Indian Language Bible Word Collections
Psalms 7:13
Psalms Chapters
Psalms 7 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Psalms Chapters
Psalms 7 Verses
1
|
ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର। |
2
|
ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ। |
3
|
ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ। |
4
|
ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି। |
5
|
ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ। |
6
|
ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର। |
7
|
ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି। |
8
|
ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ। |
9
|
ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର। |
10
|
ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ। |
11
|
ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି। |
12
|
ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ। |
13
|
ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି। |
14
|
କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି। |
15
|
ସମାନେେ ସବୁବେଳେ ଅନ୍ୟକୁ ଆଘାତ ଦଇେ ଫାନ୍ଦିରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶଷେରେ ସମାନେେ ନିଜ ୟନ୍ତାରେ ପଡ଼ି ଆଘାତ ପାଇବେ। |