1 |
ORV
:
ଇଲୀହୁ ତା'ର କଥା ଜାରି ରଖି କହିଲା। ସେ କହିଲା
KJV
:
Elihu also proceeded, and said,
YLT
:
And Elihu addeth and saith: --
|
---|
2 |
ORV
:
"ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।
KJV
:
Suffer me a little, and I will shew thee that [I have] yet to speak on God’s behalf.
YLT
:
Honour me a little, and I shew thee, That yet for God [are] words.
|
---|
3 |
ORV
:
ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।
KJV
:
I will fetch my knowledge from afar, and will ascribe righteousness to my Maker.
YLT
:
I lift up my knowledge from afar, And to my Maker I ascribe righteousness.
|
---|
4 |
ORV
:
ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।
KJV
:
For truly my words [shall] not [be] false: he that is perfect in knowledge [is] with thee.
YLT
:
For, truly, my words [are] not false, The perfect in knowledge [is] with thee.
|
---|
5 |
ORV
:
ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।
KJV
:
Behold, God [is] mighty, and despiseth not [any: he is] mighty in strength [and] wisdom.
YLT
:
Lo, God [is] mighty, and despiseth not, Mighty [in] power [and] heart.
|
---|
6 |
ORV
:
ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।
KJV
:
He preserveth not the life of the wicked: but giveth right to the poor.
YLT
:
He reviveth not the wicked, And the judgment of the poor appointeth;
|
---|
7 |
ORV
:
ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।
KJV
:
He withdraweth not his eyes from the righteous: but with kings [are they] on the throne; yea, he doth establish them for ever, and they are exalted.
YLT
:
He withdraweth not from the righteous His eyes, And [from] kings on the throne, And causeth them to sit for ever, and they are high,
RV
:
He withdraweth not his eyes from the righteous: but with kings upon the throne he setteth them for ever, and they are exalted.
RSV
:
He does not withdraw his eyes from the righteous, but with kings upon the throne he sets them for ever, and they are exalted.
ASV
:
He withdraweth not his eyes from the righteous: But with kings upon the throne He setteth them for ever, and they are exalted.
|
---|
8 |
ORV
:
ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସମାନେେ ରସି ଓ ଜଞ୍ଜିର ରେ ବନ୍ଧା ହୁଅନ୍ତି।
KJV
:
And if [they be] bound in fetters, [and] be holden in cords of affliction;
YLT
:
And if prisoners in fetters They are captured with cords of affliction,
|
---|
9 |
ORV
:
ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।
KJV
:
Then he sheweth them their work, and their transgressions that they have exceeded.
YLT
:
Then He declareth to them their work, And their transgressions, Because they have become mighty,
RV
:
Then he sheweth them their work, and their transgressions, that they have behaved themselves proudly.
RSV
:
then he declares to them their work and their transgressions, that they are behaving arrogantly.
ASV
:
Then he showeth them their work, And their transgressions, that they have behaved themselves proudly.
|
---|
10 |
ORV
:
ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।
KJV
:
He openeth also their ear to discipline, and commandeth that they return from iniquity.
YLT
:
And He uncovereth their ear for instruction, And saith that they turn back from iniquity.
|
---|
11 |
ORV
:
ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।
KJV
:
If they obey and serve [him,] they shall spend their days in prosperity, and their years in pleasures.
YLT
:
If they do hear and serve, They complete their days in good, And their years in pleasantness.
RV
:
If they hearken and serve {cf15i him}, they shall spend their days in prosperity, and their years in pleasures.
RSV
:
If they hearken and serve him, they complete their days in prosperity, and their years in pleasantness.
ASV
:
If they hearken and serve him, They shall spend their days in prosperity, And their years in pleasures.
|
---|
12 |
ORV
:
ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।
KJV
:
But if they obey not, they shall perish by the sword, and they shall die without knowledge.
YLT
:
And if they do not hearken, By the dart they pass away, And expire without knowledge.
|
---|
13 |
ORV
:
ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
KJV
:
But the hypocrites in heart heap up wrath: they cry not when he bindeth them.
YLT
:
And the profane in heart set the face, They cry not when He hath bound them.
|
---|
14 |
ORV
:
ସହେି ଲୋକମାନେ ମରିବେ, ଯେତବେେଳେ ସମାନେେ ଅଦ୍ଯପି ୟୁବା, ମନ୍ଦିରର ପୁରୁଷ ବେଶ୍ଯାପରି।
KJV
:
They die in youth, and their life [is] among the unclean.
YLT
:
Their soul dieth in youth, And their life among the defiled.
|
---|
15 |
ORV
:
କିନ୍ତୁ ପରମେଶ୍ବର ଦୁଃଖୀ ଲୋକମାନଙ୍କୁ ସମାନଙ୍କେର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ବର ଏହି ଦୁଃଖ ମାଧ୍ଯମ ରେ ଲୋକମାନଙ୍କୁ ସଚତନେ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
KJV
:
He delivereth the poor in his affliction, and openeth their ears in oppression.
YLT
:
He draweth out the afflicted in his affliction, And uncovereth in oppression their ear.
|
---|
16 |
ORV
:
ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।
KJV
:
Even so would he have removed thee out of the strait [into] a broad place, where [there is] no straitness; and that which [should be] set on thy table should be full of fatness.
YLT
:
And also He moved thee from a strait place, [To] a broad place -- no straitness under it, And the sitting beyond of thy table Hath been full of fatness.
RV
:
Yea, he would have led thee away out of distress into a broad place, where there is no straitness; and that which is set on thy table should be full of fatness.
RSV
:
He also allured you out of distress into a broad place where there was no cramping, and what was set on your table was full of fatness.
ASV
:
Yea, he would have allured thee out of distress Into a broad place, where there is no straitness; And that which is set on thy table would be full of fatness.
ESV
:
He also allured you out of distress into a broad place where there was no cramping, and what was set on your table was full of fatness.
ERVEN
:
"In fact, God wants to help you out of your troubles. He wants to take away your burdens that are crushing you. He wants to load your table with plenty of food.
|
---|
17 |
ORV
:
କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।
KJV
:
But thou hast fulfilled the judgment of the wicked: judgment and justice take hold [on thee. ]
YLT
:
And the judgment of the wicked thou hast fulfilled, Judgment and justice are upheld -- because of fury,
|
---|
18 |
ORV
:
ତୁମ୍ଭର କୋରଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳ ରେ ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନଇେ ନଯାଉ।
KJV
:
Because [there is] wrath, [beware] lest he take thee away with [his] stroke: then a great ransom cannot deliver thee.
YLT
:
Lest He move thee with a stroke, And the abundance of an atonement turn thee not aside.
RV
:
Because there is wrath, beware lest thou be led away by {cf15i thy} sufficiency; neither let the greatness of the ransom turn thee aside.
RSV
:
Beware lest wrath entice you into scoffing; and let not the greatness of the ransom turn you aside.
ASV
:
For let not wrath stir thee up against chastisements; Neither let the greatness of the ransom turn thee aside.
|
---|
19 |
ORV
:
ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।
KJV
:
Will he esteem thy riches? [no,] not gold, nor all the forces of strength.
YLT
:
Doth He value thy riches? He hath gold, and all the forces of power.
|
---|
20 |
ORV
:
ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।
KJV
:
Desire not the night, when people are cut off in their place.
YLT
:
Desire not the night, For the going up of peoples in their stead.
|
---|
21 |
ORV
:
ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷଯ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।
KJV
:
Take heed, regard not iniquity: for this hast thou chosen rather than affliction.
YLT
:
Take heed -- do not turn unto iniquity, For on this thou hast fixed Rather than [on] affliction.
|
---|
22 |
ORV
:
ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
KJV
:
Behold, God exalteth by his power: who teacheth like him?
YLT
:
Lo, God doth sit on high by His power, Who [is] like Him -- a teacher?
|
---|
23 |
ORV
:
କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'
KJV
:
Who hath enjoined him his way? or who can say, Thou hast wrought iniquity?
YLT
:
Who hath appointed unto Him his way? And who said, `Thou hast done iniquity?`
|
---|
24 |
ORV
:
ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।
KJV
:
Remember that thou magnify his work, which men behold.
YLT
:
Remember that thou magnify His work That men have beheld.
|
---|
25 |
ORV
:
ପ୍ରେତ୍ୟକକ ଲୋକ ପରମେଶ୍ବର କ'ଣ କରିଛନ୍ତି ଦେଖିପାରିବ। ଦୂର ଦେଶର ଲୋକମାନେ ସହେିସବୁ କଥା ଦେଖିପାରିବେ।
KJV
:
Every man may see it; man may behold [it] afar off.
YLT
:
All men have looked on it, Man looketh attentively from afar.
|
---|
26 |
ORV
:
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
KJV
:
Behold, God [is] great, and we know [him] not, neither can the number of his years be searched out.
YLT
:
Lo, God [is] high, And we know not the number of His years, Yea, there [is] no searching.
|
---|
27 |
ORV
:
ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।
KJV
:
For he maketh small the drops of water: they pour down rain according to the vapour thereof:
YLT
:
When He doth diminish droppings of the waters, They refine rain according to its vapour,
|
---|
28 |
ORV
:
ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।
KJV
:
Which the clouds do drop [and] distil upon man abundantly.
YLT
:
Which clouds do drop, They distil on man abundantly.
|
---|
29 |
ORV
:
କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।
KJV
:
Also can [any] understand the spreadings of the clouds, [or] the noise of his tabernacle?
YLT
:
Yea, doth [any] understand The spreadings out of a cloud? The noises of His tabernacle?
|
---|
30 |
ORV
:
ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।
KJV
:
Behold, he spreadeth his light upon it, and covereth the bottom of the sea.
YLT
:
Lo, He hath spread over it His light, And the roots of the sea He hath covered,
|
---|
31 |
ORV
:
ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।
KJV
:
For by them judgeth he the people; he giveth meat in abundance.
YLT
:
For by them He doth judge peoples, He giveth food in abundance.
|
---|
32 |
ORV
:
ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।
KJV
:
With clouds he covereth the light; and commandeth it [not to shine] by [the cloud] that cometh betwixt.
YLT
:
By two palms He hath covered the light, And layeth a charge over it in meeting,
|
---|
33 |
ORV
:
ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ଯ ଆଗାମୀ ଝଡ଼ ବତାସ ଆସିବା ଜାଣିପାରନ୍ତି।
KJV
:
The noise thereof sheweth concerning it, the cattle also concerning the vapour.
YLT
:
He sheweth by it [to] his friend substance, Anger against perversity.
|
---|