1
|
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍। |
2
|
ପରମେଶ୍ବରଙ୍କର ମନ୍ଦିର ଶାଲମରେେ ଅବସ୍ଥିତ। ପରମେଶ୍ବରଙ୍କର ବାସସ୍ଥାନ ସିୟୋନ୍ ପର୍ବତରେ ଅବସ୍ଥିତ। |
3
|
ସହେି ସ୍ଥାନରେ ପରମେଶ୍ବର ଧନୁର୍ବାଣ, ଢ଼ାଲ, ଖଡ୍ଗ ଏବଂ ସମସ୍ତ ୟୁଦ୍ଧାସ୍ତ୍ର ଭଙ୍ଗ କଲେ। |
4
|
ପରମେଶ୍ବର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମଯ ଓ ମହିମାନ୍ବିତ ଭାବେ ଫରେିଆସ। |
5
|
ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ। |
6
|
ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ। |
7
|
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ। |
8
|
ସଦାପ୍ରଭୁ, ବିଚାରକ ପରି ଠିଆ ହାଇେଛନ୍ତି, ତୁମ୍ଭେ ନ୍ଯାଯ ବିଚାର କଲ, ପରମେଶ୍ବର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ, ସ୍ବର୍ଗରୁ ତାଙ୍କର ବିଚାର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହାଇେଛନ୍ତି। |
10
|
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ। |
11
|
ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି। |
12
|
ପରମେଶ୍ବର ମହାନ୍ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି। |
Psalms 76:10 Bengali Language Bible Words basic statistical display
COMING SOON ...