଣିବେ, ୟେ ତୁମ୍ଭେ ମାେତେ ସାହାୟ୍ଯ କଲ। ଏହାପରେ ସମାନେେ ଜାଣିବେ ୟେ ଏହାଥିଲା ତୁମ୍ଭର ଶକ୍ତି ୟାହାକି ମାେତେ ସାହାୟ୍ଯ କଲା। |
28
|
ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି। |
29
|
ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ। |
30
|
ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ଯବାଦ ଦବେି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି। |
31
|
କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି। |
Psalms 109:18 English Language Bible Words basic statistical display
COMING SOON ...