1
|
ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର। |
2
|
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ। |
3
|
ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।" |
4
|
ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ। |
5
|
"ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।" |
6
|
ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ। |
7
|
ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା। |
8
|
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ। |
9
|
ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ। |
10
|
ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ। |
11
|
ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, "ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା। |
12
|
"ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।" |
13
|
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ। |
14
|
ସଦାପ୍ରଭୁ କହିଲେ, "ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ। |
15
|
ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ। |
16
|
ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ। |
17
|
ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ। |
18
|
ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।" |
Psalms 132:4 Bengali Language Bible Words basic statistical display
COMING SOON ...