1 |
ORV
:
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
KJV
:
God standeth in the congregation of the mighty; he judgeth among the gods.
YLT
:
-- A Psalm of Asaph. God hath stood in the company of God, In the midst God doth judge.
|
---|
2 |
ORV
:
ପରମେଶ୍ବର କହନ୍ତି, "ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?"
KJV
:
How long will ye judge unjustly, and accept the persons of the wicked? Selah.
YLT
:
Till when do ye judge perversely? And the face of the wicked lift up? Selah.
|
---|
3 |
ORV
:
"ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
KJV
:
Defend the poor and fatherless: do justice to the afflicted and needy.
YLT
:
Judge ye the weak and fatherless, The afflicted and the poor declare righteous.
|
---|
4 |
ORV
:
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସମାନଙ୍କେୁ ରକ୍ଷା କର।
KJV
:
Deliver the poor and needy: rid [them] out of the hand of the wicked.
YLT
:
Let the weak and needy escape, From the hand of the wicked deliver them.
|
---|
5 |
ORV
:
"ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍ବରେ ତଳକୁ ପଡ଼ୁଛି।"
KJV
:
They know not, neither will they understand; they walk on in darkness: all the foundations of the earth are out of course.
YLT
:
They knew not, nor do they understand, In darkness they walk habitually, Moved are all the foundations of earth.
RV
:
They know not, neither do they understand; they walk to and fro in darkness: all the foundations of the earth are moved.
RSV
:
They have neither knowledge nor understanding, they walk about in darkness; all the foundations of the earth are shaken.
ASV
:
They know not, neither do they understand; They walk to and fro in darkness: All the foundations of the earth are shaken.
|
---|
6 |
ORV
:
ମୁଁ (ପରମେଶ୍ବର) କହିଲି, "ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
KJV
:
I have said, Ye [are] gods; and all of you [are] children of the most High.
YLT
:
I -- I have said, `Gods ye [are], And sons of the Most High -- all of you,
|
---|
7 |
ORV
:
ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।"
KJV
:
But ye shall die like men, and fall like one of the princes.
YLT
:
But as man ye die, and as one of the heads ye fall,
|
---|
8 |
ORV
:
ହେ ପରମେଶ୍ବର, ଉଠ! ପୃଥିବୀର ବିଚାର କର !ସମସ୍ତ ଜାତିଗଣ ତୁମ୍ଭର ଅଟେ।
KJV
:
Arise, O God, judge the earth: for thou shalt inherit all nations.
YLT
:
Rise, O God, judge the earth, For Thou hast inheritance among all the nations!
|
---|