1 |
ORV
:
ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।
KJV
:
LORD, remember David, [and] all his afflictions:
YLT
:
A Song of the Ascents. Remember, Jehovah, for David, all his afflictions.
|
---|
2 |
ORV
:
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ।
KJV
:
How he sware unto the LORD, [and] vowed unto the mighty [God] of Jacob;
YLT
:
Who hath sworn to Jehovah. He hath vowed to the Mighty One of Jacob:
|
---|
3 |
ORV
:
ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।"
KJV
:
Surely I will not come into the tabernacle of my house, nor go up into my bed;
YLT
:
`If I enter into the tent of my house, If I go up on the couch of my bed,
|
---|
4 |
ORV
:
ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ।
KJV
:
I will not give sleep to mine eyes, [or] slumber to mine eyelids,
YLT
:
If I give sleep to mine eyes, To mine eyelids -- slumber,
|
---|
5 |
ORV
:
"ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।"
KJV
:
Until I find out a place for the LORD, an habitation for the mighty [God] of Jacob.
YLT
:
Till I do find a place for Jehovah, Tabernacles for the Mighty One of Jacob.
|
---|
6 |
ORV
:
ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
KJV
:
Lo, we heard of it at Ephratah: we found it in the fields of the wood.
YLT
:
`Lo, we have heard it in Ephratah, We have found it in the fields of the forest.
|
---|
7 |
ORV
:
ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
KJV
:
We will go into his tabernacles: we will worship at his footstool.
YLT
:
We come in to His tabernacles, We bow ourselves at His footstool.
|
---|
8 |
ORV
:
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
KJV
:
Arise, O LORD, into thy rest; thou, and the ark of thy strength.
YLT
:
Arise, O Jehovah, to Thy rest, Thou, and the ark of Thy strength,
|
---|
9 |
ORV
:
ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
KJV
:
Let thy priests be clothed with righteousness; and let thy saints shout for joy.
YLT
:
Thy priests do put on righteousness, And Thy pious ones cry aloud.
|
---|
10 |
ORV
:
ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।
KJV
:
For thy servant David’s sake turn not away the face of thine anointed.
YLT
:
For the sake of David Thy servant, Turn not back the face of Thine anointed.
|
---|
11 |
ORV
:
ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, "ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
KJV
:
The LORD hath sworn [in] truth unto David; he will not turn from it; Of the fruit of thy body will I set upon thy throne.
YLT
:
Jehovah hath sworn truth to David, He turneth not back from it: Of the fruit of thy body, I set on the throne for thee.
RV
:
The LORD hath sworn unto David in truth; he will not turn from it: of the fruit of thy body will I set upon thy throne.
RSV
:
The LORD swore to David a sure oath from which he will not turn back: "One of the sons of your body I will set on your throne.
ASV
:
Jehovah hath sworn unto David in truth; He will not turn from it: Of the fruit of thy body will I set upon thy throne.
|
---|
12 |
ORV
:
"ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।"
KJV
:
If thy children will keep my covenant and my testimony that I shall teach them, their children shall also sit upon thy throne for evermore.
YLT
:
If thy sons keep My covenant, And My testimonies that I teach them, Their sons also for ever and ever, Do sit on the throne for thee.
RV
:
If thy children will keep my covenant and my testimony that I shall teach them, their children also shall sit upon thy throne for evermore.
RSV
:
If your sons keep my covenant and my testimonies which I shall teach them, their sons also for ever shall sit upon your throne."
ASV
:
If thy children will keep my covenant And my testimony that I shall teach them, Their children also shall sit upon thy throne for evermore.
|
---|
13 |
ORV
:
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
KJV
:
For the LORD hath chosen Zion; he hath desired [it] for his habitation.
YLT
:
For Jehovah hath fixed on Zion, He hath desired [it] for a seat to Himself,
|
---|
14 |
ORV
:
ସଦାପ୍ରଭୁ କହିଲେ, "ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ।
KJV
:
This [is] my rest for ever: here will I dwell; for I have desired it.
YLT
:
This [is] My rest for ever and ever, Here do I sit, for I have desired it.
|
---|
15 |
ORV
:
ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।
KJV
:
I will abundantly bless her provision: I will satisfy her poor with bread.
YLT
:
Her provision I greatly bless, Her needy ones I satisfy [with] bread,
|
---|
16 |
ORV
:
ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ।
KJV
:
I will also clothe her priests with salvation: and her saints shall shout aloud for joy.
YLT
:
And her priests I clothe [with] salvation, And her pious ones do sing aloud.
|
---|
17 |
ORV
:
ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।
KJV
:
There will I make the horn of David to bud: I have ordained a lamp for mine anointed.
YLT
:
There I cause to spring up a horn for David, I have arranged a lamp for Mine anointed.
|
---|
18 |
ORV
:
ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।"
KJV
:
His enemies will I clothe with shame: but upon himself shall his crown flourish.
YLT
:
His enemies I do clothe [with] shame, And upon him doth his crown flourish!
RV
:
His enemies will I clothe with shame: but upon himself shall his crown flourish.
RSV
:
His enemies I will clothe with shame, but upon himself his crown will shed its luster."
ASV
:
His enemies will I clothe with shame; But upon himself shall his crown flourish. Psalm 133 A Song of Ascents; of David.
|
---|